Daily Archives

December 28, 2018

ପୁଣି ହସ୍ପିଟାଲ୍ ବେଡରେ ମିଥୁନ୍ ! ଆମେରିକାରେ ଚାଲିଛି ଚିକିତ୍ସା ।

କିଛି ଦିନ ହେଲାଣି ଅସୁସ୍ଥ ରହୁଛନ୍ତି ବଲିଉଡର ଡିସ୍କୋ ଡ୍ୟାନସର ମିଥୁନ ଚକ୍ରବର୍ତ୍ତୀ । ଶେଷ ଥର ପାଇଁ ତାଙ୍କୁ ଡ୍ୟାନସିଙ୍ଗ ରିୟାଲିଟି ସୋ’ର ଜଜ୍ ହିସାବରେ ଦେଖିବାକୁ ପାଇଥିଲେ ଦର୍ଶକେ । କିନ୍ତ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ସେ ଆମେରିକା ଚାଲିଯିବା ସହ ସେଠାରେ ନିଜର ଚିକିତ୍ସା କରାଉଥିଲେ…

ମୟୁରଭଞ୍ଜରେ ରେଳ ପ୍ରକଳ୍ପ ପାଇଁ ମାଗଣାରେ ଜମି ଦେବେ ରାଜ୍ୟ ସରକାର ! ଅନୁମୋଦନ ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ…

କନକ ବ୍ୟୁରୋ : କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୟୂରଭଂଜ ଜିଲ୍ଲାରେ ରେଳ ପ୍ରକଳ୍ପ ଅନୁମୋଦନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି । ନବୀନ ଚିଠିରେ…

ରାଷ୍ଟ୍ରୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶାର କମାଲ ! ଇଣ୍ଡିଆ ସ୍କିଲ୍ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ : ରାଷ୍ଟ୍ରୀୟ ସ୍ତରର ଦକ୍ଷତା ପ୍ରତିଯୋଗିତାରେ ଓଡ଼ିଶାର ୨୧ ଜଣ କୃତି ପ୍ରତିଯୋଗୀଙ୍କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡିଆ ସ୍କିଲସ ୨୦୧୮ ପ୍ରତିଯୋଗିତାରେ ୪ ଜଣ ସ୍ୱର୍ଣ୍ଣ, ୯ ରୌପ୍ୟ, ୬ ଜଣ ବ୍ରୋଞ୍ଜ ପଦକ ପାଇବା ସହ ୨ ଜଣ ମେଡାଲିଅନସ ଅଫ୍ ଏକ୍ସଲେନ୍ସ…

ବରଫ ପାଲଟିଲା ଡାଲ୍ ହ୍ରଦର ପାଣି ! ଜାମ୍ମୁ କାଶ୍ମୀର ସମେତ ଉତ୍ତର ଭାରତରେ ଭୟଙ୍କର ଶୀତ, ଆହୁରି କମିବ ତାପମାତ୍ରା ।

କନକ ବ୍ୟୁରୋ :  ଥରୁଛି ଉତ୍ତର ଭାରତ । ୟୁପି, ଉତ୍ତରାଖଣ୍ଡ, ହରିଆଣା, ହିମାଚଳ ଓ କାଶ୍ମୀରରେ ଭୟଙ୍କର ଶୀତ ଦେଖିବାକୁ ମିଳିଛି । ଜାମ୍ମୁ କାଶ୍ମୀରର ଅନେକ ସ୍ଥାନରେ ବରଫପାତର ଖବର ରହିଛି । ଆଗକୁ ଆଉ କିଛି ଦିନ ଶୀତ ଲାଗିରହିବା ପୂର୍ବାନୁମାନ ପରେ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଦିନ…

ମହାକାଶକୁ ଯିବେ ୩ ଭାରତୀୟ ! କେନ୍ଦ୍ର କ୍ୟାବିନେଟରେ ଗଗନଯାନ ଯୋଜନାକୁ ମଂଜୁରୀ, ୨୦୨୨ ସୁଦ୍ଧା ମହାକାଶରେ ପହଞ୍ଚିବାକୁ…

କନକ ବ୍ୟୁରୋ : ମହାକାଶ ଗବେଷଣା କ୍ଷେତ୍ରରେ ଆଜି ଏକ ବଡ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଗଗନଯାନ ପ୍ରକଳ୍ପ ପାଇଁ ୧୦ ହଜାର କୋଟି ଟଙ୍କା ମଞ୍ଜୁରୀ ଦେଇଛି କେନ୍ଦ୍ରୀୟ କ୍ୟାବିନେଟ୍ । ୨୦୨୨ ସୁଦ୍ଧା ୩ ଜଣ ଭାରତୀୟ ମହାକାଶକୁ ଯିବା ପାଇଁ ଏଥିରେ ଲକ୍ଷ୍ୟ ରଖାଯାଇଛି । ଆଉ ଏହି ଗଗନଯାନ…