Daily Archives

May 4, 2020

ରାଜନୀତିରେ ରେଳଯାତ୍ରା । ପ୍ରବାସୀ ଶ୍ରମିକଙ୍କୁ ଟିକଟ ଭଡା ଦେବାକୁ ସୋନିଆ ଗାନ୍ଧିଙ୍କ ଘୋଷଣା ପରେ ତେଜିଲା ରାଜନୀତି ।…

କନକ ବ୍ୟୁରୋ; ଶ୍ରମିକଙ୍କ ଟ୍ରେନ ଯାତ୍ରାକୁ ନେଇ ରାଜନୀତି । ଟ୍ରେନ ଯାତ୍ରା ଭଡା ଦେବ କିଏ ? ସାରା ଦେଶ କରୋନା ସହିତ ଲଢେଇ କରୁଥିବା ବେଳେ, ବିଭିନ୍ନ ରାଜ୍ୟରେ ଫଶି ରହିଥିବା ଶ୍ରମିକମାନେ କିପରି ସୁବିଧାରେ ନିଜ ନିଜ ଘରେ ପହଂଚିପାରିବେ ସେନେଇ ଚାଲିଛି ପ୍ରକ୍ରିୟା । ଏହାରି ଭିତରେ ଏଣିକି…

ମଦ ପାଇଁ ମରାମରି… ମଦ ଦୋକାନ ଖୋଲିବା ପରେ ସାରା ଦେଶରୁ ସାମ୍ନାକୁ ଆସିଲା ଅଭାବନୀୟ ଚିତ୍ର । ଦୋକାନ ଆଗରେ ପ୍ରବଳ…

କନକ ବ୍ୟୁରୋ: ତାଲାବନ୍ଦର ତୃତୀୟ ପର୍ଯ୍ୟାୟର ବିଭିନ୍ନ ସ୍ଥାନରେ କଟକଣା କୋହଳ କରାଯାଇଛି । ଦେଶର ବିଭିନ୍ନ ସ୍ଥାନରେ ମଦ ଦୋକାନ ଖୋଲିଥିବା ବେଳେ ଦୋକାନ ଆଗରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁରେ କିଲୋମିଟର ଯାଏଁ ଲମ୍ବିଛି ଏହି ଲାଇନ୍ । ଦିଲ୍ଲୀରେ…

କାଲି ଠାରୁ ଆରମ୍ଭ ହୋଇପାରେ ରଥ ନିର୍ମାଣ । ରଥ କାମ ଆରମ୍ଭ ନେଇ ପରିଚାଳନା କମିଟିର ନିଷ୍ପତ୍ତି । ଗଜପତି କହିଲେ ରଥ…

କନକ ବ୍ୟୁରୋ: ଆସନ୍ତାକାଲି ଠାରୁ ହୋଇପାରେ ରଥ ନିର୍ମାଣ କାମ । ରଥ ନିର୍ମାଣ କାର୍ଯ୍ୟ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ରଥ କାମ ଆରମ୍ଭ ହେବା ନେଇ ପରିଚାଳନା କମିଟିର ନିଷ୍ପତ୍ତି । ବୈଠକ ପରେ ଗଜପତି ମହାରାଜାଙ୍କ ସୂଚନା । ରଥଯାତ୍ରାର ୨ ମାସ ପୂର୍ବରୁ ରଥ…

ସନ୍ଧ୍ୟା ୭ରୁ ସକାଳ ୭ ଘରୁ ଗୋଡ କାଢିବା ମନା । ୧୩ ଦିନ ଯାଏଁ ସାରା ରାଜ୍ୟରେ ୧୨ ଘଣ୍ଟା ପାଇଁ ସବୁ ବନ୍ଦ । ଘରୁ…

କନକ ବ୍ୟୁରୋ: ସାରା ରାଜ୍ୟ ପାଇଁ ପୁଣି ନୂଆ କଟକଣା । ସନ୍ଧ୍ୟା ୭ରୁ ସକାଳ ୭ ଘରୁ ବାହାରିବା ମନା । ୧୨ ଘଣ୍ଟା ଯାଏଁ କେହି ଘରୁ ଗୋଡ କାଢି ପାରିବେନି । ରାଜ୍ୟର ସମସ୍ତ ୩ଟି ଜୋନରେ ବନ୍ଦ ରହିବ ଚଳପ୍ରଚଳ । ପୂରା ଓଡିଶାରେ ଅଖ ଚକ ବନ୍ଦ ରହିବ । ତେବେ ଜରୁରୀ ସେବା ଛଡା ଅନ୍ୟ କୌଣସି କାମରେ…

ଗ୍ରୀନ ଜୋନକୁ ଗ୍ରୀନ୍ ସିଗନାଲ୍ । ବସ୍ ଚାଲିବ ଗ୍ରୀନ ଜୋନରେ । ଯେଉଁ ଜିଲ୍ଲା ଗ୍ରୀନ ଜୋନରେ ରହିଛି ସେହି ଜିଲ୍ଲା ଭିତରେ…

କନକ ବ୍ୟୁରୋ: ଗ୍ରୀନ ଜୋନକୁ ଗ୍ରୀନ୍ ସିଗନାଲ୍ । ଗ୍ରୀନ ଜୋନରେ ଗଡିବ ବସ୍ । ଯେଉଁ ଜିଲ୍ଲା ଗ୍ରୀନ ଜୋନରେ ରହିଛି ସେଠାରେ ବସ ଚଳାଚଳ କରି ପାରିବ । ତେବେ ଆନ୍ତ ଜିଲ୍ଲା ମଧ୍ୟରେ ବସ ଗୁଡିକ ଚଳାଚଳା କରିପାରିବ । ତେବେ ବସ ଗୁଡିକ ଗ୍ରୀନରୁ ଗ୍ରୀନ ଜୋନ ମଧ୍ୟରେ ଚଳାଚଳ କରିବ । ଗ୍ରୀନ ଜୋନରୁ…