Daily Archives

January 7, 2020

ଶେଷ ଇଚ୍ଛା ଶୁଣିବେନି ସରକାର ! ନିର୍ଭୟା ଦୁଷ୍କର୍ମକାରୀଙ୍କୁ ପଚରା ଯିବନି ଶେଷ ସମୟର କଥା । କଣ କହୁଛି ଜେଲ୍ ମାନୁଆଲ…

କନକ ବ୍ୟୁରୋ: ମୃତ୍ୟୁର ପରୱାନା ଉପରେ ଲାଗିଲା ମୋହର । ଶେଷରେ ଚଳିତ ମାସ ୨୨ ତାରିଖରେ ତିହାର ଜେଲର ଫାଶୀ ଖୁଂଟରେ ଝୁଲିିବେ ଦିଲ୍ଲୀର ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ୪ ଦୋଷୀ । ତେବେ କୌଣସି କଏଦୀକୁ ଫାଶୀ ଦେବା ପୂର୍ବରୁ ସାଧାରଣତଃ ତାର ଶେଷ ଇଚ୍ଛା କଣ ବୋଲି…

ଫାଶୀ କଥା ଶୁଣି ଜେଲରେ କେମିତି ଜିଏଁ ଦୋଷୀ ? କିଭଳି ଥାଏ ଫାଶୀ ପାଇବା ପୂର୍ବରୁ ମାନସିକ ସ୍ଥିତି ?

କନକ ବ୍ୟୁରୋ: ମୃତ୍ୟୁ ଦଣ୍ଡାଦେଶ ପାଇ ଫାଶୀକୁ ଅପେକ୍ଷା କରିଥିବା ଜଣେ ଅପରାଧୀ ପାଇଁ ଶେଷ ସପ୍ତାହ ଥାଏ ବେଶ ଗୁରୁତ୍ୱପୂର୍ଣ୍ଣ । ଅତ୍ୟଧିକ ମାନସିକ ଚାପରେ ଥିବାରୁ ତା ଉପରେ ୨୪ ଘଂଟା ନଜର ରଖିବାକୁ ପଡେ । ତେଣୁ ଅପରାଧୀ ଯେତିକି ମାନସିକ ଚାପରେ ଥାଏ, ଜେଲ କର୍ମଚାରୀ ମଧ୍ୟ ସମାନ ଧରଣର ଚାପରେ…

ସୈତାନର ଶେଷ ଠିକଣା କି ଫାଶୀ ? କେମିତି ଦିଆଯାଏ ଫାଶୀ ? କେତେ ଭୟଙ୍କର ଫାଶୀର ଫାଶ ? ପଢନ୍ତୁ ଫାଶୀ ପଛର ଅଜଣା ରହସ୍ୟ

କନକ ବ୍ୟୁରୋ: ଫାଶୀ, ଏହା ଏପରି ଏକ ଶବ୍ଦ, ଯାହାକୁ ଶୁଣିଲେ ଅପରାଧୀଙ୍କ ଛାତି ଥରିଉଠେ । ଏହା ଏପରି ଏକ ଦଣ୍ଡ, ଯେଉଁଠି ଜଣେ ଦୁର୍ଦ୍ଧର୍ଶ ଅପରାଧୀର ଜଘନ୍ୟ ଅପରାଧର ହିସାବ ହୁଏ । ସ୍ୱାଧୀନ ଭାରତରେ ଏପର୍ଯ୍ୟନ୍ତ ୫୭ ଜଣ ଅପରାଧୀ ଫାଶୀ ଖୁଂଟରେ ଝୁଲି ସାରିଲେଣି । ଏବଂ ଆଗକୁ ଆହୁରି ଅନେକ…

ସାତ ବର୍ଷ ପରେ ସୈତାନ ଝୁଲିବେ ଫାଶୀ ଖୁଣ୍ଟରେ ! ୧୬ ଡିସେମ୍ବର ୨୦୧୨ରୁ ୦୭ ଜାନୁୟାରୀ ୨୦୨୦, ନିର୍ଭୟାକାଣ୍ଡର ପୂରା…

କନକ ବ୍ୟୁରୋ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କ ନାଁରେ ଜାରି ହେଲା ମୃତ୍ୟୁ ପରୱାନା । ୪ ଅଭିଯୁକ୍ତଙ୍କ ବିରୋଧରେ ମୃତ୍ୟୁ ପରୱାନା ଜାରି କଲେ ପଟିଆଲା ହାଉସ କୋର୍ଟ । ଆସନ୍ତା ୨୨ ଜାନୁଆରୀ ଭୋର ୭ଟାରେ ୪ ଅଭିଯୁକ୍ତଙ୍କୁ ଦିଆଯିବ ଫାଶୀ । ଆଉ ଏଥିପାଇଁ କାଉଣ୍ଟଡାଉନ…

ନିର୍ଭୟା ପାଇବେ ନ୍ୟାୟ, ଫାଶୀଖୁଣ୍ଟରେ ଝୁଲିବେ ୪ ନରରାକ୍ଷସ । ଜାରି ହେଲା ବ୍ଲାକ ୱାରେଣ୍ଟ, ଜାଣନ୍ତୁ ଡେଥ୍ ୱାରେଣ୍ଟ…

କନକ ବ୍ୟୁରୋ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କ ବିରୋଧରେ ଜାରି ହୋଇଛି ଡେଥ୍ ୱାରେଣ୍ଟ । ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଏହି ଡେଥ୍ ୱାରେଣ୍ଟ ଜାରି କରିଛନ୍ତି । ଆସନ୍ତା ୨୨ ଜାନୁଆରୀ ଭୋର ୭ଟାରେ ୪ ଅଭିଯୁକ୍ତଙ୍କୁ ଦିଆଯିବ ଫାଶୀ । ଆଉ ଏଥିପାଇଁ କାଉଣ୍ଟଡାଉନ ଆରମ୍ଭ…

ଦେଶରେ ପ୍ରଥମ, ଏକାସଙ୍ଗରେ ଫାଶୀଖୁଣ୍ଟରେ ଝୁଲିବେ ୪ ଯୌନରାକ୍ଷସ । ତିହାର ଜେଲରେ ପ୍ରସ୍ତୁତ ହୋଇସାରିଛି ଫାଶୀ ଖୁଣ୍ଟ,…

କନକ ବ୍ୟୁରୋ : ନିର୍ଭୟା ଗଣଦୁଷ୍କର୍ମକାରୀଙ୍କୁ ମିଳିବ ଫାଶୀ । ଏକାସାଙ୍ଗରେ ଫାଶୀ ପାଇବେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ୪ ଅଭିଯୁକ୍ତ । ଏଥିପାଇଁ ତିହାର ଜେଲରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୪ଜଣ ହତ୍ୟାକାରୀଙ୍କ ପାଇଁ ୪ଟି କାଠଫଳକ ତିଆରି କରାଯାଇଥିବା ବେଳେ ୪ଟି ସୁଡ଼ଙ୍ଗର…