Monthly Archives

January 2020

ଓଡିଶାରେ ଚାଇନା ଭାଇରସ୍ ଆତଙ୍କ ! ଫୁଲବାଣୀରେ ଜଣେ ଛାତ୍ର ‘କରୋନା’ରେ ଆକ୍ରାନ୍ତ ହୋଇଥିବା ସନ୍ଦେହ । ନିକଟରେ ଚୀନରୁ…

କନକ ବ୍ୟୁରୋ: ଓଡିଶାରେ କରୋନା ଭାଇରସ ସନ୍ଦେହ । ଫୁଲବାଣୀରେ ଜଣେ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି । ଛାତ୍ର ଜଣକ ନିକଟରେ ଚୀନରୁ ଫେରିଥିଲେ । ଗତ ୧୦ ଦିନ ପୂର୍ବେ ସେ ଫୁଲବାଣୀକୁ ଫେରିଥିଲେ । ଚିକିତ୍ସା ପାଇଁ ତାଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ଫୁଲବାଣୀ…

ସଂସଦରେ ଉପସ୍ଥାପନ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ : ଆସନ୍ତା ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୬ରୁ ୬. ୫ ପ୍ରତିଶତ…

କନକ ବ୍ୟୁରୋ : ସଂସଦରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବିକାଶ ହାର ୬ରୁ ୬ ଦଶମିକ ୫ ପ୍ରତିଶତ ଭିତରେ ରହିବେ ବୋଲି ଅର୍ଥନୈତିକ ସର୍ଭେ ରିପୋର୍ଟରୁ ଆକଳନ କରାଯାଇଛି ।…

ଗୋଟିଏ ଫୁଲ କୋବିର ଓଜନ ୭ କେଜି । ରସାୟନିକ ନୁହେଁ ଜୈବିକ ପ୍ରଣାଳୀରେ ଚାଷ ହେଉଛି, ରାଜ୍ୟ ବାହାରକୁ ବି ରପ୍ତାନୀ ହେଉଛି…

କନକ ବ୍ୟୁରୋ: ଫୁଲ୍ଲ କୋବି ଏକ ଏମିତି ପରିବା ଯାହା ପ୍ରାୟତ ସମସ୍ତଙ୍କର ପସନ୍ଦ । ଭୋଜି ହେଉ କି ଘର ପାଇଁ ସମସ୍ତେ ନିଅନ୍ତି ଫୁଲ୍ଲ କୋବି ଯାହା ସବୁ ବଜାର ରେ ମିଳେ । ଆଉ ଫୁଲ୍ଲ କୋବି ଯାହାର ଓଜନ ପ୍ରାୟ ଏକ କିଲୋରୁ ଦେଢ କିଲୋ କିମ୍ବା ଅତିବେଶିରେ ୩ କିଲୋ ପର୍ଯ୍ୟନ୍ତ ହୋଇଥାଏ । ହେଲେ ଆମେ…

ଆନନ୍ଦପୁର ବ୍ୟାରେଜର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଚାଷ ପାଇଁ ମିଳିବ ଜଳସେଚନ ସୁବିଧା । ବିଏନ ହାଇସ୍କୁଲର ପ୍ଲାଟିନମ…

କନକ ବ୍ୟୁରୋ: କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ । କୃଷି ପାଇଁ ଜଳସେଚନ ସୁବିଧା ନିମନ୍ତେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ବ୍ୟାରେଜର ଉଦଘାଟନ କରିଛନ୍ତି । ବୈତରଣୀ ନଦୀ ଉପରେ ନିର୍ମିତ ଏହି ବ୍ୟାରେଜରେ ବ୍ୟୟ ହୋଇଛି ୪୭୫ କୋଟି ଟଙ୍କା । ଏହି ବ୍ୟାରେଜର…

ଫାଶୀ ଟାଳିବାକୁ ପ୍ରୟାସ : ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କଲା ପୱନ ଗୁପ୍ତା

କନକ ବ୍ୟୁରୋ : ଫାଶୀ ଟାଳିବାକୁ ଅଭିଯୁକ୍ତଙ୍କ ପ୍ରୟାସ । ଫାଶୀ ପାଇବାର ଗୋଟିଏ ଦିନ ପୂର୍ବରୁ ପୁଣି ନୂଆ ନାଟକ ଦେଖିବାକୁ ମିଳିଛି । କୋର୍ଟରେ ଜଣଙ୍କ ପରେ ଜଣେ ଅଭିଯୁକ୍ତ ଯୁକ୍ତି ଉପସ୍ଥାପନ କରୁଛନ୍ତି । ଫାଶୀ ଦଣ୍ଡ ଅପକ୍ଷୋରେ ଥିବା ୪ ଦୋଷୀଙ୍କ ମଧ୍ୟରୁ ଦୋଷୀ ପୱନ ଗୁପ୍ତା ଯାଇଛି…

ଦେଶୀ ଡଙ୍ଗାରେ ଜୀବନ,ପାଦେ ପାଦେ ବିପଦ। ଭରାନଈ ପାର ପାଇଁ ଭଙ୍ଗା ଡଙ୍ଗା ଭରସା। ପଢନ୍ତୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ…

କନକ ବ୍ୟୁରୋ: ବର୍ତ୍ତମାନ ଯୁଗରେ ମନୁଷ୍ୟ ଚନ୍ଦ୍ରରେ ରହିବା ପାଇଁ ଅଣ୍ଟା ଭିଡି ଥିବା ବେଳେ କଳାହାଣ୍ଡି ଜିଲ୍ଲା ଖୋଦ ମନ୍ତ୍ରୀ କେପଟେନ ଫିବ୍ୟ ଶଙ୍କର ମିଶ୍ରଙ୍କ ନିର୍ବାଚନ ମଣ୍ଡଳୀ ଗୋଲାମୁଣ୍ଡା ବ୍ଲକରେ ଏପରି ଏକ ଅଞ୍ଚଳ ଅଛି ଯେଉଁଠି କି ଲୋକେ ଦୈନନ୍ଦିନ କାର୍ୟ୍ୟ ପାଇଁ ବିପଦକୁ ନିମନ୍ତ୍ରଣ…