Daily Archives

May 7, 2020

କାଲିଠୁ ରଥ ନିର୍ମାଣ । ଆସନ୍ତାକାଲି ସକାଳ ଠାରୁ ଆରମ୍ଭ ରଥ ନିର୍ମାଣ କାମ । ୩ ବିଶ୍ୱକର୍ମା ସେବାୟତଙ୍କ ସହ…

କନକ ବ୍ୟୁରୋ: କାଲିଠାରୁ ଆରମ୍ଭ ହେବ ରଣନିର୍ମାଣ କାମ । ରଥ ନିର୍ମାଣ ନେଇ କେନ୍ଦ୍ର ସରକାରଙ୍କ ଅନୁମତି ପରେ ଏହି ନିଷ୍ପତି ନିଆଯାଇଛି । ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତିନି ରଥର ବିଶ୍ୱକର୍ମା ସେବାୟତ, ପରିଚାଳନା କମିଟି ସଦସ୍ୟଙ୍କ ବୈଠକ ପରେ ରଣ ନିର୍ମାଣ ନେଇ ନିଷ୍ପତି ନିଆଯାଇଛି । ଆଉ…

ଆଜି ଗୋଟିଏ ଦିନରେ ରାଜ୍ୟରେ ୩୪ କରୋନା ଆକ୍ରାନ୍ତ ଚିହ୍ନଟ । ଦିନକରେ ରେକର୍ଡ ସଂଖ୍ୟକ ନମୂନା ପଜିଟିଭ ଆସିବା ପରେ ବଢିଲା…

କନକ ବ୍ୟୁରୋ: ରାଜ୍ୟରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ନମୁନା ପଜିଟିଭ୍ ଆସିଛି । ଦିନକରେ ମୋଟ ୩୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ଗଞ୍ଜାମରୁ ୨୪ଜଣ, ମୟୂରଭଞ୍ଜରୁ ୪ଜଣ, ବାଲେଶ୍ୱରରୁ ୨ ଜଣ, ଜଗତସିଂହପୁରରୁ ଜଣେ ଓ…

ପୋଲିସ କମିଶନରଙ୍କ ଭୂତ ଟ୍ୱିଟକୁ ବିରୋଧୀଙ୍କ ସମାଲୋଚନା । ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ କହିଲେ, ରାତିରେ କାମ…

କନକ ବ୍ୟୁରୋ: କମିଶନରେଟ୍ ପୋଲିସର ଟ୍ୱିଟ୍- ଓନଲି ଘୋଷ୍ଟ ଆର୍ ଆଲାଓଡ୍ ଟୁ ରୋମ୍ ଆରାଉଣ୍ଡ ସେଭେନ୍ ପିଏମ୍ ଟୁ ସେଭେନ୍ ଏଏମ୍ ଆଣ୍ଡ ୟୁ ଆର୍ ନଟ୍ ୱାନ୍ । ଅର୍ଥାତ୍, କେବଳ ଭୁତ ହିଁ ରାତି ୭ଟାରୁ ସକାଳ ୭ଟା ଯାଏଁ ବାହାରେ ବୁଲନ୍ତି, ଆଉ ଆପଣ ଭୂତ ନୁହଁନ୍ତି । ଆଉ ଏହି ଟ୍ୱିଟ୍କୁ ରିଟ୍ୱିଟ୍…

ପ୍ରବାସୀ ଶ୍ରମିକଙ୍କ ଓଡିଶା ଫେରିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଓଡିଶା ଆସିବା ପୂର୍ବରୁ କରୋନା…

କନକ ବ୍ୟୁରୋ: ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଆସନ୍ତା କାଲି ସୁରଟରୁ ଭୁବନେଶ୍ୱର ଆସିବାକୁ ଥିବା ୩ଟି ଟ୍ରେନକୁ ବାତିଲ କରିଦିଆଯାଇଛି । ଏ ସଂପର୍କରେ ସୁରଟର ଜିଲ୍ଲାପାଳ ଧବଳ ପଟେଲ ସୂଚନା ଦେଇଛନ୍ତି । ସାମ୍ବାଦିକ ମାନଙ୍କୁ ସେ କହିଛନ୍ତି ଯେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଗଞ୍ଜାମରେ ପୁଣି ୭ ଆକ୍ରାନ୍ତ ଚିହ୍ନଟ । ଆଜି ଦିନରେ ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୪ ଛୁଇଁଲା । ଏବେ ଗଞ୍ଜାମରେ ମୋଟ…

କନକ ବ୍ୟୁରୋ: କରୋନା ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ ଖବର । ପୁଣି ଗଞ୍ଜାମରେ ୭ କରୋନା ଆକ୍ରାନ୍ତ ଚିହ୍ନଟ । ସମସ୍ତ ପଜିଟିଭ ସୁତର ଫେରନ୍ତା । ୭ ଜଣ ଯାକ ଆକ୍ରାନ୍ତ ପୁରୁଷ । ସେମାନଙ୍କ ବୟସ ୪୩, ୪୮, ୨୫, ୨୯, ୩୯, ୨୫, ଏବଂ ୬୦ ବର୍ଷ । ତେବେ ଆଜି ସକାଳେ ୧୭ ଆକ୍ରାନ୍ତ ଚିହ୍ନଟ…

ରଥଯାତ୍ରା ନେଇ ବଢିଲା ସମ୍ଭାବନା । ରଥ ନିର୍ମାଣକୁ କେନ୍ଦ୍ରର ସବୁଜ ସଙ୍କେତ । ରଥ ତିଆରି ପାଇଁ ସର୍ତ୍ତମୂଳକ ଅନୁମତି…

କନକ ବ୍ୟୁରୋ: ମହାପ୍ରଭୁଙ୍କ ରଥ ନିର୍ମାଣ ନେଇ କେନ୍ଦ୍ରର ସବୁଜ ସଙ୍କେତ । ରଥ ତିଆରି ପାଇଁ ଅନୁମତି ଦେଲେ କେନ୍ଦ୍ର ସରକାର । ରଥଖଳାରେ ରଥ ନିର୍ମାଣ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସର୍ତ୍ତମୂଳକ ଅନୁମତି । ରଥଖଳାରେ ଶ୍ରୀଜିଉଙ୍କ ରଥ ନିର୍ମାଣ ହୋଇପାରିବ । ଏନେଇ ରାଜ୍ୟ ମୁଖ୍ୟ ଶାସନ…