ସେନାର ବଡ଼ କାର୍ଯ୍ୟାନୁଷ୍ଠାନ ! ପୁଲୱାମାରେ ୩ ଆତଙ୍କୀ ନିପାତ, ଜଣେ ଯବାନ ଶହୀଦ୍ ।
କନକ ବ୍ୟୁରୋ : ଜାମ୍ମୁ କାଶ୍ମୀରରେ ସେନାର ବଡ଼ କାର୍ଯ୍ୟାନୁଷ୍ଠାନ । ପୁଲୱାମାରେ ନିପାତ ହେଲେ ୩ ଆତଙ୍କବାଦୀ । ଘଟଣାରେ ଜଣେ ଯବାନ ଶହୀଦ ହୋଇଛନ୍ତି । ଏଥିସହ କାଶ୍ମୀର ଘାଟିରେ ଅପରେସନ୍ ଅଲଆଉଟ୍ ପୁଣି ଜୋରଦାର ହୋଇଥିବା ପ୍ରମାଣିତ ହୋଇଛି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି…