Daily Archives

December 27, 2018

ମେଘାଳୟରେ ୧୫ଦିନ ହେବ ଫସି ରହିଛନ୍ତି ଶ୍ରମିକ ! ଉଦ୍ଧାର ପାଇଁ କାଲି ମେଘାଳୟ ଯିବ ୨୦ ଜଣିଆ ଓଡ଼ିଶା ଅଗ୍ନିଶମ ଟିମ୍ ।

କାଲି ମେଘାଳୟ ଯିବେ ଓଡ଼ିଶା ଅଗ୍ନିଶମ ବିଭାଗର ୨୦ ଜଣିଆ ଟିମ୍ । ମେଘାଳୟରେ ପାଖାପାଖି ୧୫ ଦିନ ହେବ କିଛି ଶ୍ରମିକ କୋଇଲା ଖଣିରେ ଫସିରହିଛନ୍ତି। ଏମାନଙ୍କ ଉଦ୍ଧାର ଏପର‌୍ୟ୍ୟନ୍ତ କରାଯାଇ ପାରୁ ନାହିଁ। ଯେଉଁଥିପାଇଁ ଆସନ୍ତାକାଲି ଓଡିଶା ଅଗ୍ନିଶମ ବିଭାଗର ୨୦ ଜଣିଆ ଟିମକୁ ମେଘାଳୟ ପଠାଯିବ ।…

ପୁରୀରେ ସେବାୟତ-ପୋଲିସ ମୁହାଁମୁହିଁ ! ସିଂହଦ୍ୱାରରେ ସେବାୟତଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ ।

କନକ ବ୍ୟୁରୋ : ପୁରୀ ସିଂହଦ୍ୱାର ନିକଟରେ ଉତ୍ତେଜନା । ସେବାୟତଙ୍କୁ ମାଡ ମାରିଲେ ପୋଲିସ । ଜଣେ ସେବାୟତଙ୍କୁ ଶ୍ରୀମନ୍ଦିର ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଭିତରଚ୍ଛ ସେବାୟତ ଭବାନୀ ଶଙ୍କର ମହାପାତ୍ର ୩ଜଣ ଭକ୍ତଙ୍କୁ ନେଇ ମହାପ୍ରଭୁଙ୍କ ଦର୍ଶନ…

କଂଗ୍ରେସକୁ ଲାଗିପାରେ ବଡ ଝଟକା ! ଅଖିଲେଶ କହିଲେ, ଉତ୍ତରପ୍ରଦେଶ ମହାମେଂଟରେ ସାମିଲ ହେବନି କଂଗ୍ରେସ ।

କନକ ବ୍ୟୁରୋ : ବିଜେପିକୁ ରୋକିବା ପାଇଁ ମହାମେଂଟ ଗଠନ କରୁଥିବା କଂଗ୍ରେସକୁ ଲାଗିପାରେ ବଡ ଝଟକା । ଉତ୍ତରପ୍ରଦେଶ ପରି ସବୁଠୁ ଅଧିକ ଲୋକସଭା ଆସନ ବିଶିଷ୍ଟ ରାଜ୍ୟରେ କଂଗ୍ରେସକୁ ଏକାକି ନିର୍ବାଚନ ଲଢିବାକୁ ପଡିପାରେ । ୟୁପି ମହାମେଂଟରେ କଂଗ୍ରେସ ସାମିଲ ହେବନାହିଁ ବୋଲି କହିଛନ୍ତି ଅଖିଲେଶ ।…

ରିଲିଜ୍ ହେଲା ‘ଦ ଆକ୍ସିଡେଣ୍ଟାଲ୍ ପ୍ରାଇମିନିଷ୍ଟର’ର ଟ୍ରେଲର୍ ! ଚର୍ଚ୍ଚା ବଢାଇଲା ଅନୁପମ ଖେରଙ୍କ ଅଭିନୟ ।

କନକ ବ୍ୟୁରୋ : ରିଲିଜ୍ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ, ଦ ଆକ୍ସିଡେଂଟାଲ ପ୍ରାଇମିନିଷ୍ଟରର ଟ୍ରେଲର । ସଂଜୟ ବାରୁଙ୍କ ପୁସ୍ତକ ଆଧାରରେ ନିର୍ମାଣ ହୋଇଛି ଏହି ଫିଲ୍ମ । ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ଭେଟେରାନ୍ ଆକ୍ଟର, ଅନୁମପ ଖେର୍ । ଏହି ଫିଲ୍ମ ଆସନ୍ତା ମାସ ୧୧ ତାରିଖରେ…

ବିନା ଦରମାରେ କାମ କରିବେ ବାଲକ୍ରିଷ୍ଣନ୍ ! ରାଜ୍ୟ ସରକାରଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ନିଯୁକ୍ତ, ସ୍ୱତନ୍ତ୍ର…

କନକ ବ୍ୟୁରୋ : ବିନା ଦରମାରେ କାମ କରିବେ ବାଲକ୍ରିଷ୍ଣନ୍ । କିଛିଦିନ ତଳେ ଓଡିଶା କ୍ୟାଡରର ଏହି ଆଇଏଏସ ଅଧିକାରୀ ଅବସର ନେଇଥିଲେ । ଓଡିଶା ସରକାରଙ୍କ ଅଧିନରେ ବହୁ ବର୍ଷ ଧରି କାମ କରିଥିବା ବାଲକ୍ରିଷ୍ଣନ ଓଡିଶାର କଳା ସଂସ୍କୃତି ଓ ସାମାଜିକ ମୁଲ୍ୟବୋଧକୁ ନେଇ ଖୁସି ବ୍ୟକ୍ତ କରିଥିଲେ ।…