Daily Archives

December 29, 2018

‘କାଳିଆ’କୁ ନେଇ କସରତ ! ପାଣ୍ଠି ଯୋଗାଡ କରିବାକୁ ଅଧ୍ୟାଦେଶ ଆଣିବେ ସରକାର, ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମଂଜୁରୀ…

କନକ ବ୍ୟୁରୋ : କାଳିଆ ଯୋଜନା ପାଇଁ କ୍ୟାବିନେଟରେ କସରତ । ଯୋଜନା ବାବଦ ପାଣ୍ଠି ଯୋଗାଡ କରିବାକୁ ଅଧ୍ୟାଦେଶ ଆଣିବେ ସରକାର । ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଆଜି ମଞ୍ଜୁର କରିଛି । କୃଷକଙ୍କ ଆୟ ବୃଦ୍ଧି ପାଇଁ କାର୍ଯ୍ୟକାରୀ ହେବାକୁ ଥିବା “କାଳିଆ’ ଯୋଜନା ପାଇଁ ଆକସ୍ମିକ ପାଣ୍ଠିର…

ରୋମାଞ୍ଚକର ସ୍ଥିତିରେ ମେଲବୋର୍ଣ୍ଣ ଟେଷ୍ଟ୍ ! ବିଜୟ ପାଇଁ ଭାରତକୁ ୨ଟି ଓି୍ୱକେଟ୍ ଆବଶ୍ୟକ, ସେପଟେ ଅଷ୍ଟ୍ରେଲିଆ ପାଇଁ…

ମେଲବୋର୍ଣ୍ଣଠାରେ ଚାଲିଥିବା ବକ୍ସି ଡେ ଟେଷ୍ଟରେ ଘରୋଇ ଅଷ୍ଟ୍ରେଲିଆ ଦଳ ପରାଜୟର ଦ୍ୱାର ଦେଶରେ ପହଞ୍ଚିଯାଇଛି । ୩୯୯ ରନର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଆଜି ୪ର୍ଥ ଦିବସ ଶେଷସୁଦ୍ଧା ଅଷ୍ଟ୍ରେଲିଆ ୮ ଓ୍ଵିକେଟ ହରାଇ ୨୫୮ ରନ ସଂଗ୍ରହ କରିଛି । ଆସନ୍ତାକାଲି ମ୍ୟାଚର ଶେଷ ଦିନରେ ଏକ…

୨୮ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ ! ମାଇନସ୍ ଡିଗ୍ରୀରେ ଥରୁଛି ଜାମ୍ମୁକାଶ୍ମୀର, ଉତ୍ତର ଭାରତରେ ଶୀତର ପ୍ରକୋପ ଜାରି  ।

କନକ ବ୍ୟୁରୋ : ଥରୁଛି ଭାରତ  । କାଶ୍ମୀରରୁ କନ୍ୟାକୁମାରୀ, ଗୁଜରାଟରୁ ଅରୁଣାଚଳ ପ୍ରଦେଶ ସାରାଦେଶରେ ବଢ଼ିବାରେ ଲାଗିଛି ଶୀତର ପ୍ରକୋପ  । ଦେଶର ଅନେକ ସ୍ଥାନରେ ବରଫପାତର ମଧ୍ୟ ଖବର ରହିଛି  । ଆଗକୁ ଆଉ କିଛି ଦିନ ଶୀତ ଲାଗିରହିବା ପୂର୍ବାନୁମାନ ପରେ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଦିନ…

ପୁଲୱାମାରେ ଅପରେସନ୍ କ୍ଲିନ୍ ! ସେନା ଗୁଳିରେ ୪ ଆତଙ୍କୀ ନିପାତ୍, ଭାରି ମାତ୍ରାରେ ଗୁଳିଗୋଳା ଓ ବିସ୍ଫୋରକ ଜବତ ।

କନକ ବ୍ୟୁରୋ : ଜାମ୍ମୁ କାଶ୍ମୀରରେ ସେନାର ବଡ଼ କାର୍ଯ୍ୟାନୁଷ୍ଠାନ  । ପୁଲୱାମାରେ ନିପାତ ହେଲେ ୪ ଆତଙ୍କବାଦୀ  । ଏଥିସହ କାଶ୍ମୀର ଘାଟିରେ ଅପରେସନ୍ ଅଲଆଉଟକୁ ପୁଣି ଜୋରଦାର କରିଛି ସେନା  । ପୁଲୱାମାର ହଂଜନ୍ ଇଲାକାରେ ଏହି ଅପରେସନ୍ ହୋଇଥିବା ବେଳେ ସେନାକୁ ବଡ଼ ସଫଳତା ମିଳିବା କୁହାଯାଉଛି  ।…

‘ଆକ୍ସିଡେଂଟାଲ୍ ପ୍ରାଇମ୍ ମିନିଷ୍ଟର’କୁ ନେଇ ବଢ଼ିଲା ବିବାଦ ! କଂଗ୍ରେସ କହିଲା କେନ୍ଦ୍ର ବିଫଳତାକୁ ଲୁଚାଇବାକୁ ଫିଲ୍ମ…

କନକ ବ୍ୟୁରୋ : ଆକ୍ସିଡେଂଟାଲ୍ ପ୍ରାଇମ୍ ମିନିଷ୍ଟରକୁ ନେଇ ତେଜିବାରେ ଲାଗିଛି ବିବାଦ  । ଫିଲ୍ମର ଟ୍ରେଲର୍ ରିଲିଜ୍ ହେବା ପରେ ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦେଶର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ୍  । ମୋଦିଙ୍କ ବିଫଳତାକୁ ଲୁଚାଇବାକୁ ବିଜେପି ଫିଲ୍ମକୁ ମାଧ୍ୟମ କରିଥିବା…