Daily Archives

December 3, 2018

ଷ୍ଟେଜ ଉପରେ ଥିଲେ ମୁକେଶ ଅମ୍ବାନୀ । ତଳୁ ଫଟୋଗ୍ରାଫର ଚିଲାଇ କହିଲେ, ସାର୍ ଆଉ ଜିଓ ଚାଲୁନାହିଁ । ଦେଖନ୍ତୁ ଭିଡିଓ 

ଡିସେମ୍ବର ୧ ତାରିଖରେ ମୁମ୍ବାଇରେ ଆୟୋଜିତ ହୋଇଥିବା ଦୀପିକା ପାଦୁକୋନ ଓ ରଣବୀର ସିଂହଙ୍କ ରିସେପସନ ପାର୍ଟିରେ ବଲିଉଡ୍ ତାରକାରୁ ନେଇ ଶିଳ୍ପପତି ପର‌୍ୟ୍ୟନ୍ତ ବହୁ ନାମୀଦାମୀ ବ୍ୟକ୍ତିଗଣ ଉପସ୍ଥିତ ରହିଥିଲେ। ଦୀପବୀରଙ୍କ ଉତ୍ସବରେ ଅନେକ ଉଚ୍ଚ ସ୍ତରୀୟ ବ୍ୟକ୍ତିବିଶେଷଙ୍କ ଗହଣରେ ଦେଖିବାକୁ…

ଗୋହତ୍ୟା ଅଭିଯୋଗ ଆସିବା ପରେ ଜଳିଲା ବୁଲନ୍ଦସହର । ଉତ୍ତ୍ୟକ୍ତ ଲୋକଙ୍କ ଭିଡ ନିୟନ୍ତ୍ରଣ କରିବାକୁ ଯାଇ ପ୍ରାଣ ହରାଇଲେ…

ଉତ୍ତର ପ୍ରଦେଶର ବୁଲନ୍ଦସହର ଜିଲ୍ଳାରେ ଗୋହତ୍ୟା ଅଭିଯୋଗ ସାମ୍ନାକୁ ଆସିବା ପରେ ଉଗ୍ର ରୂପ ଧରିଛି ହିଂସାକାଣ୍ଡ । ତାତି ଉଠିଛନ୍ତି ସ୍ଥାନୀୟ ଜନସାଧାରଣ । ଉତ୍ୟକ୍ତ ଲୋକ ଯେଉଁ ହିସାଂକାଣ୍ଡ ଭିଆଇଛନ୍ତି ସେଥିରେ ଜଣେ ପୋଲିସ ଇନସପେକ୍ଟର ଓ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି । ଏତିକିରେ ଥମି…

ଡିସେମ୍ବର ୧୮ରେ ଆଇପିଏଲ ବଜାର ! ବିକ୍ରି ହେବେ କ୍ରିକେଟ୍ ଜଗତର ଶ୍ରେଷ୍ଠ ଖେଳାଳୀ ।

କନକ ବ୍ୟୁରୋ : ଦ୍ୱାଦଶ ବର୍ଷରେ ପାଦ ଥାପିବାକୁ ଯାଉଛି ବିଶ୍ୱର ସବୁଠାରୁ ବଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ । ଆଇପିଏଲ୍ ୨୦୧୯ ପାଇଁ ଆସନ୍ତା ଡିସେମ୍ବର ୧୮ ତାରିଖରେ ହେବ ନିଲାମୀ ପ୍ରକ୍ରିୟା । ରାଜସ୍ଥାନ ଜୟପୁରରେ ଠାରେ ଗୋଟିଏ ଦିନ ପାଇଁ ଆଇପିଏଲ ବଡାର ବସିବ ।…

ନୂଆ ବର୍ଷରେ ନୂଆ ବିମାନ ଦେଖିବ ଝାରସୁଗୁଡା ବିମାନ ବନ୍ଦର !

କନକ ବ୍ୟୁରୋ : ପଶ୍ଚିମ ଓଡିଶା ବାସୀଙ୍କ ପାଇଁ ଖୁସି ଖବର । ୨୦୧୯ ଜାନୁଆରୀର ପ୍ରଥମ ସପ୍ତାହରୁ ଉଡାଣ ଯୋଜନାରେ ଝାରସୁଗୁଡା ବିମାନ ବନ୍ଦରରୁ ଉଡିବ ବିମାନ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ସେକ୍ରେଟାରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଆଲୋଚନା ପରେ ଏଭଳି ନିଷ୍କର୍ସ…

ଦମ ଦେଖାଇଲେ ଧର୍ମେନ୍ଦ୍ର । କହିଲେ, କେବଳ ପାଲଲହଡା ନୁହେଁ ଓଡିଶାର ୧୪୭ ଆସନରେ ଲଢିବାକୁ ଆଗ୍ରହୀ

କନକ ବ୍ୟୁରୋ : ଦିଲ୍ଲୀପ ଓ ବିଜୟ, ବିଜେପି ଛାଡିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଧର୍ମେନ୍ଦ୍ର । ଦୁଇ ତୁଙ୍ଗ ନେତା ଦଳ ଛାଡିଥିବାବେଳେ ତାହା ସେମାନଙ୍କ ବ୍ୟକ୍ତିଗତ ନିଷ୍ପତି ବୋଲି ଧର୍ମେନ୍ଦ୍ର କହିଛନ୍ତି । ସେପଟେ ପୁଣି ଥରେ ରାଜ୍ୟରେ ବିଜେପିର ମିଶନ ୧୨୦ ପ୍ଲସ୍ କଥା ଦୋହରାଇଛନ୍ତି ।…