Daily Archives

January 7, 2020

ସୈତାନଙ୍କୁ ଫାଶୀ ଦଣ୍ଡ ପରେ ପ୍ରତିକ୍ରିୟା ରଖିଲେ ନିର୍ଭୟାଙ୍କ ମା’ । କହିଲେ, ଦୋଷୀଙ୍କୁ ତୁରନ୍ତ ଫାଶୀ ହେଲେ ନ୍ୟାୟ…

କନକ ବ୍ୟୁରୋ : ଜାନୁୟାରୀ ୨୨ ତାରିଖ ଆମ ପାଇଁ ସବୁଠାରୁ ବଡ ଦିନ । ସେଦିନ ସକାଳେ ମୋ ଝିଅକୁ ନ୍ୟାୟ ମିଳିବ । ଦେଶର ଝିଅକୁ ନ୍ୟାୟ ମିଳିବ । ଦୋଷୀଙ୍କୁ ଫାସୀ ହେଲେ ନ୍ୟାୟ ବ୍ୟବସ୍ଥା ପ୍ରତି ଭରସା ବଢିବ । ଅଭିଯୁକ୍ତଙ୍କୁ ଏହିଭଳି ଭାବେ ଫାଶୀ ଦଣ୍ଡ ଦିଆଗଲେ ଅପରାଧୀ ଭୟ କରିବେ । ନିର୍ଭୟା…

ସୈତାନ ପାଇବେ ସଜା । ୪ ଅଭିଯୁକ୍ତଙ୍କ ବିରୋଧରେ ଜାରି ହେଲା ଡେଥ୍ ୱାରେଣ୍ଟ, ଜାନୁଆରୀ ୨୨ରେ ଫାଶୀ ଖୁଣ୍ଟରେ ଝୁଲିବେ ୪…

କନକ ବ୍ୟୁରୋ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କ ନାଁରେ ଜାରି ହେଲା ମୃତ୍ୟୁ ପରୱାନା । ୪ ଅଭିଯୁକ୍ତଙ୍କ ବିରୋଧରେ ମୃତ୍ୟୁ ପରୱାନା ଜାରି କଲେ ପଟିଆଲା ହାଉସ କୋର୍ଟ । ଆସନ୍ତା ୨୨ ଜାନୁଆରୀ ଭୋର ୭ଟାରେ ୪ ଅଭିଯୁକ୍ତଙ୍କୁ ଦିଆଯିବ ଫାଶୀ । ଆଉ ଏଥିପାଇଁ କାଉଣ୍ଟଡାଉନ…

ରାଜ୍ୟ ସରକାରଙ୍କ ହୀରାକୁଦ ସୁରକ୍ଷା ଚିନ୍ତା । ବିଶ୍ୱର ବୃହତ ମାଟିବନ୍ଧର ସ୍ଥିତି ଯାଞ୍ଚ କରୁଛନ୍ତି ବିଶେଷଜ୍ଞ ଦଳ ।…

କନକ ବ୍ୟୁରୋ: ପୁଣି ରାଜ୍ୟ ସରକାରଙ୍କୁ ଘାରିଛି ହୀରାକୁଦ ବନ୍ଧର ସୁରକ୍ଷା ଚିନ୍ତା । ଡ଼୍ୟାମରେ ଥିବା ଫାଟ, ସୂୁଇସ ଗେଟ୍, ଅତିରିକ୍ତ ସ୍ପିଲୱେର କାମ କେତେ ବାଟ ଆଗେଇଛି । ଏସବୁର ସ୍ଥିତି ଯାଂଚ କରିଛନ୍ତି ରାଜ୍ୟ ସରକାରଙ୍କ ୫ ଜଣିଆ ସ୍ୱତନ୍ତ୍ର ବିଶେଷଜ୍ଞ ଦଳ । ହୀରାକୁଦ ନଦୀବନ୍ଧର ବିଭିନ୍ନ…

ମିଳିଲା ନିଖୋଜ ଜେଇଙ୍କ ମୃତଦେହ । ବୋରିଗୁମ୍ମା ହରଡଗୁଡା ଜଙ୍ଗଲରୁ କନିଷ୍ଠ ଯନ୍ତ୍ରୀ ଏନ୍ ଭେଙ୍କଟେଶ୍ୱର ରାଓଙ୍କ ମୃତଦେହ…

କନକ ବ୍ୟୁରୋ: ନିଖୋଜ ଜେଇଙ୍କ ମୃତଦେହ ଉଦ୍ଧାର । ଜୟପୁରର ବୋରିଗୁମ୍ମା ବ୍ଲକର ଗ୍ରାମ୍ୟ ଜଳ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଏନ୍ ଭେଙ୍କଟେଶ୍ୱର ରାଓଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ବୋରିଗୁମ୍ମା ବ୍ଲକ ହରଡଗୁଡା ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି କ୍ଷେତ୍ର…

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା : ୪ ଅଭିଯୁକ୍ତଙ୍କ ଡେଥ ୱାରେଣ୍ଟ ଉପରେ ଆସିବ ବଡ ରାୟ, ପଟିଆଲା ହାଉସ କୋର୍ଟରେ…

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କ ଡେଥ୍ ୱାରେଣ୍ଟ ଉପରେ ଆଜି ଆସିପାରେ ବଡ ରାୟ । ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଏନେଇ ଶୁଣାଣି ଆରମ୍ଭ ହୋଇଛି । ୪ ଅଭିଯୁକ୍ତଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରାଯାଇଛି । ସରକାରୀ ଓକିଲଙ୍କ କହିବା ଅନୁଯାୟୀ,…

ଏଣିକି ପୁଲିସକୁ ଫୋନ କଲେ ମାଗଣାରେ ମିଳିବ ରକ୍ତ । ବ୍ଲଡ୍ ଗ୍ରୁପ ନଥିଲେ ବି ତୁରନ୍ତ ଡୋନର ଯୋଗାଇ ଦେବ ପୁଲିସ୍ ।

କନକ ବ୍ୟୁରୋ: ପୋଲିସକୁ ଫୋନ କଲେ ମାଗଣାରେ ମିଳିବ ରକ୍ତ । କଥାଟି ଅଡୁଆ ଲାଗୁଥିଲେ ବି ସତ । ଏଣିକି ୧୦୦ ନମ୍ବର ବା ପୋଲିସର ଫେସବୁକ, ଟ୍ୱିଟର ବା  ସିଧାସଳଖ ଥାନା ଅଧିକାରୀ କି ରିଜର୍ଭ ଇନିସ୍ପେକ୍ଟରଙ୍କୁ ଯୋଗାଯୋଗ କଲେ ଆପଣଙ୍କୁ ରକ୍ତ ଯୋଗାଇ ଦିଆଯିବ । ଅର୍ଥାତ୍ ଆପଣଙ୍କ ବ୍ଲଡ ଗ୍ରୁପ୍…