Daily Archives

December 23, 2018

୨୦୧୯ରେ କିଏ ଗଢିବ ସରକାର? ନବୀନ ଓ କେସିଆରଙ୍କ ହାତରେ ରହିବ କି ଚାବିକାଠି

କନକ ବ୍ୟୁରୋ : ଓଡିଶାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର । ୨୦୧୯ ନିର୍ବାଚନ ପୂର୍ବରୁ କେସିଆରଙ୍କ ଓଡିଶା ଗସ୍ତକୁ ନେଇ ଏବେ ଜାତୀୟ ରାଜନୀତିେରେ ଚର୍ଚ୍ଚା ଜୋର ଧରିଛି । ଓଡିଶାକୁ କେସିଆର ଆସୁଛନ୍ତି କାହିଁକି? ଏଭଳି ଏକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରିଛି । ଆଉ ସବୁଠୁ ବଡ କଥା ହେଲା…

ଓଡ଼ିଶା ଆସି ନବୀନଙ୍କୁ ଭେଟିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ! କହିଲେ ଦେଶକୁ ଦରକାର ପରିବର୍ତ୍ତନ, ସବୁ ଆଂଚଳିକ ଦଳ…

କନକ ବ୍ୟୁରୋ : ତେଲେଙ୍ଗାନା ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ କାର୍ଯ୍ୟକ୍ରମରୁ ଦେଶ ପାଇଁ ଆସିଛି ବଡ ବାର୍ତ୍ତା । ସମସ୍ତ ଆଂଚଳିକ ଦଳକୁ ଏକାଠି ହେବା ପାଇଁ ଆହ୍ୱାନ ଦେବା ସହ ଦେଶ ଏକ ପରିବର୍ତନ ଆବଶ୍ୟକ କରୁଛି ବୋଲି କହିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ।…

ଏହି କାରଣରୁ ଚୀନରେ କରାଯାଉଛି ଅସରପା ଚାଷ, ବିଶେଷ ରଣନୀତି ଅନୁଯାୟୀ ହେବ ଏହାର ବ୍ୟବହାର

ଚୀନର ଶାନଡଙ୍ଗରେ ପାଖାପାଖି ଏକ ମିଲିୟନ୍ ଅସରପା ଚାଷ କରାଯାଉଛି । ଏମାନଙ୍କୁ ଖାଦ୍ୟରେ ପ୍ରତିଦିନ ସ୍ୱାଦିଷ୍ଟ ବ୍ୟଂଜନ ଦିଆଯାଉଛି । ଚୀନ ଭଳି ଦେଶ ଏମିତି ହିଁ ଏହି ଅସରପାଙ୍କୁ ଚାଷ କରୁନି । ଏହା ପଛରେ ରହିଛି ଏକ ବିଶେଷ ରଣନୀତି । ସେମାନେ ୱେଷ୍ଟ ମ୍ୟାନେଜମେଣ୍ଟର କାମ କରୁଛନ୍ତି ଅର୍ଥାତ୍…

ଜିରୋ ସହ ଜିରୋ ମିଶିଲେ ଜିରୋ ! ନବୀନ-କେସିଆରଙ୍କ ସାକ୍ଷାତକୁ କିଛି ଏଭଳି ସମାଲୋଚନା କଲେ ଧର୍ମେନ୍ଦ୍ର ।

କନକ ବ୍ୟୁରୋ : ମୋଦିଙ୍କ ଓଡିଶା ଗସ୍ତକୁ ନେଇ ରାଜନୀତି ଯେତିକି ସରଗରମ ରହିଛି, ତାଠାରୁ ଅଧିକ ଚର୍ଚ୍ଚା ସାଉଁଟୁଛି ନେତାଙ୍କ ବୟାନବାଜି । ସେମିଫାଇନାଲ କୁହାଯାଉଥିବା ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ପରେ ୨୦୧୯ ନିର୍ବାଚନ ପାଇଁ ଅଣ୍ଟା ଭିଡିଛି ଭାରତୀୟ ଜନତା ପାର୍ଟି । ଆଉ ଏବେ ମୋଦିଙ୍କ…

ମୋଦିଙ୍କ ସଭାମଞ୍ଚର ଚେୟାର ଦେବ ଇସାରା, ୨୦୧୯ରେ କିଏ ହେବ ବିଜେପିର ଚେହେରା?

କନକ ବ୍ୟୁରୋ : ଆସନ୍ତାକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବର୍ଷ ଶେଷରେ ମୋଦିଙ୍କ ଏହି ଓଡିଶା ଗସ୍ତ ରାଜ୍ୟ ରାଜନୀତି ଉପରେ ବେଶ ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । କେବଳ ରାଜ୍ୟ ରାଜନୀତି ନୁହେଁ ଦଳୀୟ ରାଜନୀତି ଖାସକରି ୨୦୧୯ରେ ରାଜ୍ୟରେ ବିଜେପିର ଚେହେରା…

ଗୋଟିଏ ଦିନରେ ରିଲିଜ୍ ହେବାକୁ ଯାଉଛି ଏହି ୪ ବଡ ତାରକାଙ୍କ ଫିଲ୍ମ, ଆପଣ କେଉଁଟା ଦେଖିବାକୁ ଯିବେ ?

ନିର୍ଦ୍ଦେଶକ ଏସ.ଏସ. ରାଜାମୌଲୀଙ୍କ ବ୍ଲକବଷ୍ଟର ଫିଲ୍ମ ‘ବାହୁବଳୀ’ ପରେ ଅଭିନେତା ପ୍ରଭାସ କୌଣସି ଫିଲ୍ମ କରିନାହାଁନ୍ତି । କାହିଁକିନା ସେ ନିଜର ଆଗାମୀ ଫିଲ୍ମ ‘ସାହୋ’ ପାଇଁ କଠିନ ପରିଶ୍ରମ କରୁଥିଲେ । ଅତି ଶୀଘ୍ର ‘ସାହୋ’ ଆସିବାକୁ ଯାଉଛି । ନିକଟରେ ଏହି ଫିଲ୍ମର ସୁଟିଂ ସାରିଯାଇଛି ।…