Daily Archives

December 25, 2018

କିଏ ସେହି ଓଡିଆ ବୃଦ୍ଧ ? ଯିଏ ମୋଦିଙ୍କ କାନ୍ଧରେ ହାତ ପକାଇବା ସହ ଦେଲେ ଆର୍ଶୀବାଦ

କନକ ବ୍ୟୁରୋ : ଓଡ଼ିଶା ଗସ୍ତ ବେଳେ ସ୍ୱାଧୀନତା ସଂଗ୍ରାମୀଙ୍କଠାରୁ ଆର୍ଶୀବାଦ ମାଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଇଆଇଟି ହେଲିପ୍ୟାଡରେ ଓହ୍ଲାଇବା ପରେ ସ୍ୱାଧୀନତା ସଂଗ୍ରାମୀ ହଟନାଥ ମଙ୍ଗରାଜଙ୍କୁ ଭେଟିଥିଲେ ମୋଦି । ୧୯୩୯ ମସିହାରୁ ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ହୋଇଥିଲେ ହଟନାଥ…

ବୋଗିବିଲ ବ୍ରିଜର ଓଡିଶା କନେକ୍ସନ ! ଜାଣନ୍ତୁ ଭାରତର ଦୀର୍ଘତମ ଡବଲ ଡେକର ବ୍ରିଜ ନିର୍ମାଣରେ ପଛରେ କଣ ରହିଛି ଓଡିଶାର…

କନକ ବ୍ୟୁରୋ :ଲୋକାର୍ପିତ ହୋଇଛି ଦେଶର ସବୁଠାରୁ ଦୀର୍ଘତମ ରେଳ ତଥା ସଡକ ବ୍ରିଜ ବୋଗିବିଲ ବ୍ରିଜ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମତିଥୀରେ ଏହି ବ୍ରିଜକୁ ଲୋର୍କାପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସାମ ଓ ଅରୁଣାଚଳ ପ୍ରଦେଶକୁ ଯୋଡିଥିବା ଏହି…

କେହି ମାରି ନାହାନ୍ତି ପିପିଲି ପିଡୀତାଙ୍କୁ । ବଂଚିଥିବା ବେଳେ ବ୍ୟବସ୍ଥା ନ୍ୟାୟ ଦେଲାନି, ଆଉ ମୃତ୍ୟୁ ପରେ ପ୍ରମାଣ…

କନକ ବ୍ୟୁରୋ : ହତ୍ୟା ହୋଇଛି, କିନ୍ତୁ ହତ୍ୟାକାରୀ ନାହାନ୍ତି । ୭ ବର୍ଷ ତଳେ ଯେଉଁ ଘଟଣାକୁ ନେଇ ରାଜ୍ୟ ରାଜନୀତି ଦୋହଲି ଉଠିଥିଲା, ଆଜି ସେହି ପ୍ରସଙ୍ଗ ପାଇଁ ଅସମ୍ଭବ ନୀରବତା ଦେଖିବାକୁ ମିଳିଛି । କୋର୍ଟରେ ଅପରାଧୀ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଗଲେ, ତଥ୍ୟ ପ୍ରମାଣ ମିଳିଲା ନାହିଁ ।…

ଏଣିକି ସହଜ ହେବ ଅପରେଶନ ସୁବିଧା ! ଆସନ୍ତା ଜାନୁଆରୀରୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ରୋବୋଟିକ୍ ଟେକ୍ନିକ୍ ଦ୍ୱାରା…

ଆସନ୍ତା ବର୍ଷ ଜାନୁଆରୀରେ ଦିଲ୍ଲୀରେ ଥିବା ସଫଦରଜଙ୍ଗ ହସ୍ପିଟାଲର ୟୁରୋଲୋଜି ବିଭାଗରେ ରୋବୋଟିକ୍ ଟେକ୍ନୋଲୋଜି ଦ୍ୱାରା ସର୍ଜରି ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି । ଓଟିରେ ଚିକିତ୍ସାର ସଂଖ୍ୟାକୁ ବଢ଼ାଇବା ପାଇଁ ଏହି ଟେକ୍ନୋଲୋଜିର ଆରମ୍ଭ କରାଯାଉଥିବା ସୂଚନା ମିଳିଛି । ୟୁରୋଲୋଜି…

ରାଜଧାନୀର ରାଜରାସ୍ତାରେ ହୁ ହୁ ହୋଇ ଜଳିଲା କାର । ଅଳ୍ପକେ ବର୍ତ୍ତିଗଲେ ୪ ଯାତ୍ରୀ

କନକ ବ୍ୟୁରୋ : ରାଜଧାନୀର ରାଜରାସ୍ତା ଉପରେ ହୁତୁହୁତ ହୋଇ ଜଳିଲା କାର୍ । ଆଉ ରାସ୍ତା ଉପରେ କାରକୁ ଜଳୁଥିବାର ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ରାସ୍ତାରେ ଯାଉଥିବା ଲୋକ । ତେବେ କାର ଜଳି ଯାଇଥିଲେ ମଧ୍ୟ ଏଥିରେ ଥିବା ୪ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁଯାୟୀ, ଆଜି…