Daily Archives

December 18, 2018

ଗୋଟିଏ ଓଭରରେ ମାରିଥିଲେ ୫ଟି ଛକ୍କା ! ୫ କୋଟି ଟଙ୍କାରେ ଶିଭମ୍ ଦୁବେଙ୍କୁ କିଣିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

ବେସ୍ ପ୍ରାଇସ୍ ଥିଲା ୨୦ ଲକ୍ଷ । କିନ୍ତୁ କିଣାହେଲେ ୫ କୋଟି ଟଙ୍କାରେ । ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଆଗାମୀ ସଂସ୍କରଣ ପାଇଁ ମୁମ୍ବାଇ ରଣଜୀ ଟିମର ଖେଳାଳି ଶିଭମ୍ ଦୁବେଙ୍କୁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୫ କୋଟି ଟଙ୍କାରେ କିଣିଛି। ଶିଭମଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା…

ଆସନ୍ତାକାଲି ମହାକାଶକୁ ଜିସ୍ୟାଟ୍-୭ଏ ଉପଗ୍ରହ ପଠାଇବ ଇସ୍ରୋ ! ଡ୍ରୋନ୍ ଆକ୍ରମଣ ପାଇଁ ଏହାକୁ କରାଯିବ ବ୍ୟବହାର ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଆସନ୍ତାକାଲି ଭାରତର ଅତ୍ୟାଧୁନିକ ସାମରିକ ଉପଗ୍ରହ ଜିସ୍ୟାଟ୍-୭ଏକୁ ମହାକାଶକୁ ଛଡାଯିବ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଥିବା ସତୀଶ ଧଓ୍ଵନ ମହାକାଶ କେନ୍ଦ୍ରରୁ ଜିଏସଏଲଭି-ଏଫ୧୧ ରକେଟ ମାଧ୍ୟମରେ ଏହାକୁ ଉତକ୍ଷେପଣ କରାଯିବ । ଏହି…

ଜଣେ ଡାକ୍ତରଙ୍କ ଭରସାରେ ଧର୍ମଶାଳାର ୫୪ଟି ପଂଚାୟତର ଲୋକ, ଦାନା ବାନ୍ଧୁଛି ଅସନ୍ତୋଷ

କନକ ବ୍ୟୁରୋ : ଜଣେ ଡାକ୍ତରରେ ଚାଲିଛି ଯାଜପୁର ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । କେମିତି ଚାଲିଛି ସ୍ୱାସ୍ଥ୍ୟସେବା ? ସ୍ଥିତି ପରଖିବା ପାଇଁ ମେଡିକାଲ ପରିସରରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ କଲେ ଡାକ୍ତର । ସେପଟେ ଡାକ୍ତରଖାନାର ଅଚଳାବସ୍ଥା ଦୂର ନହେଲେ ଆନ୍ଦୋଳନ ଧମକ ଦେଲେ…

ବିବାଦରେ କର୍ଣ୍ଣାଟକ ବିଧାୟକ ! ବିଧାନସଭା ଅଧିବେଶନ ସମୟରେ ମୋବାଇଲରେ ଦେଖୁଥିଲେ ଯୁବତୀଙ୍କ ଫଟୋ

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭାର ବହୁଜନ ସମାଜ ପାର୍ଟି(ବିଏସ୍‌ପି) ବିଧାୟକ ଏନ୍‌ ମହେଶ ସୋମବାର ବିଧାନସଭା ମଧ୍ୟରେ ଜଣେ ଯୁବତୀଙ୍କ ଫଟୋ ଦେଖୁଥିବା ଅଭିଯୋଗ ହୋଇଛି । ମହେଶ କେବଳ ବିଧାନସଭା ଭିତରକୁ ମୋବାଇଲ୍‌ ନେଇ ନଥିଲେ ବରଂ ବିଧାନସଭାରେ ଅଧିବେଶନ ଚାଲୁଥିବା ସମୟରେ ସେ ମୋବାଇଲ୍‌…

ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କୃଷି ଋଣ ଛାଡ଼ ପରେ ଓଡ଼ିଶାରେ ପ୍ରତିଯୋଗିତା : କ୍ଷମତାକୁ ଆସିଲେ ଋଣ ଛାଡ ପାଇଁ ବିଜେପିର…

କନକ ବ୍ୟୁରୋ : କୃଷି ଋଣ ଛାଡ ଘୋଷଣା କଂଗ୍ରେସକୁ ସଫଳତା ଆଣିଦେବା ପରେ, ଚାଷ ଓ ଚାଷୀ ପ୍ରସଙ୍ଗକୁ ନେଇ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା । ମଧ୍ୟପ୍ରଦେଶ ଓ ଛିତିଶଗଡରେ ନୂଆ ସରକାର ଋଣ ଛାଡ କରିବା ପରେ ଓଡିଶା ସରକାରଙ୍କ ଉପରେ ଚାପ ବଢୁଥିବା ନେଇ ଚର୍ଚ୍ଚା ହେଉଛି । ସେପଟେ…