Daily Archives

December 13, 2018

ମଧ୍ୟପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ ହେବେ କମଲନାଥ । ବିଧାୟକ ଦଳ ବୈଠକରେ ନିଆଗଲା ନିଷ୍ପତି

କନକ ବ୍ୟୁରୋ : ମଧ୍ୟପ୍ରଦଶରେ ନୂଆ ମୁଖ୍ୟମନ୍ତ୍ରୀ କମଲନାଥ । ଭୋପାଳର ବିଧାୟକ ଦଳ ବୈଠକ ପରେ କମଲନାଥଙ୍କୁ ବିଧାୟକ ଦଳ ନେତା ବଛାଯିବା ସହ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି । ତେବେ ମଧ୍ୟପ୍ରଦେଶରେ କୌଣସି ଉପମୁଖ୍ୟମନ୍ତ୍ରୀ ପଦ ରହିବ ନାହିଁ ବୋଲି ସୂଚନା ମିଳିଛି । ଆଜି କଂଗ୍ରେସ…

ସାମୁଦ୍ରିକ ବାତ୍ୟାର ରୂପ ନେଇପାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ! କିନ୍ତୁ ଓଡିଶା ପ୍ରତି କୌଣସି ବିପଦ ନାହିଁ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଘନୀଭୂତ ହୋଇ ଏକ ଅବପାତ ବା ଡିପ୍ରେସନରେ ପରିଣତ ହୋଇଛି । ଏହା ଆହୁରି ଘନୀଭୂତ ହୋଇ ଏକ ବାତ୍ୟା ରୂପ ନେବାକୁ ଯାଉଛି ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏବେ ଏହି ଅବପାତ ଚେନ୍ନାଇଠାରୁ ୧୧୪୦ କିଲୋମିଟର ଦୂରରେ…

ବଢି ଚାଲିଛି ସିଂହ ଆତଙ୍କ ! ଜଙ୍ଗଲ ପାଖ ରାସ୍ତା ଦେଇ ଫେରୁଥିବା ମାଛ ଧରାଳିଙ୍କୁ ଟାଣି ନେଇ ଖାଇ ଦେଲା ଜଙ୍ଗଲୀ ସିଂହ ।

ଗୁଜୁରାଟର ଗିର୍ ଅଭୟାରଣ୍ୟର ସିଂହ ଏବେ ଜଙ୍ଗଲ ଭିତରେ ରହୁନାହାନ୍ତି । ଏମାନେ ଏବେ ଆଖପାଖ ସମସ୍ତ ଜିଲ୍ଲାରେ ବୁଲିବାକୁ ଲାଗିଲେଣି। ଭାବନଗର ଜିଲ୍ଲାର ମହୁଆ ତହସିଲର ଗଲେଶ୍ୱରରେ ବୁଧବାର ରାତିରେ ଏକ ସିଂହ ସେଇ ବାଟ ଦେଇ ଯାଉଥିବା ଜଣେ ବ୍ୟକ୍ତି ଉପରେ ଆକ୍ରମଣ କରିବା ପରେ ବ୍ୟକ୍ତି ଜଣଙ୍କର…

ଲାଲଗଡରୁ କଳିଙ୍ଗ ଷ୍ଟାଡିୟମ !ଆତ୍ମସର୍ମପଣ କରିଥିବା ନକ୍ସଲଙ୍କ ସାଥୀରେ ବସି ନବୀନ ଦେଖିଲେ ହକି ମ୍ୟାଚ୍, ହାତ ମିଳାଇଲେ,…

କନକ ବ୍ୟୁରୋ : ବିଶ୍ୱକପ ହକିର କ୍ୱାର୍ଟର ଫାଇନାଲରେ ଭାରତୀୟ ଦଳ ନେଦରଲାଣ୍ଡ ଠାରୁ ପରାସ୍ତ ହେବା ସହ ଅଭିଯାନ ଶେଷ କରିଛି । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚକୁ ବେଶ ଉପଭୋଗ କରିଛନ୍ତି ହକି ପ୍ରେମୀ । ତେବେ ମ୍ୟାଚ ମଧ୍ୟରେ କଳିଙ୍ଗ ଷ୍ଟାଡିୟମର ଆଉ ଏକ ଦୃଶ୍ୟ ସମସ୍ତଙ୍କୁ ବେଶ ଆଶ୍ଚର୍ଯ୍ୟ କରିଥିଲା…

କଳିଙ୍ଗରେ ଭାରତର ବିଶ୍ୱକପ ହକି ଅଭିଯାନ ଶେଷ । ନେଦରଲାଣ୍ଡ ଠାରୁ ୨-୧ ପରାସ୍ତ ହୋଇ ସେମିଫାଇନାଲରୁ ବାଦ୍ ପଡିଲା ଟିମ୍…

କନକ ବ୍ୟୁରୋ : ଭାରତର ବିଶ୍ୱକପ ହକି ଅଭିଯାନ ଶେଷ । ବିଶ୍ୱକପ ହକିରୁ ବାଦ ପଡିଲା ଟିମ ଇଣ୍ଡିଆ । ଆଜି ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତ ପାଇଁ ଥିଲା କର ବା ମର ସ୍ଥିତିା ନେଦରଲ୍ୟାଣ୍ଡ ସହ କଡା ମୁକାବିଲା ସତ୍ୱେ ଭାରତକୁ ପରାଜୟର ସାମନା କରିବାକୁ ପଡିଛି । ଶେଷ ମିନିଟ…