Daily Archives

December 19, 2018

ଚାକିରି ପାଇଁ ରାତି ଅନିଦ୍ରା। ଫୁଟପାଥରେ ହାଡଭଙ୍ଗା ଶୀତରେ ଶୋଇ ଚାକିରିର ସ୍ୱପ୍ନ ଦେଖୁଛି ଆସନ୍ତାକାଲିର ଭବିଷ୍ୟତ

କନକ ବ୍ୟୁରୋ : ରାତି ପାହିଲେ ଇଣ୍ଟରଭ୍ୟୁ । ଚାକିରିର ସ୍ୱପ୍ନ ନେଇ ଦେଶର କୋଣ ଅନୁକୋଣରୁ ଭୁବନେଶ୍ୱରକୁ ଧାଇଁ ଆସିଛନ୍ତି ଆସନ୍ତାକାଲିର ଭବିଷ୍ୟତ । ଭାରତୀୟ ସେନାରେ ନିଯୁକ୍ତି ପାଇବା ଲକ୍ଷ୍ୟରେ ଓଡିଶା ସମେତ ବିହାର, ଉତ୍ତର ପ୍ରଦେଶ,ଝାଡଖଣ୍ଡ, ଛତିଶଗଡ ଭଳି ରାଜ୍ୟରୁ ସ୍ମାର୍ଟସିଟିକୁ ଧାଇଁ…

#ଡାହାମିଛ । ଲିକ୍ ହେଲା ଶ୍ରୀକାନ୍ତ-ଶଗରିଆଙ୍କ ଅଡିଓ ଟେପ୍ ! ବହୁତ କଥା ଥିଲା, କିଛି ବୁଝି ହେଲା, କିଛି ଅବୁଝା ରହିଲା…

(ସମସ୍ତ ବାକ୍ୟ କାଳ୍ପନିକ । ଏଥିରେ କୈାଣସି ସତ୍ୟତା ନାହିଁ । ବିଲକୁଲ ଦେହକୁ ନେବେନି କିମ୍ବା ଆମକୁ ଗାଳି କରିବେନି । ଏହା କେବଳ ମଜା ପାଇଁ ଉଦ୍ଦିଷ୍ଟ ।) କନକ ବ୍ୟୁରୋ : #ଡାହାମିଛ ହ୍ୱାଟସଆପରେ ଆଜି କାଲି ଯାହା ସବୁ ମେସେଜ ଆସୁଛି, ସେଥିରେ ସତ କଣ ଆଉ ମିଛ କଣ, ବୁଝିବା ଭାରି କଷ୍ଟକର ।…

ରାଜସ୍ଥାନରେ ବି କୃଷି ଋଣ ଛାଡ କଲା ଗେହଲଟ ସରକାର । ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ ପାଇବେ ଚାଷୀ

କନକ ବ୍ୟୁରୋ : ମଧ୍ୟପ୍ରଦେଶ, ଛତିଶଗଡ ପରେ ନବ ନିର୍ବାଚିତ ରାଜସ୍ଥାନର କଂଗ୍ରେସ ସରକାର ମଧ୍ୟ କୃଷିଋଣ ଛାଡ ବିଲରେ ମୋହର ମାରିଛନ୍ତି । ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶୃତିକୁ ସରକାରକୁ ଆସିବା କ୍ଷଣି ପାଳନ କରିଛନ୍ତି ରାଜସ୍ଥାନର ଗେହଲଟ ସରକାର । ରାଜ୍ୟର ସମସ୍ତ କୃଷକଙ୍କ ୨ ଲକ୍ଷ…

ସବୁ ମାଆଙ୍କ କୋଳରେ ଖେଳିବେ ଶିଶୁ ! କେନ୍ଦ୍ର ସରକାର ଆଣିଲେ ନୂଆ ବିଲ୍ ।

କନକ ବ୍ୟୁରୋ : ଖାଲି ରହିବନି ମାଆ କୋଳ । ସବୁରି କୋଳରେ ଖେଳିବେ ଶିଶୁ । ଏହି ସମ୍ଭାବନା ଆଣିଛନ୍ତି କେନ୍ଦ୍ର ସରକାର । କାରଣ ଆଜି ସଂସଦରେ ପାରିତ ହୋଇଛି ସରୋଗେସି ରେଗୁଲେସନ ବିଲ୍ । ଫଳରେ ବ୍ୟବସାୟିକ ଓ ବେଆଇନ ଭାବେ କରାଯାଉଥିବା ସରୋଗେସି ଶିଶୁ ଜନ୍ମ ଉପରେ ଲାଗିବ ନିୟନ୍ତ୍ରଣ । ତେବେ…

ଛାତ୍ରଛାତ୍ରୀଙ୍କ କ୍ୟାରିୟରରେ ନିଆଁ ଲଗାଇଦେଲେ ଦୁର୍ବୃତ ! ହୁତୁହୁତୁ ହୋଇ ଜଳିଲା ସମ୍ବଲପୁର ବୋର୍ଡ ଅଫିସ

କନକ ବ୍ୟୁରୋ : ସମ୍ବଲପୁର ବୋର୍ଡ ଅଫିସରେ ନିଆଁ ଲଗାଇଦେଲେ ଦୁର୍ବୃତ । ଏଥିରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, କମ୍ପ୍ୟୁଟର ପୋଡି ପାଉଁଶ ହୋଇଯାଇଛି । ଦୁର୍ବୃତମାନେ ଗାଡିରେ ବି ନିଆଁ ଲଗାଇଦେଇଛନ୍ତି । କିଏ ଏବଂ କାହିଁକି ବୋର୍ଡ ଅଫିସରେ ନିଆଁ ଲଗାଇଛି ସେନେଇ ପୋଲିସ ତଦନ୍ତ କରୁଛି । ଜଳିଯାଇଛି…