Daily Archives

December 21, 2018

ନୂଆରୂପରେ ଖେଳାଯିବ କ୍ରିକେଟ ବିଶ୍ୱକପ ! ଆସିଲା ମ୍ୟାଚ୍ ସୂଚୀ, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଟିମ୍…

କନକ ବ୍ୟୁରୋ : ଆସନ୍ତାବର୍ଷ ଇଂଲଣ୍ଡ ଏବଂ ୱେଲ୍ସରେ ଖେଳାଯିବ ପୁରୁଷ ବିଶ୍ୱକପ କ୍ରିକେଟ । ଏଥିପାଇଁ ଏବେଠୁ ପ୍ରସ୍ତୁତ ହେଲାଣି ଇଂଲଣ୍ଡ । ମେ’ ୩୦ରୁ ଆରମ୍ଭ ହୋଇ ଜୁଲାଇ ୧୪ ତାରିଖରେ ଶେଷ ହେବ ବିଶ୍ୱକପ । ୨୦୧୯ ବିଶ୍ୱକପରେ ୧୦ଟି ଦଳ ଭାଗ ନେବାକୁ ଯାଉଥିବା ବେଳେ ପ୍ରତ୍ୟେକ ଟିମ୍ ଅନ୍ୟ ୯ଟି…

ଗଧଙ୍କର ଦେଶ ପାକିସ୍ତାନ! ଜାଣନ୍ତୁ କାହିଁକି ସୋସିଆଲ ମିଡିଆରେ ଏଭଳି କରାଗଲା ବ୍ୟଙ୍ଗ

ଗଧଙ୍କର ଦେଶ ପାକିସ୍ତାନ । ଜିଓ ନ୍ୟୁଜ୍ ଅନୁଯାୟୀ ଗଧସଂଖ୍ୟା ପ୍ରତି ଦୃଷ୍ଟି ଦେଲେ ପାକିସ୍ତାନ ୩ୟ ସ୍ଥାନରେ ରହିବ ସାରା ବିଶ୍ୱରେ । ଆଉ ଗଧକଥା ଚର୍ଚ୍ଚା ଚାଲିଥିବା ବେଳେ ଗଧ ପିଠିରେ ବସି ରିପୋର୍ଟିଙ୍ଗ୍ କରୁଥିବା ଜିଓ ନ୍ୟୁଜ୍ ରିପୋର୍ଟର ଜଣକ ତଳକୁ ଖସିପଡ଼ିଛନ୍ତି, ଯାହାର ଭିଡ଼ିଓ ଭାଇରାଲ୍…

୨୦୧୮ରେ କିଏ ଥିଲା ସବୁଠୁ ଅଧିକ ଚର୍ଚ୍ଚାରେ! କନକ ନ୍ୟୁଜରେ ଆରମ୍ଭ ହେଲା ଚର୍ଚ୍ଚିତ ବ୍ୟକ୍ତିଙ୍କ ଚୟନ ପ୍ରକିୟା,…

କନକ ବ୍ୟୁରୋ : ଘଟଣା ବହୁଳ ଥିଲା ବର୍ଷ-୨୦୧୮ । ରାଜ୍ୟର ଅନେକ ଘଟଣା ସାରା ବିଶ୍ୱରେ ଚର୍ଚା ସାଉଁଟିଥିଲା ଏବଂ ଏମିତି ଅନେକ ବ୍ୟକ୍ତିତ୍ୱ ଥିଲେ ଯେଉଁମାନେ ବର୍ଷ ତମାମ ରହିଥିଲେ ଚର୍ଚାରେ । ରାଜନୀତି, କ୍ରୀଡା, ମନୋରଂଜନ ଏବଂ ସାମାଜିକ କ୍ଷେତ୍ରରେ ଏଭଳି କିଛି ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କୁ ନେଇ…

କେନ୍ଦ୍ରରେ ଋଣ ଛାଡ ପାଇଁ ବିଜେପିକୁ କିଏ ଅଟକାଇଛି? କଂଗ୍ରେସ କଣ ପୁଣି ଦେବାଳିଆ ସ୍ଥିତି ଚାହୁଁଛି, ନବୀନଙ୍କ…

କନକ ବ୍ୟୁରୋ : ସାରା ଦେଶରେ ଚାଷୀ ଋଣ ଛାଡ ନେଇ ତୁମ୍ବିତୋଫାନ ଚାଲିଥିବା ବେଳେ ନବୀନ ମାରିଛନ୍ତି ମାଷ୍ଟରଷ୍ଟ୍ରୋକ । କୃଷି ଋଣ ଛାଡ ନୁହେଁ ବରଂ କାଳିଆ ଯୋଜନାର ଘୋଷଣା କରି ଅନ୍ୟ ଦଳ ଓ ନେତାଙ୍କ ଅପେକ୍ଷା ଫ୍ରଣ୍ଟଫୁଟରେ ରହିଛନ୍ତି ନବୀନ । କୃଷି ଋଣ ଛାଡ କରିଥିଲେ ଚାଷୀଙ୍କୁ ଯେଉଁ ଫାଇଦା…

ଏଣିକି ସମସ୍ତଙ୍କ କମ୍ପ୍ୟୁଟର ଉପରେ ରହିବ କେନ୍ଦ୍ର ସରକାରଙ୍କ ନଜର ! ଗୃହ ମନ୍ତ୍ରାଳୟ ଜାରି କଲା ନିର୍ଦ୍ଦେଶନାମା ।

କନକ ବ୍ୟୁରୋ: ଆପଣ କମ୍ପ୍ୟୁଟର ବ୍ୟବହାର କରୁଛନ୍ତି କି? ତେବେ ସାବଧାନ, ଆପଣଙ୍କ ତଥ୍ୟ ଉପରେ ଏଣିକି ରହିବ ତଦନ୍ତକାରୀ ସଂସ୍ଥାର ନଜର । କମ୍ପ୍ୟୁଟର ମାଧ୍ୟମରେ ଯାହା ବି କରୁଛନ୍ତି, ଯେକୌଣସି ମୁହୂର୍ତରେ ପୁରା ବିବରଣୀ ପାଇଯିବେ ୧୦ଟି କେନ୍ଦ୍ରୀୟ ଏଜେନ୍ସୀ । ଅର୍ଥାତ୍ ସ୍କାନରରେ ରହିବ ଆପଣଙ୍କ…

ଜୀବନ ଯୁଦ୍ଧରେ ହାରିଗଲେ ଜୟପୁରର ଗଣଦୁଷ୍କର୍ମ ପୀଡିତା ।  ଦୋଷିକୁ ମିଳୁ ଦୁଷ୍ଟାନ୍ତ ଜନକ ଦଣ୍ଡ । 

କନକ ବ୍ୟୁରୋ: ଜୀବନ ଯୁଦ୍ଧରେ ହାରିଗଲେ ଜୟପୁରର ଗଣଦୁଷ୍କର୍ମ ପୀଡିତା । ବଳାକ୍ରାରର ଶିକାର ହୋଇ ଜୀବନ ସହ ସଂଘର୍ଷ କରୁଥିବା ମହିଳା ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ କୋରାପୁଟରେ ପ୍ରାଣ ହରାଇଛନ୍ତି । ବେସାହାରା ହୋଇଯାଇଛନ୍ତି ପୀଡିତାଙ୍କ ଭିନ୍ନକ୍ଷମ ସ୍ୱାମୀ, କୁନି ପୁଅ ଓ ଝିଅ । ସେପଟେ…