Daily Archives

December 24, 2018

ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ଦୀର୍ଘ ଦିନ ପରେ ଟିମକୁ ଫେରିଲେ…

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏହି ଘୋଷଣା ମହେନ୍ଦ୍ର ସିଂ ଧୋନିଙ୍କ ପାଇଁ ଅଧିକ ଖୁସି ଆଣିଛି । ଧୋନି ଉଭୟ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ଓ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଟିମରେ ସାମିଲ…

ଯେବେ ପାର୍ଟିର ପୁରୁଣା ସୈନିକ ପ୍ରତାପ ଷଡଙ୍ଗୀଙ୍କୁ ଦେଖି ଅଟକିଗଲେ ମୋଦି । ମଞ୍ଚ ଉପରେ ଫାୟାରବ୍ରିଗେଡ ନେତାଙ୍କୁ କଣ…

କନକ ବ୍ୟୁରୋ : ଯେତେବେଳେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଆସିଥାନ୍ତି, ସେତେବେଳେ ଚର୍ଚ୍ଚାକୁ ଆସିଥାନ୍ତି ବିଜେପିର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ । ଆଜି ମଧ୍ୟ ଖୋର୍ଦ୍ଧା ସମାବେଶ ସ୍ଥଳରେ ପ୍ରତାପ ଷଡ଼ଙ୍ଗୀଙ୍କୁ ଦେଖିବା ପରେ ଅଟକି ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପରସ୍ପରକୁ…

ମୋଦିଙ୍କ ସହ କାହିଁକି ଷ୍ଟେଜ୍ ସେୟାର କଲେନି ଅପରାଜିତା ! ବଡ ଋଣନୀତିର ଆଭାସ ଦେଲେ କି ପୂର୍ବତନ ପ୍ରଶାସିକା

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତକୁ ନେଇ ସବୁଠୁ ଅଧିକ ଚର୍ଚ୍ଚାରେ ଥିଲେ ପ୍ରଶାସିକାରୁ ନେତା ହୋଇଥିବା ଅପରାଜିତା ଷଡଙ୍ଗୀ । ମୋଦିଙ୍କ ଏହି ଗସ୍ତ ସମୟରେ ଅପରାଜିତାଙ୍କ ଭୂମିକା କଣ ରହିବ ତାହା ଉପରେ ସମସ୍ତଙ୍କର ନଜର ରହିଥିଲା । ଏପରିକି ଅପରାଜିତାଙ୍କୁ ନେଇ…

ମେଗା ସୋରେ ମୋଦିଙ୍କ ପ୍ରଶ୍ନ ! ନାଁ ନ ନେଇ କହିଲେ, ଦୁର୍ନୀତି ଦାନବକୁ ଦାନାପାଣି ଦେଉଛି କିଏ ?

କନକ ବ୍ୟୁରୋ : ସରଗରମ ରାଜନୈତିକ ବାତାବରଣ ଭିତରେ ପ୍ରଧାନମନ୍ତ୍ରୀ ମୋଦି, ଆଜି ଓଡିଶା ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ସତ, ହେଲେ ସିଧା ସିଧା କାହାର ନାଁ ନେଇନାହାଁନ୍ତି, କିମ୍ବା ସିଧା ଟାର୍ଗେଟ କରିନାହାଁନ୍ତି । ପରୋକ୍ଷରେ ସରକାରଙ୍କୁ ଅନେକ ପ୍ରଶ୍ନ କରିଛନ୍ତି । ପଚାରିଛନ୍ତି, କାହିଁକି…

ଯେବେ ଧର୍ମେନ୍ଦ୍ର ଓ ମୋଦିଙ୍କ ମଝିରେ ବସିଲେ ନବୀନ । ଜାଣନ୍ତୁ ମଞ୍ଚ ଉପରେ କେମିତି ଥିଲା ମାହୋଲ

କନକ ବ୍ୟୁରୋ : ଅରୁଗୁଳର ସଭା ମଂଚରେ ଆଜି ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଗୋଟିଏ ମଂଚରେ ବସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଟିଏ ପଟେ ବିରୋଧୀ ବିଜେପିର ସର୍ବୋଚ୍ଚ ନେତା ଏବଂ ଅନ୍ୟପଟେ…