Daily Archives

May 9, 2020

ଶବକୁ ସମ୍ମାନ ଦେଲାନି ସଂକ୍ରମଣ ସନ୍ଦେହ: ହାତୀ ପାଦ ତଳେ ପ୍ରାଣ ହରାଇବା ପରେ ପାଖ ମାଡିଲେନି ପରିଜନ । ଆପଣା ଲୋକେ ପର…

କନକ ବୁରୋ: ଭରସା ଭାଙ୍ଗୁଛି ଭୂତାଣୁ ଭୟ । ବିଶ୍ୱାସ ବୁଡାଉଛି ସଂକ୍ରମଣ ସନ୍ଦେହ । କରୋନା ପାଇଁ ଲୋକଙ୍କ ମନରୁ ମରି ଗଲାଣି ବିଶ୍ୱାସ । ସନ୍ଦେହ ପାଇଁ ସମାଜରୁ ଲିଭିବାକୁ ବସିଲାଣି ବିଶ୍ୱାସ ବୋଲି ଶବ୍ଦ । ପର ତ ପର ଆପଣାର ଲୋକେ ବି ଆଡ ଆଖିରେ ଦେଖୁ ନାହାନ୍ତି । ସଂକ୍ରମିତ ହୋଇଯିବା ଭୟରେ ପାଖ…

ଗଞ୍ଜାମର ସରପଞ୍ଚଙ୍କ ସହ ଆଲୋଚନା କଲେ ଫାଇଭ୍-ଟି ସଚିବ । କ୍ୱାରେଣ୍ଟିନ କେନ୍ଦ୍ର ପରିଚାଳନା ସହ ନିଜ ଗାଁକୁ କରୋନା…

କନକ ବ୍ୟୁରୋ: ଗଂଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସରପଂଚଙ୍କ ସହ କଥା ହେଲେ ଭିକେ ପାଣ୍ଡିଆନ । ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ଗଂଜାମ ଜିଲ୍ଲାର ସମସ୍ତ ସରପଂଚଙ୍କ ସହ ଆଲୋଚନା କରିଛନ୍ତି । ସଙ୍ଗରୋଧ କେନ୍ଦ୍ରର ପରିଚାଳନା ସଂପର୍କରେ ସରପଂଚମାନଙ୍କୁ ବୁଝାଇଛନ୍ତି, କିପରି…

ଘରବାହୁଡ଼ା ବେଳେ ଫାଶ ବସାଇ ଛକି ବସିଥିଲା ମୃତ୍ୟୁ । ରାତିର ଘନ ଅନ୍ଧକାରରେ ମାଡ଼ିଗଲା ଅଜଣା ଗାଡ଼ି । ରକ୍ତ ଜର୍ଜରିତ ହେଲା…

କନକ ବ୍ୟୁରୋ : ଅଧାରେ ରହିଗଲା ଘରବାହୁଡ଼ା । ସାଇକେଲ୍ ଯାତ୍ରା ହେଲା ଶେଷ ଯାତ୍ରା । ସଂକ୍ରମଣ ଆଶଙ୍କା ଭିତରେ ଅଜଣା ବାଟରେ ଫାଶ ବସାଇ ଛକି ବସିଥିଲା ମୃତ୍ୟୁ । ଅଦୃଶ୍ୟ ଭାଇରସର ପଞ୍ଝାରୁ ମୁକୁଳିବାକୁ ବାଟ ଖୋଜୁଥିବା ବେଳେ ଗାଡ଼ି ଧକ୍କାରେ ଚାଲିଗଲା ଜୀବନ । ଛୁଆପିଲାଙ୍କୁ ଧରି ଘରକୁ ଫେରୁଥିବା…

ସମସ୍ୟା ବଢ଼ାଇଛି କୋଭିଡ୍ ସଂକ୍ରମଣ । ମେଳା ବୁଲିବାକୁ ଆସିଥିଲେ ବାଂଲାଦେଶୀ, କରୋନା କଟକଣା ପାଇଁ ଗଲେ ଫସି ।

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ଲକ୍ଡାଉନରେ ଅନେକ କିଛି କଟକଣା କୋହଳ ହୋଇଛି । ରାଜ୍ୟ ବାହାରେ ଫସିଥିବା ପ୍ରବାସୀ ଶ୍ରମିକ କିମ୍ବା ଛାତ୍ର ଛାତ୍ରୀ, ପର୍ଯ୍ୟଟକମାନେ ନିଜ ନିଜ ସ୍ଥାନକୁ ଫେରିବା ଲାଗି ସୁଯୋଗ ସୃଷ୍ଟି କରାଯାଇଛି । ବିଦେଶୀରେ ଫିସଥିବା ଭାରତୀୟଙ୍କୁ ବି ଉଦ୍ଧାର କରାଯାଉଛି ।…

ମୁହଁରେ ମାସ୍କ ଆଉ ହାତରେ କୁରାଢୀ । ସାମାଜିକ ଦୂରତା ରଖି ରଥଖଳାରେ ରଥ ନିର୍ମାଣ କରୁଛନ୍ତି ବିଶ୍ୱକର୍ମା ସେବାୟତ ।

କନକ ବ୍ୟୁରୋ: ଦ୍ୱିତୀୟ ଦିନରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ମୁହଁରେ ମାସ୍କ ଆଉ ହାତରେ କୁରାଢୀ । ରଥଖଳାରେ ସବୁ କଟକଣାକୁ ପାଳନ କରି ରଥ ନିର୍ମାଣ କାମରେ ନିୟୋଜିତ ବିଶ୍ୱକର୍ମା ସେବାୟତ । ରଥଖଳାକୁ ବ୍ୟାରିକେଡିଂ ଓ କପଡାରେ ଆବଦ୍ଧ କରାଯାଇଛି । ଗୃହ ମନ୍ତ୍ରାଳୟର ସର୍ତ ଅନୁସାରେ…