Daily Archives

January 30, 2020

ଅଡୁଆରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ନିର୍ବାଚନ ସମୟରେ ପୋଷ୍ଟର ଓ ଫ୍ଲେକ୍ସ ପ୍ରିଂଟ୍ କରି ଟଙ୍କା ଦେଇ ନଥିବା…

କନକ ବ୍ୟୁରୋ: ଅଡୁଆରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ନିର୍ବାଚନ ସମୟରେ ପୋଷ୍ଟର ଓ ଫ୍ଲେକ୍ସ ପ୍ରିଂଟ୍ କରି ଟଙ୍କା ଦେଇ ନଥିବା ଅଭିଯୋଗରେ ବଳଦେବ ଆଡ ମିଡିଆ ନାମକ କମ୍ପାନୀ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି । ବଳଦେବ ଆଡ ମିଡିଆର ମାଲିକ…

ସଡକ ଦୁର୍ଘଟଣା ରୋକିବାକୁ ପୂଜାପାଠ । ତପ୍ତପାଣିଘାଟିରେ ବସ୍ ଓଲଟିବା ପରେ ପୂଜାର୍ଚ୍ଚନା ଜରିଆରେ ପ୍ରଶାସନ ନିକଟରେ ଦାବି…

କନକ ବ୍ୟୁରୋ: ସଡକ ଦୁର୍ଘଟଣା ରୋକିବାକୁ ପୂଜାର୍ଚ୍ଚନା । ଗତକାଲି ଗଂଜାମ ତପ୍ତପାଣୀ ଘାଟିରେ ବସ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ସହ ୩୦ରୁ ଅଧିକ ଆହତ ହୋଇଥିଲେ । ଦୁର୍ଘଟଣାର ଗୋଟିଏ ଦିନ ପରେ ଆଜି ସରସ୍ୱତୀ ପୂଜାରେ ବ୍ରହ୍ମପୁର ହଳଦିଆପଦର ଗାଁଲୋକେ ଦୁର୍ଘଟଣା ଯେମିତି ନହେବ ସେଥିପାଇଁ ଜାତୀୟ…

ବାର୍ଡ ଫ୍ଲୁ ପାଇଁ ହେବ ଲୋକଙ୍କ ରକ୍ତ ପରୀକ୍ଷା । ଓୟୁଏଟିଠାରୁ ୩ କିଲୋମିଟର ଭିତରେ କରାଯିବ ସ୍ୱାସ୍ଥ୍ୟ ଯାଞ୍ଚ

କନକ ବ୍ୟୁରୋ: ବାର୍ଡ ଫ୍ଲୂୁର ପାଇଁ ହେବ ଲୋକଙ୍କ ରକ୍ତପରୀକ୍ଷା । ଓୟୁଏଟିଠାରୁ ୩ କିଲୋମିଟର ପରିଧିରେ ଥିବା ସମସ୍ତ ଲୋକଙ୍କ ପ୍ରତିଦିନ ସ୍ୱାସ୍ଥ୍ୟ ପରୀକ୍ଷା ହେବ । ଥଣ୍ଡା,କାଶ,ଜ୍ୱର ଥିବା ଲୋକଙ୍କ ପରୀକ୍ଷା କରାଯିବ । ମୋବାଇଲ ଟିମ ବୁଲିବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରିବ । ସେହିପରି କୁକୁଡା…

କେବେ ସରିବ ବୌଦ୍ଧର ଦ୍ୱିତୀୟ ମହାନଦୀ ସେତୁ? ନିର୍ମାଣ ଅବଧି ସରିଲାଣି କିନ୍ତୁ ଶେଷ ହେଲାନି କାମ; ପ୍ରଶାସାନ କହିଲା,…

କନକ ବ୍ୟୁରୋ: ସବୁଠିକୁ ଯୋଗାଯୋଗ ସୁଗମ ହେବ । ଗାଁ ଗାଁକୁ ଯାତାୟତ ସୁଗମ ହେବ । ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ହେଲେ ପ୍ରଶାସନିକ ଅବହେଳା ହେଉ ଅବା ଠିକାଦାରଙ୍କ ମନମୁଖୀ କାମ ଯୋଗୁଁ ଠିକଣା ସମୟରେ ସରୁନାହିଁ ପୋଲ ନିର୍ମାଣ କାମ । ତେଣୁ ପୋଲ ଉପର ଦେଇ ଭଲରେ ଯା’ଆସ…

ସୁସ୍ଥ ହୋଇ ଘରକୁ ଫେରିଲେ ପବିତ୍ର ବେହେରା। ବାପା ଚାଲୁଥିବା ଦେଖି ୯ ବର୍ଷର କୁନି ପୁଅ ମୁହଁରେ ଫେରିଲା ହସ । କହିଲା,…

କନକ ବ୍ୟୁରୋ: ଅସହାୟ ପବିତ୍ର ବେହେରାଙ୍କର ଖବର କନକ ନ୍ୟୁଜରେ ପ୍ରସାରଣ ହେବାପରେ ତାଙ୍କୁ ବିଭିନ୍ନ ଆଡୁ ସହାୟତା ମିଳିବା ସହ ଜିଲ୍ଲା ପ୍ରଶାସନ ଏବଂ ମହାକାଳପଡା ବିଧାୟକ ସହାୟତାର ହାତ ବଢାଇଥିଲେ । ରୋଗାଗ୍ରସ୍ତ ପବିତ୍ର ବେହେରାଙ୍କ ଚିକିତ୍ସା ପାଇଁ କଟକ ବଡ ମେଡିକାଲ ପଠାଇଥିଲା ପ୍ରଶାସନ ।…

ଦିଲ୍ଲୀବାସୀଙ୍କ ପୁଅ ସାଜି ସେବା କରିବା କଣ ଆତଙ୍କବାଦୀର କାମ ? ନରମ ସ୍ୱରରେ ବିଜେପିକୁ ନିଶାନା କଲେ, ‘ଆତଙ୍କୀ’ ଆଳରେ…

କନକ ବ୍ୟୁରୋ: ଆସନ୍ତା ଆଠରେ ଦିଲ୍ଲୀରେ ଆରପାର ଲଢେଇ । ସତ୍ତା ପାଇଁ ୩ ପ୍ରମୁଖ ଦଳମାନଙ୍କ ମଧ୍ୟରେ ହେବ ମହା ମୁକାବିଲା । ବିଧାନସଭା ବିଗ ଫାଇଟକୁ ଆଉ ମାତ୍ର ୮ ଦିନ ବାକି ଥିବା ବେଳେ ନିର୍ବାଚନ ପୂର୍ବରୁ ବଢୁଛି ବାକଯୁଦ୍ଧ । ବିଭିନ୍ନ ପ୍ରସଙ୍ଗ ନେଇ ନେତା-ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ…