Daily Archives

December 23, 2018

ନୋବେଲ ବିଜେତା ମଲାଲାଙ୍କୁ ପସନ୍ଦ ଆସିଲା ଶାହାରୁଖଙ୍କ ଫିଲ୍ମ ଜିରୋ ! କହିଲେ, ଶାହାରୁଖଙ୍କ ସହ ଯେଉଁଦିନ ଦେଖା ହେବ ସେ…

ପାକିସ୍ତାନରେ ଜନ୍ମଗ୍ରହଣ କରିଥିବା ନୋବେଲ ପୁରସ୍କାର ବିଜେତା ମଲାଲା ୟୁସୁଫଜୟୀ ଶାହାରୁଖଙ୍କ ରିଲିଜ୍ ହୋଇଥିବା ଫିଲ୍ମ ଜିରୋକୁ ପୂରା ନମ୍ବର ଦେଇଥିବା ଜଣା ପଡ଼ିଛି । ରିଲିଜ୍ ପରେ ଫିଲ୍ମର କାହାଣୀ ଦର୍ଶକଙ୍କୁ ସେତେଟା ପସନ୍ଦ ଆସୁ ନଥିବା ଦେଖା ଯାଉଥିବା ବେଳେ ଆଗକୁ ଆସି ଜିରୋକୁ ଖୁବ୍…

ଏବେବି ମହିଳାଙ୍କ ପାଇଁ ଅପହଞ୍ଚ  ସାବରିମାଳା ! ଆଜି ଦର୍ଶନ ନକରିପାରି ମନ୍ଦିରରୁ ଫେରିଲେ ୧୧ ଜଣିଆ ମହିଳା ଦଳ । 

କେରଳର ପ୍ରସିଦ୍ଧ ତୀର୍ଥସ୍ଥଳ ସାବରିମାଲା ଏବେବି ମହିଳାମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି । ଆଜି ତାମିଲନାଡୁରୁ ଆସିଥିବା ମନିଥି ଗ୍ରୁପ ନାମକ ଏକ ୧୧ ଜଣିଆ ମହିଳା ଦଳ ମନ୍ଦିରରେ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଶ୍ରଦ୍ଧାଳୁଙ୍କ ପ୍ରବଳ ବିରୋଧ ଯୋଗୁଁ ସେମାନେ ଫେରିଆସିଛନ୍ତି । ଏହି…

୨୧ ବର୍ଷର ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟିଲା, ୫୯୨୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଲା ଦେଶର ସବୁଠୁ ଲମ୍ବା ଦୁଇ ଥାକିଆ…

ଆସାମ ଓ ଅରୁଣାଚଳପ୍ରଦେଶର ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିବ । କାରଣ ବହ୍ମପୁତ୍ର ନଦୀ ଉପରେ ନିର୍ମାଣ ହୋଇ ସାରିଛି ଦେଶର ସବୁଠୁ ଲମ୍ବା ଦୁଇ ଥାକିଆ ପୋଲ । କେବଳ ଉଦଘାଟନ ପାଇଁ ଅପେକ୍ଷା । ଏହି ପୋଲ ଦ୍ୱାରା ଦୁଇ ରାଜ୍ୟ ମଧ୍ୟରେ ଗମନାଗମନ ଆହୁରି ସହଜ ହୋଇଯିବ । ଏହାଛଡା ଉତ୍ତର ପୂର୍ବ…

ସରକାରୀ ଯୋଜନା ନାଁରେ ଠକେଇ ! ଜାଗା ମିଶନ କାର୍ଯ୍ୟକ୍ରମର ଶୁଭାରମ୍ଭ ପରେ ହିତାଧିକାରୀଙ୍କୁ ଠକିବା ପାଇଁ ଉଦ୍ୟମ ।

କନକ ବ୍ୟୁରୋ : ସରକାରୀ ଯୋଜନା ନାଁରେ ଠକେଇ । ଜାଗା ମିଶନ ଯୋଜନାରେ ଜାଲିଆତି । ଏପରି ଅଭିଯୋଗ ଆସିଛି ପୁରୀର ପେଣ୍ଠକଟାରୁ । କିଛି ଲୋକଙ୍କୁ ପଟ୍ଟା ଦେବା ପାଇଁ ପୌରସଂସ୍ଥାର ଷ୍ଟାମ୍ପ ଥିବା ଚିରକୁଟ ଦିଆଯାଇଛି । ଯେଉଁଥିରେ ପଟ୍ଟା ପାଇଁ ଟଙ୍କା ଦେବାକୁ ଲେଖା ରହିଛି । ଏହି ଚିରକୁଟ୍ ଜଣେ…

ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଫେବ୍ର୍ରୁଆରୀ ୨୧ରେ ସିବିଏସଇ ୧୦ମ ଓ ଫେବ୍ରୁଆରୀ ୧୫ରେ ସିବିଏସଇ ଦ୍ୱାଦଶ ଶ୍ରେଣୀ…

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସଇ) ପକ୍ଷରୁ ୨୦୧୯ର ୧୦ମ ଓ ୧୨ଶ ଶ୍ରେଣୀ ପରୀକ୍ଷାସୂଚୀ ଘୋଷଣା କରାଯାଇଛି । ସିବିଏସଇ ୧୦ମ ପରୀକ୍ଷା ଫେବ୍ରୁଆରୀ ୨୧ରେ ଆରମ୍ଭ ହେବ ଓ ମାର୍ଚ୍ଚ୨୯ ପର୍ଯ୍ୟନ୍ତ ଚାଲିବ । ସେହିପରି ୧୨ଶ ପରୀକ୍ଷା…