ଆପଣଙ୍କ ଫୋନ କେହି ଟ୍ରାକ କରୁନାହାନ୍ତି ତ ? ଟ୍ରାଇକୁ ପଚାରିଲେ ମିଳିବ ଉତ୍ତର
ଅନେକ ସମୟରେ ଏପରି ରିପୋର୍ଟ ଦେଖିବାକୁ ମିଳେ ଯେ କାହା କହାର ଫୋନ୍ ଟ୍ରାକ୍ ହେଉଛି। ବିନା କାରଣରେ କାହାର ଗୋପନୀୟତା ଉପରେ ପ୍ରଶ୍ନ ଉଠିବା ପ୍ରସଂଗ ନିହାତି ସମ୍ବେଦନଶୀଳ। ଆପଣଙ୍କ ଫୋନ୍ ଟ୍ରାକ୍ ହେଉଛି କି ନାହିଁ ଜାଣିବା ପାଇଁ ସାଧାରଣତଃ ସେପରି କୌଣସି ସୂତ୍ର ନାହିଁ। ମାତ୍ର ଆପଣ ଚାହିଁଲେ…