Daily Archives

December 30, 2018

ଛାନିଆ ହେଲାଣି ପାକିସ୍ତାନ ! ଇମ୍ରାନଙ୍କ ମନ୍ତ୍ରୀ କହିଲେ, ୨୦୧୯ ନିର୍ବାଚନ ପୂର୍ବରୁ ମୋଦି ସରକାର କରିପାରନ୍ତି ଆଉ ଏକ…

ଭାରତ ପୁଣିଥରେ କରିପାରେ ଆଉଏକ ସର୍ଜିକାଲ ଷ୍ଟ୍ରାଇକ । ଏକଥା ଖୋଦ ପାକିସ୍ତାନର ମନ୍ତ୍ରୀ ଆଶଙ୍କା କରିଛନ୍ତି । ପାକିସ୍ତାନର ରେଳମନ୍ତ୍ରୀ ଶେଖ ରସିଦ କହିଛନ୍ତି, ଆଗାମୀ କିଛି ମାସ ପାକିସ୍ତାନ ପାଇଁ ବେଶ ବିପଦ ରହିଛି । ଖାସକରି ଆସନ୍ତା ବର୍ଷ ଭାରତରେ ସାଧାରଣ ନିର୍ବାଚନ ଥିବାରୁ ଆଉ ଏକ…

ସାମ୍ନାକୁ ଆସିଲା ସାଂଘାତିକ ସତ ! ଅର୍ନ୍ତଜାତୀୟ ବିମାନ ଚଳାଉଛନ୍ତି ମାଟ୍ରିକ ପାସ୍ କରିନଥିବା ୫ ପାକିସ୍ତାନ ପାଇଲଟ,…

ଅର୍ନ୍ତଜାତୀୟ ବିମାନ ଚଳାଉଛନ୍ତି ମାଟ୍ରିକ ପାସ୍ କରିନଥିବା ପାଇଲଟ । ଏପରିକି ବିଭିନ୍ନ ଅର୍ନ୍ତଜାତୀୟ ବିମାନବନ୍ଦରରୁ ଏୟାର ଟ୍ରାଫିକ କଣ୍ଟ୍ରୋଲରୁ ଇଂରାଜୀରେ ଦିଆଯାଉଥିବା କମାଣ୍ଡକୁ ମଧ୍ୟ ବୁଝିପାରୁନାହାନ୍ତି ପାଇଲଟ । କେତେବେଳେ ଯେ ଏଥିପାଇଁ ବିମାନ ଦୁର୍ଘଟଣାଗସ୍ତ ନହେବ ତାହା କହିବା…

ରାତାରାତି ବଦଳିଗଲା ଦିନମଜୁରିଆଙ୍କ ଭାଗ୍ୟ ! ମାଟି ଖୋଳୁ ଖୋଳୁ ମିଳିଲା ଇତିହାସର ଦ୍ୱିତୀୟ ବଡ଼ ହୀରା

ଭାଗ୍ୟ କେତେବେଳେ କାହାକୁ କେଉଁଠି ନେଇ ପହଞ୍ଚାଇବ ତାହା ସେହି ବିଧତାକୁ ହିଁ ଜଣା। ଅକ୍ଟୋବର ୯ରେ ଦିନମଜୁରିଆ ଭାବେ କାମ କରୁଥିବା ମୋତିଲାଲଙ୍କ ଭାଗ୍ୟ ପୂରା ବଦଳି ଯାଇଥିଲା। ସେ ଏକ ହୀରା ପାଇଥିଲେ,ଯାହା ଇତିହାସର ଦ୍ୱିତୀୟ ବଡ଼ ହୀରା ବୋଲି କୁହାଯାଉଛି। ଏହାପୂର୍ବରୁ ପନ୍ନାରେ ୧୯୬୧ ମସିହାରେ…

ନୂଆବର୍ଷରେ ମଝି ରାତିରେ ଖୋଲିବ ଶ୍ରୀମନ୍ଦିର ! ରାତି ୨ଟାରେ ଦର୍ଶନ କରିପାରିବେ ଭକ୍ତ, ଗୋବର୍ଦ୍ଧନ ପୀଠ ଓ…

କନକ ବ୍ୟୁରୋ : ନୂଆବର୍ଷ ପାଇଁ ରାତି ଅଧରେ ଶ୍ରୀମନ୍ଦିର ଦ୍ୱାର ଖୋଲିବ, ଆଉ ଦିଅଁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ନୂଆବର୍ଷରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ରାତିରେ ଦର୍ଶନ ଲାଗି  ବ୍ୟବସ୍ଥା କରୁଛି ଶ୍ରୀମନ୍ଦିର ପ୍ରଶାସନ । ସେପଟେ ରାତିରେ ଶ୍ରୀମନ୍ଦିର ପହଡ଼ ଖୋଲିବାକୁ…

ଥଣ୍ଡାରେ ଥରୁଛି ସାରା ଓଡିଶା! ଚାରିଆଡେ ହେଉଛି ବରଫପାତ, ଓଡିଶାରେ ସୃଷ୍ଟି ହେଲା କାଶ୍ମୀରର ଭ୍ରମ

କନକ ବ୍ୟୁରୋ : ପ୍ରବଳ ଥଣ୍ଡାରେ ଥରୁଛି ସାରା ଓଡିଶା । ଚାରିଆଡେ ହାଡଭଙ୍ଗା ଶୀତ । ରାଜ୍ୟର ୧୭ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି । ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ତାପମାତ୍ରା ସର୍ବନିମ୍ନ ୩ ଡିଗ୍ରୀ ରେକର୍ଡ ହୋଇଛି । ତା ଉପରକୁ ରହିଛି ଫୁଲବାଣୀ । ଏଠି ତାପମାତ୍ରା…