Daily Archives

May 27, 2020

ରିପୋର୍ଟ ବିଭାଗକୁ ଆସିଛି, ମୋ ପାଖକୁ ଆସିନି । ମୋ ପାଖକୁ ଆସିଲେ କହିବି । ମନ୍ତ୍ରୀଙ୍କ ବୟାନ ପରେ ବଢିଲା ଚର୍ଚ୍ଚା,…

କନକ ବ୍ୟୁରୋ: ଚର୍ଚ୍ଚାରେ ଆଇନମନ୍ତ୍ରୀଙ୍କ ବୟାନ । ପ୍ରବାସୀ ଶ୍ରମିକଙ୍କୁ ବାଲିଆପାଳ ବିଡିଓଙ୍କ ର୍ଦୁବ୍ୟବହାର ପ୍ରସଙ୍ଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା । ମନ୍ତ୍ରୀ କହିଲେ, ତାଙ୍କ ପାଖକୁ ରିପୋର୍ଟ ଆସିନାହିଁ, ବିଭାଗ ପାଖକୁ ଯାଇଛି । ଏହାର କଣ ଅର୍ଥ ହୋଇପାରେ ଯେ ବିଭାଗ କଥା…

ଦେଶରେ ପୁଣି ଲମ୍ବିପାରେ ଲକଡାଉନର ଲକ୍ଷ୍ମଣରେଖା । ଜୁନ ୧ରେ ଆସିପାରେ ଲକଡାଉନ ୫.୦ । ତାଲାବନ୍ଦ ନେଇ ମନ କି ବାତରେ ବଡ…

କନକ ବ୍ୟୁରୋ: ପୁଣି ବଢିପାରେ ତାଲାବନ୍ଦ ଅବଧି । ଦେଶରେ ଲାଗୁ ହୋଇପାରେ ଲକଡାଉନ ୫.୦ । ମନ କି ବାତରେ ଘୋଷଣା କରିପାରନ୍ତି ମୋଦି । କରୋନା ମୁକାବିଲା ପାଇଁ ଦେଶରେ ପୁଣି ଲମ୍ବିପାରେ ଲକଡାଉନର ଲକ୍ଷ୍ମଣରେଖା । ଲକଡାଉନର ୪ର୍ଥ ପର୍ଯ୍ୟାୟ ସରୁ ସରୁ ପଞ୍ଚମ ପର୍ଯ୍ୟାୟ ଘୋଷଣା କରିପାରନ୍ତି…

ମରିପଡ଼ିଛି ମାଆ, ଶବ ପାଖରେ ଖେଳୁଛି ଛୁଆ । ଭୂତାଣୁ ନୁହେଁ ତା’ ଭୋକରେ ମରିଛି ମାଆ । କୁନିପୁଅ ଜାଣିନି, ଯେତେ ଚିକ୍ରାର…

କନକ ବ୍ୟୁରୋ: ମା ଉଠୁ...ଏ ମା ଉଠୁ...ଲୋ...ଏମିତି କିଛି ସମୟ ଧରି ଚାଦରକୁ ଟାଣି ଶୋଇପଡ଼ିଥିବା ମାକୁ ଉଠାଇବା ପାଇଁ ଚେଷ୍ଟା କରୁଛି କୁନି ପୁଅ । ଚାଦରକୁ ବାରମ୍ବାର ଟାଣିବା ପରେ ମଧ୍ୟ ମା କିଛି କଥା କହୁନି କି ଏତେ ଟଣାଓଟରା କରିବା ପରେ ବି ମା ତାକୁ ଗାଳି କରୁନି କାହିଁକି? ନୂଆ କରି ଜୀବନ…

ଓଡିଶାରେ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୃଷି ବିଭାଗର ବରିଷ୍ଠ…

କନକ ବ୍ୟୁରୋ: ଝିଂଟିକା ପ୍ରଜାତିର କୀଟ ପଙ୍ଗପାଳ ଏବେ ଚାଷ ଓ ଚାଷୀଙ୍କ ପାଇଁ ଏକ ବଡ଼ ସଂକଟ ହୋଇ ସାମ୍ନାକୁ ଆସିଛି । ଯଦିଓ, ବର୍ତମାନ ଓଡ଼ିଶାକୁ ଏହି ପଙ୍ଗପାଳ ପଲର ଭୟ ନାହିଁ, ତଥାପି ରାଜସ୍ଥାନ, ଉତରପ୍ରଦେଶ ଦେଇ ମଧ୍ୟପ୍ରଦେଶ ଯାଏଁ ପହଂଚିଗଲେଣୀ ଏହି କୀଟ । ତେଣୁ ସମ୍ଭାବ୍ୟ ପଙ୍ଗପାଳ…

ବନ୍ତ ତହସିଲଦାର ହେଲେ ହଟ୍ଟହଟ୍ଟା । ରାତିରେ ଚାଲିଥିଲା କର୍ଫ୍ୟୁ, ହେଲେ ଦୋକାନରେ ଶାଢୀ କିଣୁଥିଲେ ଅଧିକାରୀ । ସ୍ଥାନୀୟ…

କନକ ବ୍ୟୁରୋ: କର୍ଫ୍ୟୁ ବେଳେ ଦୋକାନ ଖୋଲାଇ ଶାଢୀ କିଣି ହଟହଟା ହେଲେ ଭଦ୍ରକ ଜିଲ୍ଲା ବନ୍ତ ତହସିଲର ତହସିଲଦାର । ସଂଧ୍ୟା ୭ଟା ପରେ କର୍ଫ୍ୟୁ ଜାରି ହୋଇଥିବା ବେଳେ ଅଗରପଡା ବଜାରରେ ଶାଢୀ କିଣୁଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ତହସିଲଦାରଙ୍କୁ ପଚାରିବାରୁ ସେ ଯୁକ୍ତିତର୍କ କରିଥିଲେ । ସେହି…

ଜମୁଛି ଶୀତଳଷଷ୍ଠୀ । ଆଜି ବିଭିନ୍ନ ପଡାରେ ଶିବ-ପାର୍ବତୀଙ୍କ ବିବାହ । ରାତି ୧୧ଟା ପରେ ଆରମ୍ଭ ହେବ ବିବାହ ଉତ୍ସବ । ବଡ଼ି…

କନକ ବ୍ୟୁରୋ: କରୋନା କଟକଣା ଭିତରେ ପାଳନ ହେଉଛି ଶୀତଳଷଷ୍ଠୀ । ଆଜି ବିଭିନ୍ନ ପଡାରେ ଶିବ-ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହେଉଛି । ରାତି ୧୧ଟା ପରେ ଆରମ୍ଭ ହେବ ବାହାଘର ଏବଂ ବ୍ରହ୍ମ ମୁହୁର୍ତରେ ପଡିବ ହାତଗଣ୍ଠି । ନନ୍ଦପଡା ବାବା ବାଲୁଙ୍କେଶ୍ୱରଙ୍କର ମନ୍ଦିର ପରିସରରେ ଥିବା କଲ୍ୟାଣମଣ୍ଡପରେ…