Daily Archives

December 5, 2018

ଆଙ୍କର ଠାରୁ ଆରମ୍ଭ କରି ଅତିଥିଙ୍କ ପର୍ଯ୍ୟନ୍ତ ସମସ୍ତେ ଦିବ୍ୟାଙ୍ଗ । ଆରମ୍ଭ ହେଲା ଦେଶର ପ୍ରଥମ ଦିବ୍ୟାଙ୍ଗ ନ୍ୟୁଜ୍…

ସୁରଟରେ ଦିବ୍ୟାଙ୍ଗମାନଙ୍କ ପାଇଁ ଦେଶର ପ୍ରଥମ ଦିବ୍ୟାଙ୍ଗ ନିଉଜ୍ ଚ୍ୟାନେଲ ଆରମ୍ଭ କରାଯାଇଛି, ଯେଉଁଠି ନ୍ୟୁଜ୍ ଆଙ୍କରଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀ ଏବଂ ଅତିଥି ଦିବ୍ୟାଙ୍ଗ ରହିବେ ବୋଲି ଜଣା ପଡ଼ିଛି । ଦକ୍ଷିଣ ଗୁଜୁରାଟରୁ ଏହା ପ୍ରସାରଣ ଆରମ୍ଭ କରାଯାଇ ସାରିଛି । ଏହାକୁ କିଛି ଦିନ…

ମୁମ୍ବାଇରେ ରିଲିଜ୍ ହେଲା ପୁରୁଷ ହକି ବିଶ୍ୱକପର ଥିମ୍ ସଙ୍ଗ ଜୟ ହିନ୍ଦ ଇଣ୍ଡିଆର ଭିଡିଓ । ହୁକ୍ ଷ୍ଟେପ ଚ୍ୟାଲେଞ୍ଜ…

କନକ ବ୍ୟୁରୋ : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଜମୁଛି ୧୬ ଟିମ୍ ମଧ୍ୟରେ ଟକ୍କର । ଗ୍ରୁପ ରାଉଣ୍ଡରେ ମୁକାବିଲା ଚାଲିଥିବା ବେଳେ ସେପଟେ ମୁମ୍ବାଇରେ ଆଜି ରିଲିଜ୍ ହୋଇଛି ବିଶ୍ୱକପ୍ ହକିର ଥିମ୍ ସଂଗର ଜୟ ହିନ୍ଦ ଇଣ୍ଡିଆର ଭିଡିଓ । ଏ.ଆର. ରେହମାନଙ୍କ ସଂଗୀତ ସଂଯୋଜନାରେ ବିଶିଷ୍ଟ ଗୀତିକାର…

ରାତି ପାହିଲେ ମୟୂରଭଞ୍ଜରେ ଶକ୍ତିପରୀକ୍ଷା । ଜିଲ୍ଲା ପରିଷଦ ଉପ ନିର୍ବାଚନ ପାଇଁ ପ୍ରଚାର ମୈଦାନରେ ହେଭିୱେଟ

କନକ ବ୍ୟୁରୋ :  ରାତି ପାହିଲେ ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ୩୨ ନମ୍ବର ଜୋନରେ ଜିଲ୍ଲାପରିଷଦ ଉପ ନିର୍ବାଚନ । ମାତ୍ର ଗୋଟିଏ ଆସନ ପାଇଁ ଏହି ନିର୍ବାଚନ ହେଉଛି । ସାଧାରଣରେ ହୁଏତ ଧାରଣା ହେଉଥିବ ଗୋଟିଏ ଜୋନରେ ଜିଲ୍ଲା ପରିଷଦ ଉପନିର୍ବାଚନ ହେବା ହୁଏତ ଏତେ ବଡ ଖବର ହୋଇ ନପାରେ । ହେଲେ…

ଓଲିଉଡକୁ କମବ୍ୟାକ କଲେ ପପୁ ପମପମ । ହେଲେ ନୂଆ ରୂପରେ

କନକ ବ୍ୟୁରୋ : ପୁଣି ଥରେ ବଡ ପରଦାକୁ ଏଣ୍ଟ୍ରି ମାରିଛନ୍ତି କମେଡି କିଙ୍ଗ୍ ପପୁ ପମପମ । କିନ୍ତୁ ଏଥର ଅଭିନେତା ଭାବେ ନୁହେଁ ବରଂ ନୂଆ ରୂପରେ । ସ୍ୱାସ୍ଥ୍ୟବସ୍ଥା କାରଣରୁ ଦୀର୍ଘ ଦିନ ହେବ ଓଲିଉଡରୁ ଦୂରେଇ ରହିଥିବା ପପୁ ପମପମ ପୁଣିଥରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ କମବ୍ୟାକ କରିଛନ୍ତି । ତାହା…

ଜେଲରୁ ମୁକୁଳିବେ ମନ୍ତ୍ରୀଙ୍କ ପୁଅ ! ବିଚ ରାସ୍ତାରେ ଯୁବକଙ୍କୁ ଆକ୍ରମଣ ମାମଲାରେ ଦେବାଶିଷଙ୍କୁ ସର୍ତ୍ତମୂଳକ ଜାମିନ…

କନକ ବ୍ୟୁରୋ: ଜେଲରୁ ମୁକୁଳିବେ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର । ଗତ ସେପ୍ଟେମ୍ବର ମାସରେ ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ବିଚରାସ୍ତାରେ ଖଣ୍ଡାରେ ଯୁବକଙ୍କୁ ଆକ୍ରମଣ ଘଟଣା ସାମ୍ନାକୁ ଆସିବା ପରେ ସେପ୍ଟେମ୍ବର ୧୯ ତାରିଖରେ ଦେବାଶିଷ…