Monthly Archives

December 2018

ମୋଦି ସରକାରଙ୍କ ବଡ ଯୋଜନା: ଏଣିକି ଘରୋଇ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କୁ ବି ମିଳିବ ପେନସନ

ସାଧରଣତଃ ସରକାରୀ ଚାକିରୀ କ୍ଷେତ୍ର ପ୍ରତି ଲୋକମାନଙ୍କର ବେଶି ଆକୃଷ୍ଟ ରହିଥିବା ପଛର ଏକମାତ୍ର କାରଣ ହେଉଛି ୬୦ ବର୍ଷ ପରେ ମିଳୁଥିବା ପେନସନ ବ୍ୟବସ୍ଥା । ଯେଉଁଥି ପାଇଁ କି ଖଣ୍ଡିଏ ସରକାରୀ ଚାକିରୀ ପାଇବା ପାଇଁ ଲୋକେ ଆପ୍ରାଣ ଉଦ୍ୟମ ଜାରି ରଖିଥାନ୍ତି । ଯାହା ଦ୍ୱାରା ସେମାନଙ୍କୁ ଗୋଟିଏ ଭଲ…

ଜାତିବାଦରୁ ନେତାଙ୍କୁ ବି ମିଳିଲାନି ତ୍ରାହି  ! ଭିନ୍ନ ଜାତିରେ ଝିଅ ବାହା ଦେବାରୁ ଭତ୍ରା ସମାଜରୁ ବାସନ୍ଦ ଦେଲେ…

କନକ ବ୍ୟୁରୋ : ନେତା ବି ତ୍ରାହି ପାଇଲେ ନାହିଁ । ଜାତିବାଦରେ ଫସିଲେ ନେତା । ପୂର୍ବତନ ବିଧାୟକ ସଦନ ନାୟକ, କଂଗ୍ରେସ ନେତା ପ୍ରଦୀପ ମାଝି , ଡାବୁଗାଁ ବିଧାୟକ ଓ କୋଟ୍ଟପାଡ ବିଧାୟକଙ୍କୁ ଜାତିରୁ ବହିଷ୍କାର କରିଛି ଭତ୍ରା ସମାଜ । ସଦନ ନାୟକଙ୍କ ଝିଅଙ୍କ ବାହାଘର ଅନ୍ୟ ଜାତିର ପୁଅ ସହିତ…

କାଦର ଖାନଙ୍କୁ ମାରିଦେଲା ସୋସିଆଲ ମିଡିଆ : ଟ୍ୱିଟ୍ କରି ଜଣାଇଲା ମୃତ୍ୟୁର ଖବର, ସେପଟେ ପୁଅ କହିଲେ ଗୁଜବ

ବଲିଉଡର ଲୋକପ୍ରିୟ ଅଭିନେତା ତଥା ପ୍ରଖ୍ୟାତ ସଂଳାପ ଲେଖକ କାଦର ଖାନଙ୍କ ପରଲୋକ ଘଟିଛି ବୋଲି ଯାହା ପ୍ରଚାରିତ ହେଉଛି ତାହା କେବଳ ଗୁଜବ ବୋଲି କହିଛନ୍ତି କାଦରଙ୍କ ପୁତ୍ର ସରଫରାଜ୍ ଖାନ୍। ସେ କହିଛନ୍ତି ଯେ ବାପାଙ୍କର ଚିକିତ୍ସା କାନାଡାରେ ଚାଲିଛି। ତାଙ୍କ କଥା ଡାକ୍ତରମାନେ ଭଲଭାବେ…

ସାବଧାନ ! ଏହି ପୋର୍ଟାଲରେ ଆଦୌ କରନ୍ତୁ ନାହିଁ ରୁମ୍ ବୁକିଂ, ଅସୁବିଧାରେ ପଡିପାରନ୍ତି ଆପଣ, ଗ୍ରହଣୀୟ ହେବନି ବୁକିଂ

ନୂଆବର୍ଷ ଅବସରରେ ଯଦି ଆପଣ ବନ୍ଧୁ କିମ୍ବା ପରିବାର ଲୋକଙ୍କ ସହ କେଉଁଆଡେ ବୁଲିଯିବାକୁ ଯୋଜନା କରୁଛନ୍ତି ଆଉ ସେଠାରେ ରହିବା ପାଇଁ ଅନଲାଇନ ହୋଟେଲ ବୁକ୍ କରିବାକୁ ଚାହୁଁଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । କାହିଁକି ନା ପଶ୍ଚିମବଙ୍ଗ, ବିହାର, ଓଡିଶା ସମେତ ୧୩ଟି ପୂର୍ବ ରାଜ୍ୟମାନଙ୍କରେ…

ମାତ୍ର ୫୦୦ ଟଙ୍କାରୁ ଛିଡ଼ା କଲେ କୋଟି କୋଟି ଟଙ୍କାର କମ୍ପାନୀ ! ପଢ଼ନ୍ତୁ ମହିଳା ଚାଷୀ କୃଷ୍ଣା ଯାଦବଙ୍କ ପ୍ରେରଣାଦାୟୀ…

ଦେଶରେ କୃଷି ଓ କୃଷକମାନଙ୍କ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ବର୍ତ୍ତମାନ ସମୟରେ ଦେଶର କୃଷକଙ୍କ ଅବସ୍ଥା ସମସ୍ତଙ୍କୁ ଜଣା । କଠିନ ପରିଶ୍ରମ କରି କୃଷକମାନେ ଦେଶକୁ ଖାଦ୍ୟ ଯୋଗାଉଛନ୍ତି । କିନ୍ତୁ ସେମାନଙ୍କ ପେଟ ଅପୋଷା ରହୁଛି । ପରିଶ୍ରମ ଅଧିକ ହେଉଛି ଫଳ କିନ୍ତୁ ଖୁବ କମ…

‘ସ୍ମାର୍ଟଫୋନ୍ ବିନା ରହନ୍ତୁ ଓ ୭୨ଲକ୍ଷ ଟଙ୍କା ପାଆନ୍ତୁ’- ଏମିତି ଏକ ବିଶେଷ ପ୍ରତିଯୋଗିତା ଆରମ୍ଭ କରିଛି…

ଯଦି ଆପଣ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସ୍ମାର୍ଟଫୋନ୍ ବିନା ରହିପାରିବେ, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଅଛି ଯେ, ଆପଣ ଲକ୍ଷପତି ବନିପାରିବେ । ପ୍ରକୃତରେ ‘Vitaminwater’ ଏକ ବିଶେଷ ପ୍ରତିଯୋଗିତାର ଆରମ୍ଭ ହୋଇଛି । ଜଣାଶୁଣା କମ୍ପାନୀ ‘କୋକା କୋଲା’ ହିଁ ‘Vitaminwater’ ବନାଏ । ଏହି…