ଚା’ ଖଟିରେ ହଟ୍ ଟପିକ ! କାହା ନେତୃତ୍ୱରେ ଲଢିବ ବିଜେପି, ଦ୍ୱନ୍ଦରେ କର୍ମୀ । ୬ରେ ପହଞ୍ଚିଲାଣି ମୁଖ୍ୟମନ୍ତ୍ରୀ…
କନକ ବ୍ୟୁରୋ : ୨୦୧୯ ପାଇଁ ଏବେ ଆକ୍ସନ ମୋଡରେ ରାଜ୍ୟ ବିଜେପି । ରାମ ମନ୍ଦିର ପାଖ ଅଫିସରେ କବାଟ କିଳା ଆଲୋଚନା ସହ ୨୦୧୯ ନିର୍ବାଚନୀ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ବ୍ଲୁ ପ୍ରିଣ୍ଟ । ଯେଉଁଥିରେ ଜୀବନ୍ୟାସ ଦେବାକୁ ଆସନ୍ତା ୨୪ ତାରିଖରେ ଓଡିଶା ଆସିବେ ମୋଦି । ଯେଉଁଥିପାଇଁ ଚଳଚଞ୍ଚଳ ହୋଇ…