Daily Archives

January 2, 2020

ନାରୀ ନିର୍ଯାତନା ରୋକିବ ଏସପିଓ : ଅବୈତନିକ ଭାବେ ପୋଲିସକୁ ସହଯୋଗ କରିବ ସ୍ପେଶାଲ ପୋଲିସ୍ ଅଫିସର ଟିମ, ଆବଶ୍ୟକ ସ୍ଥଳେ…

କନକ ବ୍ୟୁରୋ : ସାଧାରଣ ମହିଳାଙ୍କୁ ନେଇ ଗଠନ ହେଲା ସ୍ପେଶାଲ ପୋଲିସ୍ ଅଫିସର ଟିମ୍ (ଏସପିଓ) । ରାଜ୍ୟରେ ବୃଦ୍ଧି ପାଉଥିବା ନାରୀ ନିର୍ଯାତନାକୁ ରୋକିବ ଏସପିଓ ।  ତିନି ମାସ ପାଇଁ ସାଧାରଣ ମହିଳାଙ୍କୁ ଏହି ନିଯୁକ୍ତି ଦିଆଯାଇଛି । ପରବର୍ତ୍ତୀ ସମୟରେ ଏହି କାର୍ଯ୍ୟକାଳ ବଢିପାରେ । ଜଣେ ପୋଲିସ…

ନୂଆବର୍ଷରୁ ଆସିଲା ନୂଆ ନିୟମ । ଏସବିଆଇ ଠାରୁ ଆରମ୍ଭ କରି ରେଲୱେ ପର୍ଯ୍ୟନ୍ତ ସବୁଠି ବଦଳିଲା ନିୟମ, ଥରେ ଦେଖି ନିଅନ୍ତୁ…

ପୁରୁଣା ବର୍ଷ ବିଦାୟ ନେଲା, ନିୟମ ବଦଳିଲା । ନୂଆବର୍ଷରୁ ନୂଆ ନିୟମ । ୨୦୨୦ର ପ୍ରଥମ ଦିନରୁ ଏହି ନୂଆ ନିୟମ ଲାଗୁ କରାଯାଇଛି । ସାଧାରଣ ଲୋକଙ୍କ ସୁବିଧା ପାଇଁ ବିଭିନ୍ନ କ୍ଷେତ୍ରରେ ଏହି ନିୟମ ଲାଗୁ କରାଯାଇଛି । ଅନଲାଇନ ଟ୍ରାଞ୍ଜାକସନ ଠାରୁ ଆରମ୍ଭ କରି ଟିଭି ରିଚାର୍ଜ ପର୍ଯ୍ୟନ୍ତ ପ୍ରତ୍ୟେକ…

ମହଙ୍ଗା ପଡିଲା ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ : ଅନୁଗୁଳ ତଳମୂଳ ରାସ୍ତାରେ ଡକାୟତି ଉଦ୍ୟମ ବେଳେ ଲୁଟେରାଙ୍କୁ କାବୁ କରି…

କନକ ବ୍ୟୁରୋ : ମହଙ୍ଗା ପଡିଲା ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ । ଅନୁଗୁଳ ତଳମୂଳ ରାସ୍ତାରେ ଡକାୟତି ଉଦ୍ୟମ ବେଳେ ଯୁବକଙ୍କୁ କାବୁ କରି ବାନ୍ଧିଲେ ଲୋକେ । ଢେଙ୍କାନାଳ ସରାଙ୍ଗ ଗାଁର କିଛି ଯୁବକ ବୁଲିବାକୁ ପୁରୀ ଓ ତାରା ତାରିଣୀ ଅଭିମୁଖେ ଯାଇଥିଲେ । ଫେରୁଥିବା ବେଳେ ଅନୁଗୁଳ ବଅଁରପାଳ ଥାନା…

ନୂଆବର୍ଷରେ ପର୍ଯ୍ୟଟସ୍ଥଳୀ ଗୁଡ଼ିକରେ ପ୍ରବଳ ଭିଡ : ପାରାଦ୍ୱୀପ ନେହେରୁ ବଙ୍ଗଳାରେ ମହାନଦୀ ମୁହାଣ ଓ ସମୁଦ୍ରର…

କନକ ବ୍ୟୁରୋ : ନୂଆବର୍ଷ ପାଇଁ ପର୍ଯ୍ୟଟନସ୍ଥଳୀ ଗୁଡ଼ିକରେ ପ୍ରବଳ ଭିଡ଼ ଜମୁଛି । ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ମନୋରମ ପରିବେଶରେ ହଜିଯାଉଛନ୍ତି ପର୍ଯ୍ୟଟକ । ପାରାଦ୍ୱୀପ ନେହେରୁ ବଙ୍ଗଳାରେ ଥିବା ମହାନଦୀ ଓ ସମୁଦ୍ରର ଅପୂର୍ବ ମିଳନସ୍ଥଳୀକୁ ଦେଖିବାପାଇଁ…

ସୁନାବେଡା ଡିପି କ୍ୟାମ୍ପରେ ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀ-ସ୍ତ୍ରୀ ମୃତ

କନକ ବ୍ୟୁରୋ: ସୁନାବେଡା ଡିପି କ୍ୟାମ୍ପର ପୁଲିସ କଲୋନିରେ ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ସୁଧାକର ବିଶ୍ୱାଳ ଓ ତାଙ୍କ ପତ୍ନୀ ଚଂଚଲା ବିଶ୍ୱାଳ । ଆଜି ସକାଳେ ଗାଧୋଇ ସାରି ସୁଧାକର ଘର ପଛପଟେ ଥିବା ତାରରେ କପଡା ଶୁଖାଇବା…

ଜଗନ୍ନାଥ ଦର୍ଶନ ସାରି ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ମୃତ, ୩ଗୁରୁତର

କନକ ବ୍ୟୁରୋ: ଭାରସାମ୍ୟ ହରାଇ ଟ୍ରକ ପଛପଟେ ପିଟି ହେଲା କାର । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଓ ୩ ଜଣ ଆହତ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ଦୁହିରିଆ ଛକରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଗତ ରାତିରେ ପୁରୀ ଶ୍ରୀମନ୍ଦିରରୁ ଦର୍ଶନ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।…