Daily Archives

December 22, 2018

ପ୍ରଶାସନର ଅଭିନବ ପ୍ରୟାସ ! ବିମାନରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ।

କନକ ବ୍ୟୁରୋ : ବିମାନରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । କଥାଟା ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହା ସତ ଅଟେ । ଠିକ୍ ଏଭଳି ହିଁ କିଛି ଦୃଶ୍ୟ ଦେଖିବାକୁ ମିଳିଛି ରାଜସ୍ଥାନ ଅଲୱରରୁ ୧୬ କିଲୋମିଟର ଦୂରରେ ଥିବା ଇନ୍ଦରଗଡ଼଼ ଗାଁରେ । ରାଜକୀୟ ସିନିୟର ସେକେଣ୍ଡାରୀ ସ୍କୁଲରେ…

ହମିଦ୍ ଅନସାରୀଙ୍କ ଜେଲ୍ ଡାଏରୀ ! ଜାଣନ୍ତୁ ପାକିସ୍ତାନର କାଳକୋଠରୀରେ କେମିତି କଟୁଥିଲା ହମିଦଙ୍କ ଦିନ ।

କନକ ବ୍ୟୁରୋ : ପ୍ରେମ ପାଇଁ ପାକିସ୍ତାନରେ ବନ୍ଦୀଭାବେ ଜୀବନ ବିତାଇଥିବା ଯୁବକ ହମିଦ ଅନସାରି ଦୀର୍ଘ ୬ବର୍ଷ ପରେ ଭାରତ ଫେରିଛନ୍ତି  । ଆଉ ଜନ୍ମମାଟିରେ ପହଁଚିବା ପରେ ପାକିସ୍ତାନରେ ବିତିଥିବା ଦୁର୍ବିସହ ଜେଲଜୀବନ ସମ୍ପର୍କରେ ସୂଚନା ଦେଇଛନ୍ତି  । ପାକିସ୍ତାନ ଜେଲରେ କିଭଳି ବିତୁଥିଲା…

ଅପରେସନ୍ ଅଲଆଉଟକୁ ବଡ଼ ସଫଳତା ! ଜାମ୍ମୁକାଶ୍ମୀରରେ ୬ ଆତଙ୍କବାଦୀ ନିପାତ, ସର୍ଚ୍ଚ ଅପରେସନ୍ ଜାରି  ।

କନକ ବ୍ୟୁରୋ : ଜାମ୍ମୁ କାଶ୍ମୀରରେ ସେନାର ବଡ଼ କାର୍ଯ୍ୟାନୁଷ୍ଠାନ  । ତ୍ରାଲରେ ନିପାତ ହେଲେ ୬ ଆତଙ୍କୀ  । ଏଥିସହ କାଶ୍ମୀର ଘାଟିରେ ଅପରେସନ୍ ଅଲଆଉଟ୍ ପୁଣି ଜୋରଦାର ହୋଇଥିବା ପ୍ରମାଣିତ ହୋଇଛି  । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏନକାଉଣ୍ଟରରେ ଆତଙ୍କୀ ଜାକିର ମୂଷାର ସହଯୋଗୀ…

ରାଜୀବ ଗାନ୍ଧୀଙ୍କଠାରୁ ଭାରତରତ୍ନ ପ୍ରତ୍ୟାହାର ପ୍ରସ୍ତାବ ନେଇ ଅଡୁଆରେ ଆମ୍ ଆଦମୀ ପାର୍ଟି ! ଇସ୍ତଫା ଦେଲେ ଆପ୍…

କନକ ବ୍ୟୁରୋ : ଦିବଙ୍ଗତ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନିକଟରୁ ଭାରତରତ୍ନ ପ୍ରତ୍ୟାହାର ପ୍ରସ୍ତାବକୁ ବିରୋଧ କରି ଆପରୁ ଇସ୍ତଫା ଦେଇଛନ୍ତି ଦିଲ୍ଲୀ ଆପ୍ ବିଧାୟିକା ଅଳକା ଲାମ୍ବା  । ଶୁକ୍ରବାର ଦିଲ୍ଲୀ ବିଧାନସଭାରେ ଏନେଇ ପ୍ରସ୍ତାବ ଆଗତ ହୋଇଥିବା ବେଳେ ପ୍ରସ୍ତାବକୁ ବିରୋଧ କରି ଅଳକା…

ନିଜ ଉପରେ ମରଣାନ୍ତକ ଆକ୍ରମଣର ନାଟକ ରଚିଥିଲେ ବିଲଡର ! ଲୋକ ଲଗାଇ ନିଜ ଉପରେ କରିଥିଲେ ଗୁଳିମାଡ ।

କନକ ବ୍ୟୁରୋ : ନିଜ ଉପରେ ମରଣାନ୍ତକ ଆକ୍ରମଣ କରିବା ପାଇଁ ଜଣେ ବ୍ୟକ୍ତି ନିଜେ ଷଡଯନ୍ତ୍ର ରଚିପାରେ । ଆପଣମାନଙ୍କୁ ଏହାଶୁଣି ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ । ହେଲେ ରାଉରକେଲାର ଜଣେ ବିଲଡର କିଛି ଏଭଳି ଷଡଯନ୍ତ୍ର କରିଛନ୍ତି । ଡିସେମ୍ବର ୧୦ ଓ ୧୧ ତାରିଖ ରାତିରେ ବିଲଡର ଅନମୋଲ ସିଂଙ୍କ ଗାଡି…