Daily Archives

December 20, 2018

ଆତଙ୍କବାଦୀଙ୍କୁ ମାତ୍ ଦେବାକୁ ଭାରତ ଓ ଋଷିଆ ସେନାର ମିଳିତ ସମରାଭ୍ୟାସ । ଟ୍ରେନିଂ ନେଲେ ଉଭୟ ଦେଶର ଯବାନ, ଦେଖନ୍ତୁ…

ରାଫେଲ ବିମାନ ଆସିବା ପରେ ଭାରତର ଶକ୍ତି ଉଲ୍ଲେଖନୀୟଭାବେ ବଢିଯିବ ବୋଲି କହିଛନ୍ତି ବାୟୁସେନା ପ୍ରମୁଖ ଏୟାର ଚିଫ ମାର୍ସାଲ ବିଏସ ଧାନୋଆ । ଟେକନଲୋଜୀ ଦୃଷ୍ଟିରୁ ଏହାର ତୁଳନା ନାହିଁ ବୋଲି ସେ କହିଛନ୍ତି । ଗତକାଲି ଯୋଧପୁରସ୍ଥିତ ବାୟୁସେନା ଷ୍ଟେସନ ଗସ୍ତ କରିଥିଲେ ଏବଂ ଭାରତୀୟ ବାୟୁସେନା…

ବୁଲନ୍ଦସର ହିଂସାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନସିରୁଦ୍ଦିନ ଶାହା ! କହିଛନ୍ତି, ଏବେ ମଣିଷମାନଙ୍କଠାରୁ ଗାଈମାନଙ୍କ…

ବଲିଉଡର ଅଭିନେତା ନସିରୁଦ୍ଦିନ୍ ଶାହା ନିଜର ସ୍ୱତନ୍ତ୍ର ଅଭିନୟ ଲାଗି ପ୍ରସିଦ୍ଧ। ନିକଟରେ  ସେ ଦେଇଥିବା ମନ୍ତବ୍ୟ ଏବେ ଚର୍ଚ୍ଚାରେ ରହିଛି । କିଛି ଦିନ ତଳେ ସେ ବିରାଟ କୋହଲିଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ବେଳେ ଏବେ ବୁଲନ୍ଦସରରେ ପୁଲିସକର୍ମୀଙ୍କୁ ହତ୍ୟା କରାଯିବା ନେଇ ନିଜର ମତ…

ରାତାରାତି ଡବଲ ହୋଇଗଲା ଡାକ୍ତରଙ୍କ ଦରମା । କିନ୍ତୁ ଜାଣପାରିଲାନି ଅର୍ଥ ବିଭାଗ, ଆରଟିଆଇରେ ଆସିଲା ସାଂଘାତିକ ତଥ୍ୟ

କନକ ବ୍ୟୁରୋ : ରାତା ରାତି ଡାକ୍ତରଙ୍କ ଦରମା ହୋଇଗଲା ଡବଲ । ଅର୍ଥ ବିଭାଗର ଅଜାଣତରେ ବଢିଗଲା ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ନିର୍ଦ୍ଦେଶକଙ୍କ ଦରମା । ଏମିତିକି ନିର୍ଦ୍ଦାରିତ ଦରମା ଠାରୁ ଅଧିକ ଦରମା ନେଇ ଯାଉଛନ୍ତି ଆଚାର୍ଯ୍ୟ ହରିହର କ୍ୟାନସର ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର…

ଶ୍ରୀକ୍ଷେତ୍ରରେ ପାଳନ ହେଲା ବ୍ୟଞ୍ଜନ ଏକାଦଶୀ । ୧୪ ପ୍ରକାର ଅନ୍ନ ସହ ୬୦ ପ୍ରକାର ଭଜା, ରାଧାକୃଷ୍ଣଙ୍କ ନିକଟରେ ଲାଗି…

କନକ ବ୍ୟୁରୋ : ମାର୍ଗଶୀର ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ପାଳିତ ହୋଇଛି ବ୍ୟଞ୍ଜନ ଦ୍ୱାଦଶୀ । ଶ୍ରୀକ୍ଷେତ୍ରରେ ଥିବା ରାଧାକୃଷ୍ଣଙ୍କ ମନ୍ଦିରରେ ୬୭୧ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ଲାଗି କରାଯାଇଥିଲା । ଆଜିର ବିଶେଷ ତିଥିରେ ଗୌଡୀୟ ଓ ବୈଷ୍ଣବ ମଠରେ ଏହି ଭୋଗ ପ୍ରସ୍ତୁତ…

ଓଡିଶା ପାଇଁ ୧୪,୫୨୩ କୋଟି ଟଙ୍କାର ପ୍ୟାକେଜ ନେଇ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ବିଭିନ୍ନ ଯୋଜନାର କରିବେ ଶୁଭାରମ୍ଭ

କନକ ବ୍ୟୁରୋ : ପ୍ୟାକେଜ ନେଇ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତକୁ ନେଇ ରାଜନୀତି ଜୋରଦାର ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୋଦିଙ୍କ ପ୍ୟାକେଜ ଘୋଷଣା ନେଇ ସୂଚନା ଦେଇଛନ୍ତି । ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି…