Daily Archives

December 9, 2018

କଂଗ୍ରେସ ଓ ରାହୁଲଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ନିର୍ବାଚନ ଫଳାଫଳ ? ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଉପରେ ବାଜି…

ପ୍ରତିଦ୍ୱନ୍ଦୀ ରାଜନୈତିକ ଦଳ ବିଜେପି ଓ ସୋସିଆଲ ମିଡିଆରେ ‘ପପ୍ପୁ’ କହି, ଜଣେ ଅପରିପକ୍ୱ ରାଜନେତାର ଛବି ସୃଷ୍ଟି କରାଯାଇଥିବା ରାହୁଲ ଗାନ୍ଧୀ ଏବେ କିନ୍ତୁ ଅନେକ ବାଟ ଆସିଗଲେଣି । ଆଉ ଏହି ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ତାଙ୍କର ଦକ୍ଷତା ଉପରେ ମୋହର ମାରିବାର ସମ୍ଭାବନା ରହିଛି ।…

ବଢୁଛି କଂଗ୍ରେସର ପତିଆରା ! ୨୦୧୯ ନିର୍ବାଚନରେ କାମ ଦେବ କି ମୋଦି ମ୍ୟାଜିକ୍ ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅବିଶ୍ୱସନୀୟ ବାକଚାତୁର୍ଯ୍ୟ ଏବଂ ସାରା ଦେଶର ମୁଡକୁ ନିଜ ଆଡକୁ ଆକର୍ଷଣ କରିବାର ଦକ୍ଷତା, ଏବେ ସବୁଠୁ ବଡ ପରୀକ୍ଷାର ସାମ୍ନା କରିବାକୁ ଯାଉଛି । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମ୍ । ଏହି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ…

ଏକାକୀ ଲଢିଲେ ଶୁଭ୍ରାଂଶୁ ! ରଣଜୀ ଟ୍ରଫିରେ ଝାଡଖଣ୍ଡ ଠାରୁ ୨ ରନରେ ହାରିଲା ଓଡିଶା ।

ଶୁଭ୍ରାଂଶୁ ସେନାପତି (୧୫୭ ରନ୍)ଙ୍କ ଲଢୁଆ ଶତକ ସତ୍ତ୍ୱେ ରବିବାର ଓଡ଼ିଶା ୨ ରନରେ ପରାସ୍ତ ହୋଇଛି । ଝାଡ଼ଖଣ୍ଡର ରାଜଧାନୀ ରାଂଚିରେ ଖେଳାଯାଇଥିବା ରଣଜୀ ଟ୍ରଫିର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ନିଜ ଦଳକୁ ବିଜୟୀ କରିବା ପାଇଁ ଶୁଭ୍ରାଂଶୁ ଯଥା ସମ୍ଭବ ଉଦ୍ୟମ କରିଥିଲେ କିନ୍ତୁ ସହଯୋଗୀ ଖେଳାଳିଙ୍କ…

ରାଜଧାନୀରେ ପଶ୍ଚିମ ଓଡିଶାର ମହକ ! ପାଳିତ ହେଲା ନୂଆଁଖାଇ ଭେଟଘାଟ୍, ମୁଖ୍ୟ ଅତିଥି ଭାବେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ : ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ । ପ୍ରତିବର୍ଷ ଏହି ପର୍ବକୁ ବଡ ଧୁମଧାମରେ ପାଳନ କରିଥାନ୍ତି ପଶ୍ଚିମ ଓଡିଶାବାସୀ । ତେବେ ରାଜଧାନୀରେ ମଧ୍ୟ ପାଳନ ହୋଇଛି ନୂଆଖାଇ ଭେଟଘାଟ୍ । ପଶ୍ଚିମ ଓଡିଶା ଅଗ୍ରଣୀ ସଂଗଠନ ପକ୍ଷରୁ ଭୁବନେଶ୍ୱରସ୍ଥିତ ୟୁନିଟ ୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ…

ହକି ବିଶ୍ୱକପରେ ନେଦରଲାଣ୍ଡର ଦମଦାର ବିଜୟ ! ପାକିସ୍ତାନକୁ ୫-୧ ଗୋଲରେ ହରାଇଲା ଦଳ ।

ଓଡ଼ିଶା ପୁରୁଷ ହକି ବିଶ୍ୱକପରେ ରବିବାର ୨ୟ ମୁକାବିଲାରେ ନେଦରଲାଣ୍ଡସ୍ ୫-୧ ଗୋଲରେ ପାକିସ୍ତାନକୁ ପରାସ୍ତ କରିଛି। ଚଳିତ ବିଶ୍ୱକପର ୨୪ତମ ମ୍ୟଚରେ ନେଦରଲାଣ୍ଡସ୍ ପ୍ରଥମ ଗୋଲ୍ ପାକିସ୍ତାନକୁ ଦେଇଥିଲା। କିଛି ସମୟ ପରେ ପାକିସ୍ତାନ ଏକ ଗୋଲ ଦେଇ ମ୍ୟାଚ ସମାନ ସ୍ତରକୁ ଆଣିଥିଲା। ଦ୍ୱିତୀୟ…