Daily Archives

May 29, 2020

କି ଯାତ୍ରା ଚାଲିଛି ? ମହାମାରୀ ବେଳେ କଳାକାର-ମାଲିକ ମୁହାଁମୁହିଁ । କଳାକାର କହିଲେ ମୁହଁ ମୋଡି ଦେଉଛନ୍ତି ମାଲିକ,…

କନକ ବ୍ୟୁରୋ: କଳାକାର ବନାମ ମାଲିକ । ଟଙ୍କା ପାଇଁ କିଏ କହୁଛି ସତ ? କରୋନା ପାଇଁ କାନ୍ଦୁଛି କଳାକାର । କଟକଣା ପାଇଁ ଦୀର୍ଘ ଦୁଇ ମାସ ହେଲା ହାତବାନ୍ଧି ବସିଛନ୍ତି ଯାତ୍ରା ଅଭିନେତା । ଲକଡାଉନ ପାଇଁ ପ୍ରାୟ ୧୦ ହଜାର କଳାକାର ଜୀବୀକା ହରାଇଛନ୍ତି । ରାତିର ଝିଲ ମିଲ ଆଲୁଅରେ ରଙ୍ଗୀନ ହେଉଥିବା…

ଟାଟା ପାୱାର ହାତକୁ ଗଲା ସେସୁର ମାଲିକାନା । ୧୭୮ କୋଟି ୫୦ ଲକ୍ଷ ଟଙ୍କାରେ ସେସୁର ୫୧ ପ୍ରତିଶତ ଅଂଶଧନ ବିକ୍ରି,…

କନକ ବ୍ୟୁରୋ : ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ସେସୁକୁ ୧୭୮କୋଟି ୫୦ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି ରାଜ୍ୟ ସରକାର । ଓଡିଶା ଇଲେକ୍ଟ୍ରିସିଟି ରେଗୁଲେଟାରୀ କମିଶନ ଟାଟା ପାୱାର ଲିମିଟେଡକୁ ସେସୁର ସେୟାର ବିକ୍ରି କରିଛନ୍ତି । ସେସୁର ୫୧% ଅଂଶଧନ ଟାଟା ପାୱାର ଲିମିଟେଡ କିଣିଛି । ଏଣିକି ସେସୁ…

ଟିକଟକ୍ ପାଇଁ କଡାକଡି ହେବ ସାଇବର ତଦନ୍ତ । ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ହାଇକୋର୍ଟ, କହିଲେ ଅଶ୍ଳୀଳତା ଓ ନଗ୍ନତାକୁ…

କନକ ବ୍ୟୁରୋ : ଆଜି ଟିକଟକ୍ ଭିଡିଓକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । କୋର୍ଟଙ୍କ କହିବା ଅନୁଯାୟୀ, ରାଜ୍ୟରେ ଅଶ୍ଳୀଳତା ଓ ନଗ୍ନତାକୁ ପ୍ରଶୟ ଦେଉଛି ଟିକଟକ୍ ଭିଡିଓ । କେବଳ ସେତିକି ନୁହେଁ, ଗ୍ରାମାଂଚଳଠୁ ଆରମ୍ଭ କରି ସହରାଂଚଳ ପର୍ଯ୍ୟନ୍ତ ଏନେଇ ଅନେକ ଜୀବନ ଯାଉଛି ଆଉ…

କରୋନା ସ୍ଥିତିର ମୁକାବିଲା ପାଇଁ ଅଂଟା ଭିଡ଼ିଲା ଓଡ଼ିଶା । ଖର୍ଚ୍ଚ ହେବ ୧୭ ହଜାର କୋଟି, ରାଜ୍ୟ କ୍ୟାବିନେଟ୍ ବୈଠକରେ…

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୧୭ ହଜାର କୋଟି । ଅର୍ଥନୀତିର ପୁନଃରୁଦ୍ଧାର ଓ ଗ୍ରାମାଚଂଳରେ ଜୀବିକା ସୃଷ୍ଟି କରିବା କ୍ଷେତ୍ରରେ ଏହି ଅର୍ଥ ଖର୍ଚ କରାଯିବ । କୃଷି କ୍ଷେତ୍ରଠାରୁ ଆରମ୍ଭ କରି ପର୍ଯ୍ୟଟନ, ଶିଳ୍ପ ଓ ଦକ୍ଷତା ବିକାଶ କ୍ଷେତ୍ରରେ ଖର୍ଚ୍ଚ ହେବ…

କୃଷି କ୍ଷେତ୍ରରେ ପୁଞ୍ଜିନିବେଶକୁ ବ୍ୟାପକ କରିବା ପାଇଁ ରାସ୍ତା ଖୋଲିଲେ ରାଜ୍ୟ ସରକାର । ଚୁକ୍ତି ଭିତ୍ତିକ ଚାଷ ପାଇଁ…

କନକ ବ୍ୟୁରୋ : ଓଡିଶା କୃଷି କ୍ଷେତ୍ରରେ ଚୁକ୍ତି ଭିତିକ ଚାଷକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ୧୯୫୬ ଆଇନକୁ ସଂଶୋଧନ କରି ଚୁକ୍ତି ଭିତିରେ ଶିଳ୍ପୋଦ୍ୟୋଗିମାନେ ଚାଷୀଙ୍କ ଜମିକୁ ନେଇ ଚାଷ କରିବାକୁ ଆଇନ ସମ୍ମତ କରାଯାଇଛି । କିଭଳି କୃଷି ଉତ୍ପାଦନ ବୃଦ୍ଧି ସହ ରପ୍ତାନୀ କରାଯାଇପାରିବ ତାକୁ…

ଓଡ଼ିଶା ପାଇଁ ଭଲ ଖବର । କ୍ରମାଗତ ଚତୁର୍ଥ ଦିନରେ ଆକ୍ରାନ୍ତ କମ୍ ସୁସ୍ଥ ବେଶୀ । ୪ ଦିନରେ ୨୮୫ ଆକ୍ରାନ୍ତ, ୩୨୮ ସୁସ୍ଥ ।

କନକ ବ୍ୟୁରୋ : ସଫଳତାର ସହିତ କରୋନା ମୁକାବିଲା କରୁଛି ଓଡ଼ିଶା । ବିଗତ ୪ ଦିନର ରେକର୍ଡକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହେଉଛି । ଚାରି ଦିନ ମଧ୍ୟରେ ୨୮୫ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ବେଳେ ୩୨୮ ଜଣ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ୨୯ଟି ଜିଲ୍ଲାରୁ ମୋଟ ୧୭୨୩…