Daily Archives

January 2, 2020

ଦିଲ୍ଲୀରେ ପୁଣି ଭୟାବହ ଅଗ୍ନିକାଣ୍ଡ । ପୀରଗଡିସ୍ଥିତ ଏକ କାରଖାନାରେ ନିଆଁ ଲାଗି ବିସ୍ଫୋରଣରେ ଭୁଶୁଡିଲା କୋଠା ।…

• ପୀରଗଡିସ୍ଥିତ ଏକ କାରଖାନାରେ ଭୟାବହ ଅଗ୍ନିକାଣ୍ଡ • ଅଗ୍ନିକାଣ୍ଡ ପରେ ବିସ୍ଫୋରଣ, ଭୁଶୁଡିପଡିଲା କୋଠା • ଦମକଳ ବାହିନୀଙ୍କ ସମେତ ଅନେକ ଲୋକ ଫସି ରହିଥିବା ସନ୍ଦେହ କନକ ବ୍ୟୁରୋ: ଦିଲ୍ଲୀରେ ପୁଣି ଭୟାବହ ଅଗ୍ନିକାଣ୍ଡ । ଆଜି ଭୋରୁ ଭୋରୁ ଦିଲ୍ଲୀର ପୀରଗଡ଼ିସ୍ଥିତ ଏକ ବ୍ୟାଟେରି…

ବଦଳିବ କମିସନରେଟ ପୁଲିସ କାର୍ଯ୍ୟାଳୟର ନାମ : ସିପି ମୁଖ୍ୟାଳୟ ହେବ ପୁଲିସ ସେବାଭବନ,କମିସନରେଟ ପୁଲିସର ୧୨ତମ…

କନକ ବ୍ୟୁରୋ : କମିସନରେଟ ପୁଲିସର ମୁଖ୍ୟ କାର୍ଯ୍ୟାଳୟର ନାମ ବଦଳିବ । କମିଶନରେଟ୍ ପୋଲିସ ମୁଖ୍ୟାଳୟ ଏବେ “ପୋଲିସ ସେବା ଭବନ” ନାମରେ ନାମିତ ହେବ । କମିସନରେଟ ପୁଲିସର ୧୨ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏହି ସୂଚନା ଦେଇଛନ୍ତି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ । ମହିଳା ଓ ବରିଷ୍ଠ…

ରାଜ୍ୟରେ ବଢିଲା ତାପମାତ୍ରା…୩ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି…୮ଟି ଜିଲ୍ଲାରେ କୁଆପଥର ମାଡ ସହ…

କନକ ବ୍ୟୁରୋ: ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା । ଫଳରେ ଏହି ସମୟ ମଧ୍ୟରେ ଥଣ୍ଡାର ପରିଣାମ କମ ରହିବ । ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦୁଝରଗଡରେ ସର୍ବନିମ୍ନ ତାପମାତ୍ରା ୯.୬…

ସିଏଏକୁ ନେଇ ସଚେତନ ହେବେ ଜନତା : ଆଜିଠାରୁ ବିଜେପିର ଜନ ଜାଗରଣ ଯାତ୍ରା , ଅଭିଯାନର ନେତୃତ୍ୱ ନେବେ ଜେପି ନଡ୍ଡା

କନକ ବ୍ୟୁରୋ : ନାଗରିକତା ସଂଶୋଧନ ଆଇନକୁ ସମ୍ମନ୍ଧରେ ଜନତାଙ୍କୁ ସଚେତନ କରିବ ବିଜେପି । ଦେଶବ୍ୟାପୀ ୨୦ ଦିନ ପର୍ଯ୍ୟନ୍ତ ଏହି ଅଭିଯାନ ଚଳାଇବ ବିଜେପି । ନାଗରିକତା ସଂଶୋଧନ ଆଇନକୁ ନେଇ ଏବେ ବିଭିନ୍ନ ରାଜ୍ୟ ସମେତ ଆସାମରେ ବିରୋଧ ପ୍ରଦର୍ଶନ ଜାରି ରହିଛି । କେରଳ ବିଧାନସଭା ସିଏଏ ବିରୋଧରେ…

ସାବଧାନ ଗାଡି ଚାଳକ ! ଏଣିକି ଫୋନରେ ଗପି ଗାଡି ଚଳାଇଲେ ମୋଟା ଅଙ୍କର ଜରିମାନା ସହ ବାତିଲ ହେବ ଲାଇସେନ୍ସ

କନକ ବ୍ୟୁରୋ: ଗାଡ଼ି ଚଳାଇବା ବେଳେ ମୋବାଇଲ୍ ଫୋନ୍ ବ୍ୟବହାର କଲେ ଏଣିକି କେବଳ ଜରିମାନା ନୁହେଁ ବରଂ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ । ସଡ଼କ ନିରାପତ୍ତାକୁ ନେଇ ଗଠିତ ସୁପ୍ରିମକୋର୍ଟ କମିଟି ଏଭଳି ନିର୍ଦ୍ଦେଶ ଦେଇଛି। ଯାହାକୁ କଡ଼ାକଡ଼ି ପାଳନ କରିବା ପାଇଁ ପରିବହନ କମିସନର ଗତକାଲି ସମସ୍ତ…

୬ କୋଟି କୃଷକଙ୍କୁ ମିଳିବ ନୂଆବର୍ଷ ଭେଟି : ନରେନ୍ଦ୍ର ମୋଦି ଆଜି ଜାରି କରିବେ ପିଏମ୍ କିଷାନ୍ ଯୋଜନାର ତୃତୀୟ କିସ୍ତି

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୃଷକଙ୍କୁ ଦେବେ ନବବର୍ଷ ଭେଟି । ଆଜି ପିଏମ୍ କିଷାନ୍ ଯୋଜନାର ତୃତୀୟ କିସ୍ତି ଜାରି ହେବ । ତେବେ ଏଥିରେ ପାଖାପାଖି ୬କୋଟି ଚାଷୀ ଉପକୃତ ହେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆଜି ଚାଷୀମାନଙ୍କୁ ଡିସେମ୍ବର ମାସର କିସ୍ତି ରୂପରେ…