Daily Archives

December 26, 2018

ରାମସେତୁ ପର୍ଯ୍ୟନ୍ତ ଗଡିବ ଟ୍ରେନ୍ ! ରେଳ ଲାଇନ୍ ନିର୍ମାଣ ପାଇଁ ମଞ୍ଜୁରୀ ଦେଲେ ସରକାର । 

ତାମିଲନାଡୁର ଧନୁଷକୋଡ଼ି ରେଳପଥକୁ  ରାମ ସେତୁ ପର୍ଯ୍ୟନ୍ତ ବର୍ଦ୍ଧିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ରାମ ସେତୁକୁ ଆଦମସ ବ୍ରିଜ୍ ନାମରେ ବି ଲୋକେ ଜାଣନ୍ତି। ରାମେଶ୍ୱରମରୁ ନେଇ ଧନୁଷକୋଡ଼ି ପର‌୍ୟ୍ୟନ୍ତ ୧୮ କିଲୋମିଟରର ଏହି ରେଳ ଲାଇନକୁ ରାମ…

ମୃତ୍ୟୁର ୧୬ ମାସ ପରେ ଘରକୁ ଫେରିଲା ପୁଅ ! ସାପ କାମୁଡାରେ ହୋଇଥିଲା ମୃତ୍ୟୁ, କେମିତି ମିଳିଲା ଜୀବନ, ଜାଣିଲେ ଆପଣ ବି…

ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରେ ରହୁଥିବା ଜଣେ ଯୁବକଙ୍କୁ ୧୬ମାସ ପୂର୍ବେ ସାପ କାମୁଡ଼ି ଦେବାରୁ ସେ ମୃତ୍ୟୁବରଣ କରିଥିଲେ । ଅନେକ ଚେଷ୍ଟା ପରେ ତାଙ୍କୁ ବଞ୍ଚା ଯାଇ ନ ପାରିବାରୁ ପରିବାର ଲୋକେ ଅନ୍ତିମସଂସ୍କାର କରି ଦେଇଥିଲେ । କିନ୍ତୁ ଘଟଣାର  ୧୬ମାସ ପରେ ନିଜ ଘରକୁ ସୁସ୍ଥ ହୋଇ ପୁଅ ଫେରିବା…

ଶିକାର ଅଭିଯୋଗରେ ଅର୍ନ୍ତଜାତୀୟ ଗଲ୍ଫର ଗିରଫ ! ଜ୍ୟୋତି ରନ୍ଧାୱାଙ୍କୁ ଗିରଫ କଲା ପୁଲିସ, ବାରହା ଚମଡା, ରାଇଫଲ ଓ ଗାଡି…

କନକ ବ୍ୟୁରୋ : ବେଆଇନ ଶିକାର କରିଥିବା ଅଭିଯୋଗରେ ଗଲ୍ଫ ଖେଳାଳି ଜ୍ୟୋତି ରନ୍ଧାୱାଙ୍କୁ ଗିରଫ କରିଛି ପୁଲିସ । ଉତ୍ତରପ୍ରଦେଶ ବହରାଇଚରେ ଏହି ଅବାଧ ଶିକାର ନେଇ ମାମଲା ହୋଇଛି । ଏହି ମାମଲାରେ ତାଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରେ ଏ ଟ୍ୱେଂଟି ରାଇଫଲ ମଧ୍ୟ ଜବତ କରିଛି ପୁଲିସ । …

ଚର୍ଚ୍ଚାରେ ବିଦେଶୀ ଦମ୍ପତିଙ୍କ ଦେଶୀ ବାହାଘର ! ବୁଲଗେରିଆରୁ ଆସି ଭୋଗରାଇରେ ହିନ୍ଦୁରୀତିନୀତିରେ ବାହା ହେଲେ…

କନକ ବ୍ୟୁରୋ: ଓଡିଆ ରୀତିନୀତିରେ ବିବାହ କଲେ ବୁଲଗେରିଆର ପ୍ରେମୀ ଯୁଗଳ । ବର- କନ୍ୟା ବିଦେଶୀ, ହେଲେ ସଂପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ସରିଲା ବାହାଘର । ଏଭଳି ଦୃଶ୍ୟ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ରସଲପୁର ଗାଁରେ ଦେଖିବାକୁ ମିଳିଛି । ବେଶ୍ ଧୁମଧାମରେ ସମ୍ପର୍ଣ୍ଣ ହୋଇଛି ଏହି ନିଆରା…

କନକ ନ୍ୟୁଜ୍ ହାତରେ ପିପିଲି ପୀଡିତାଙ୍କ ରାୟର କୋର୍ଟ କପି ! ହତ୍ୟା କରାଯାଇଥିବା ସ୍ପଷ୍ଟ କଲେ କୋର୍ଟ ।

କନକ ବ୍ୟୁରୋ : ପିପିଲି ପୀଡିତାଙ୍କୁ ହତ୍ୟା କରାଯାଇଛି । ଏକଥା ଆମେ କହୁ ନାହୁଁ, କୋର୍ଟଙ୍କ ରାୟ ଏହା କହିଛି । କନକ ନ୍ୟୁଜ ହାତରେ ରହିଛି କୋର୍ଟ ରାୟର କପି । ଏଥିରେ ବିଚାରପତି ସ୍ପଷ୍ଟ ଭାବରେ ଲେଖିଛନ୍ତି, ପିପିଲି ପୀଡିତାଙ୍କୁ ହତ୍ୟା କରାଯାଇଛି । କିନ୍ତୁ ଅଭିଯୁକ୍ତଙ୍କ ବିରୋଧରେ ସେଭଳି…