Daily Archives

January 2, 2020

ପୁଅ ରାନ୍ଧିବାକୁ ମନା କଲେ ବାହା ହୁଅନି: ନିଜ ହାତରେ ଖଡା ସିଝୁନି, ଖାଇବା ବେଳେ ଖାଲି ଖୁଣ କାଢୁଛନ୍ତି । ଥରେ ରୋଷେଇ…

କନକ ବ୍ୟୁରୋ: ଯିଏ ରୋଷେଇ ଜାଣିନି ତାକୁ ବାହା ହୁଅନି... ରୋଷେଇ ଆସୁନଥିବା, ରୋଷେଇ ଜାଣିନଥିବା କଥା କହୁଥିବା ପୁଅଙ୍କୁ ବାହା ନହେବାକୁ ଝିଅମାନଙ୍କୁ ସିଧାସିଧା ମନା କଲେ ସିପି । ବିଦେଶୀ ଢାଞ୍ଚାର ଉଦାହରଣ ଦେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି କି ଯଦି ବିଦେଶରେ ଜଣେ ସ୍ୱାବଲମ୍ବୀ…

ବିଜେପିରେ ଥାଇ ବିଜେଡି ଟିକେଟକୁ ଆଖେଇଥିଲେ ଲେଖାଶ୍ରୀ । ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡିରେ ମିଶିବାକୁ କରିଥିଲେ…

କନକ ବ୍ୟୁରୋ : ବିଜେପି ନେତ୍ରୀ ତଥା ଦଳର ତୁଣ୍ଡ କୁହାଯାଉଥିବା  ଲେଖାଶ୍ରୀଙ୍କୁ ନେଇ ଆସିଲା ବଡ ଖବର । ବିଜେପିରେ ଥାଇ ବିଜେଡି ଟିକେଟକୁ ଆଖେଇଥିଲେ ଲେଖାଶ୍ରୀ ସାମନ୍ତସିଂହାର । ପଦ୍ମ ଛାଡି ଶଙ୍ଖ ଧରିବା ପାଇଁ ଥରେ ନୁହେଁ ବରଂ ଦୁଇ ଦୁଇ ଥର ପ୍ରୟାସ କରିଥିଲେ ଲେଖାଶ୍ରୀ । ଏପରିକି ୨୦୧୪ ଭଳି…

ସମ୍ବାଦ ସ୍କୁଲରେ ନୂଆ ପାଠ୍ୟକ୍ରମ – ଡିଜିଟାଲ ମିଡିଆ କଣ୍ଟେଣ୍ଟ ପ୍ରଡକ୍ସନ ଆଣ୍ଡ ମାର୍କେଟିଂ । ତିନି ମାସର…

ପ୍ରଭାବଶାଳୀ ହେଉଥିବା ଡିଜିଟାଲ୍‍ ମିଡିଆ ପାଇଁ ଆବଶ୍ୟକ ବିଷୟ କେମିତି ବାଛିବେ ଓ ତାହାକୁ ପ୍ରସ୍ତୁତ ତଥା ମାର୍କେଟିଂ କିପରି କରିବେ ସେ ସମ୍ପର୍କରେ ଏକ ୩ ମାସିଆ ସଂକ୍ଷିପ୍ତ ପାଠ୍ୟକ୍ରମର ଆୟୋଜନ କରୁଛନ୍ତି ସମ୍ବାଦ ସ୍କୁଲ୍‍ ଅଫ ମିଡିିଆ ଆଣ୍ଡ କଲ୍‍ଚର…

ପ୍ରଶାସନିକ ସ୍ତରରେ ଅଦଳବଦଳ: ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ; ନିକୁଞ୍ଜ ବିହାରୀ ଧଳ…

କନକ ବ୍ୟୁରୋ: ରାଜ୍ୟ ସରକାର ଆଜି ଆଇଏଏସ୍ ସ୍ତରରେ ବଡ଼ ଧରଣର  ଅଦଳବଦଳ କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୭ ଜଣ ବରିଷ୍ଠ ଓ କନିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ନୂତନ ଦାୟିତ୍ବ ପ୍ରଦାନ କରାଯାଇଛି। ଏହା ହେଉଛି ୨୦୨୦ ବର୍ଷର ପ୍ରଥମ ଅଦଳବଦଳ। ୧୯୮୮…

ସାବାଡ୍ ହେବେ ରୋଡ୍ ରୋମିଓ…ଝିଅଙ୍କୁ ହଇରାଣ କଲେ ପୁଲିସ୍ ପଠାଇବ ନାଲିକାର୍ଡ…ସ୍ୱତନ୍ତ୍ର ଆଇନ ବଳରେ ବର୍ଷେ…

କନକ ବ୍ୟୁରୋ: ପାନେ ପାଇବେ ରୋଡ୍ ରୋମିଓ । ଏଣିକି ମହିଳାଙ୍କୁ କମେଂଟ କିମ୍ବା ହଇରାଣ ହରକତ କଲେ ଆଉ ନିସ୍ତାର ପାଇବେନି ରୋଡ୍ ରୋମିଓ । ଏପରିକି ଅଭିଯୋଗରେ ସତ୍ୟତା ଥିଲେ ଉକ୍ତ ଯୁବକଙ୍କୁ ବର୍ଷେ ପାଇଁ କରାଯିବ ତଡିପାର । ଆଜି କମିଶନରେଟ୍ ପୁଲିସର ୧୨ତମ ପ୍ରତିଷ୍ଠା ଦିବସ ଅବସରରେ ମହିଳାଙ୍କ…

ଗଛ ଉପରେ ମୋବାଇଲ ନେଟୱର୍କ  : ପୁରା ଗାଁ ପାଇଁ ରହିଛି ଗୋଟିଏ ମୋବାଇଲ, ଅନୁଗୁୁଳ ଦଣ୍ଡାବାହାଳ ଗାଁରୁ ଆସିଲା ବିଚିତ୍ର…

କନକ ବ୍ୟୁରୋ : ଗୋଟିଏ ଗାଁକୁ ଗୋଟିଏ ମୋବାଇଲ ।  ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି,  ଏଭଳି ଗାଁ ରହିଛି ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରେ । ଗାଁ ନାଁ ହେଉଛି ଦଣ୍ଡାବାହାଳ । ଗାଁକୁ ସବୁ ସୁବିଧା ଅଛି । ହେଲେ ନେଟୱର୍କ ନଥିବାରୁ  ମୋବାଇଲ ସେବାରୁ ବଂଚିତ ହେଉଛନ୍ତି  ଗାଁ ଲୋକେ । ଦାମୀ…