Monthly Archives

December 2018

ଯଦି ଅଚାନକ୍ ଚାଲିଗଲା ଚାକିରି ତେବେ ଏହି ଯୋଜନାରୁ ମିଳିବ ୯୦ ଦିନର ଦରମା, ଜାଣନ୍ତୁ କିଭଳି ଉଠାଇବେ ଏହି ସୁବିଧାର…

ଯଦି ଆପଣଙ୍କର ଚାକିରି ଅଚାନକ ଚାଲିଯାଏ ଆଉ ନୂଆ ଚାକିରି ପାଇବା ପର୍ଯ୍ୟନ୍ତ ଆପଣଙ୍କ ନିକଟରେ ଅର୍ଥର ଘୋର ଅଭାବ ରହିଛି ତେବେ ଏଭଳି ପରିସ୍ଥିତିରେ ଆପଣଙ୍କୁ ସାହାରା ଦେବ ESIC । କର୍ମାଚାରୀ ରାଜ୍ୟ ବୀମା ନିଗମର ‘ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନା’ ଅନୁସାରେ ଆପଣଙ୍କୁ ଚାକିରି ଚାଲିଯିବା…

ଚର୍ମରେ ହେଉଥିବା ଆଲର୍ଜି ପାଇଁ ଚିନ୍ତିତ କି? ତେବେ ଏହି ଘରୋଇ ଉପାୟରେ ଆଲର୍ଜି କରନ୍ତୁ ଦୂର 

ଅନେକ ଲୋକ ଚର୍ମର ଆଲର୍ଜିରେ ଗ୍ରସ୍ତ ଥାନ୍ତି । ଆଲର୍ଜି ହେବାର ଅନେକ କାରଣ ହୋଇଥାଏ । ଯେମିତି କି, ଧୂଳି, ମାଟି, ପ୍ରଦୂଷଣ, ଔଷଧ, ସଂକ୍ରମଣ କାରଣରୁ ହୋଇଥାଏ । ଚର୍ମ ଆଲର୍ଜି କାରଣରୁ ଚର୍ମ କୁଣ୍ଡେଇ ହେବ. ନାଲି ପଡିଯିବା, ଫୁଲିଯିବା ଆଦି ସମସ୍ୟା ହୋଇଥାଏ । ଏହାକୁ ଅଣଦେଖା କରନ୍ତୁନି ।…

ନୂଆ ବର୍ଷ ରାତିରେ ଶ୍ରୀମନ୍ଦିର ଖୋଲିବାକୁ ବିରୋଧ କଲା ହିନ୍ଦୁ ମହାସଭା : ମନ୍ଦିର ସାମ୍ନାରେ କଳା ପତାକା ପ୍ରଦର୍ଶନ

କନକ ବ୍ୟୁରୋ : ବଡଦାଣ୍ଡରେ ବିକ୍ଷୋଭ । ନୂଆ ବର୍ଷର ଅଧା ରାତିରେ ଶ୍ରୀମନ୍ଦିର ଖୋଲିବାକୁ ବିରୋଧ କରିଛି ହିନ୍ଦୁ ମହାସଭା । ଶ୍ରୀମନ୍ଦିର ସମ୍ମୁଖରେ କଳାପତାକା ପ୍ରଦର୍ଶନ କରାଯାଇଛି । ହିନ୍ଦୁ ନବବର୍ଷରେ ଶ୍ରୀମନ୍ଦିର ନଖୋଲି ଇଂରାଜୀ ନବବର୍ଷରେ ଅଧା ରାତିରେ ଶ୍ରୀମନ୍ଦିର ଖୋଲିବାକୁ ବିରୋଧ…

ବଦଳିଗଲା ମଜୁରିଆଙ୍କ ଭାଗ୍ୟ, ରାତା ରାତି ବନିଗଲେ କୋଟିପତି । ଖଣିରୁ ପାଇଲେ ୨.୫୫ କୋଟି ଟଙ୍କାର ହୀରା

ମଧ୍ୟ ପ୍ରଦେଶର ପନ୍ନା ଜିଲ୍ଲାରେ ଦୁଇ ଜଣ ମଜୁରିଆଙ୍କ ଭାଗ୍ୟ ରାତା ରାତି ବଦଳିଗଲା । ନୂଆ ବର୍ଷର ଦୁଇ ଦିନ ପୂର୍ବରୁ ସେମାନେ କୋଟିପତି ବନିଗଲେ । ସୂଚନାଯୋଗ୍ୟ, ଦୁଇ ଜଣ ମଜୁରିଆ ଭଡାରେ ଖଣିକୁ ନେଇ ସେମାନେ ହୀରା ଖୋଜିବାର କାମ କରୁଥିଲେ । ପାଖାପାଖି ୨ମାସ ପୂର୍ବରୁ ତାଙ୍କୁ ଏକ ବହୁମୂଲ୍ୟ…

ସାଣ୍ଟା ବେଶରେ ବଜରଙ୍ଗବାଲୀ ! ମନ୍ଦିରର ପୂଜକ କହିଲେ, ଆମେରିକାରୁ ପୋଷାକ ପଠାଇଥିଲେ ଶ୍ରଦ୍ଧାଳୁ

ହନୁମାନଙ୍କୁ କିଏ ଦଳିତ କହିଲା ଆଉ କିଏ ମୁସଲମାନ ପୁଣି କିଏ ପଞ୍ଜାବୀ । ଏବେ ପୁଣି ଥରେ ପ୍ରଭୁ ଶ୍ରୀ ହନୁମାନଙ୍କୁ ନେଇ ବିବାଦ ଉପୁଜିଛି । ସାଣ୍ଟା ବେଶରେ ନଜର ଆସିଛନ୍ତି ବଜରଙ୍ଗବଲି । ଗୁଜରାଟର ଗୋଟିଏ ମନ୍ଦିରରେ ହନୁମାନଙ୍କୁ ସାନ୍ତାକ୍ଲଜ୍ ବେଶପୋଷାକ ପିନ୍ଧାଇ ଦିଆଯାଇଥିବାରୁ ବିବାଦ…

ଶ୍ରୀମନ୍ଦିର ନୀତି ବିଭ୍ରାଟ ପ୍ରସଙ୍ଗରେ ଗଜପତିଙ୍କୁ ଟାର୍ଗେଟ କଲେ ବିଜୟ ମହାପାତ୍ର : କହିଲେ, ଶସ୍ତା ବିବୃତି ଦେଇ ଖସି…

କନକ ବ୍ୟୁରୋ : ଗଜପତି ମହାରାଜଙ୍କୁ ରାର୍ଗେଟ କଲେ ବରିଷ୍ଠ ନେତା ବିଜୟ ମହାପାତ୍ର । ଗଜପତି ମହାରାଜ ଶସ୍ତା ବିବୃତି ଦେଇ ଖସିଯିବା ଉଚିତ ନୁହେଁ ବୋଲି କହିଛନ୍ତି ବିଜୟ । ବିଜୟ ଆହୁରି କହିଛନ୍ତି, ଗଜପତି ଭୁଲିବା କଥା ନୁହେଁ ଯେ ସେ ହେଉଛନ୍ତି ପରିଚାଳନା କମିଟିର ଅଧ୍ୟକ୍ଷ ଓ ଜଗନ୍ନାଥଙ୍କ ଆଦ୍ୟ…