Daily Archives

December 17, 2018

ଆସନ୍ତାକାଲି ଆଇପିଏଲ୍ ବଜାର ! ବିକ୍ରି ହେବେ କ୍ରିକେଟ୍ ଜଗତର ଶ୍ରେଷ୍ଠ ଖେଳାଳୀ ।

ଦ୍ୱାଦଶ ବର୍ଷରେ ପାଦ ଥାପିବାକୁ ଯାଉଛି ବିଶ୍ୱର ସବୁଠାରୁ ବଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ । ଆଇପିଏଲ୍ ୨୦୧୯ ପାଇଁ ଆସନ୍ତାକାଲି ହେବ ନିଲାମୀ ପ୍ରକ୍ରିୟା । ରାଜସ୍ଥାନ ଜୟପୁରରେ ଠାରେ ଗୋଟିଏ ଦିନ ପାଇଁ ଆଇପିଏଲ ବଜାର ବସିବ । ପୂର୍ବରୁ ବାଙ୍ଗାଲୋର ଠାରେ ନିଲାମୀ…

ମୁମ୍ବାଇର ଅନେ୍ଧରୀ ସ୍ଥିତ ଇଏସଆଇସି ହସ୍ପିଟାଲରେ ଭୟାବୟ ଅଗ୍ନିକାଣ୍ଡ ! ୨ ମାସର ଶିଶୁ ସମତେ ୬ ମୃତ, ୧୫୦ ଜଣ ଉଦ୍ଧାର

କନକ ବ୍ୟୁରୋ : ମୁମ୍ବାଇର ଅନ୍ଧେରୀଠାରେ ଥିବା ଇଏସଆଇସି କାମଗର ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି । ୬ ମୃତକଙ୍କ ମଧ୍ୟରେ ଦୁଇ ମାସର ଶିଶୁ ମଧ୍ୟ ପ୍ରାଣ ହରାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦୁର୍ଘଟଣାରୁ ୧୫୦ ଜଣଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି । ଅପରାହ୍ନ…

ସୁରଟରେ ନବୀନଙ୍କ ଘୋଷଣା ! ଯୁକ୍ତ ୨ କଲେଜ ପ୍ରତିଷ୍ଠା ପାଇଁ ହେବ ଉଦ୍ୟମ, କଲଚରାଲ ସେଣ୍ଟର ପାଇଁ ୧୦ କୋଟି ।

କନକ ବ୍ୟୁରୋ : ଗୁଜୁରାଟ ସୁରଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶା ମହୋତ୍ସବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସୁରଟରେ ପ୍ରବାସୀ ଓଡିଆକୁ ସମ୍ବୋଧିତ କରିଛନ୍ତି ନବୀନ । ତେବେ ବିଳମ୍ବରେ ପହଞ୍ଚିଥିବାରୁ ସର୍ବସାଧାରଣରେ କ୍ଷମାପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା…

ଓଡ଼ିଶା ଚାଷୀଙ୍କ ପାଇଁ ନୂଆଁ ସଙ୍କଟ ‘ପେଥାଇ’ ! ବାତ୍ୟା ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା, ପାଣି ଭିତରେ ବୁଡି…

କନକ ବ୍ୟୁରୋ : ତିତିଲର ତାଣ୍ଡବ ମନରୁ ଲିଭି ନଥିବା ବେଳେ ଏବେ ପେଥାଇ ଓଡ଼ିଶା ଚାଷୀଙ୍କ ପାଇଁ ନୂଆ ସଂକଟ ହୋଇ ସାମ୍ନାକୁ ଆସିଛି । ବାତ୍ୟା ପେଥାଇର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ଯୋଗୁଁ ଅମଳ ହୋଇଥିବା ଧାନ ନଷ୍ଟ ହେବାକୁ ବସିଲାଣି । କୋହଳା ପାଗ ଏବଂ ଝିପି ଝିପି ବର୍ଷାରେ…

ପକ୍କା ଘର ପାଲଟିଛି ସାତ ସପନ ! ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୦ ବର୍ଷ ହେବ ପାଇଖାନା ପାଲଟିଛି ସ୍ଥାୟୀ ଠିକଣା

କନକ ବ୍ୟୁରୋ : ପାଇଖାନାରେ ରହୁଛନ୍ତି ଯୋଗେନ୍ଦ୍ର । ପୁଣି ମାସେ କି ବର୍ଷେ ନୁହେଁ, ଦୀର୍ଘ ୧୦ ବର୍ଷ ହେଲା ଏହା ତାଙ୍କ ସ୍ଥାୟୀ ଠିକଣା ପାଲଟିଛି । ଏହି ପାଇଖାନା ଭିତରେ ତାଙ୍କ ତିନି ପ୍ରାଣୀର କୁଟୁମ୍ବ ଖାଉଛନ୍ତି, ରହୁଛନ୍ତି, ଶୋଉଛନ୍ତି। ପ୍ରଶାସନିକ ବ୍ୟବସ୍ଥାରେ ଅଟକି ରହିଥିବା ତାଙ୍କର…