Daily Archives

December 20, 2018

ପ୍ରଭୁ ‘ହନୁମାନ’ଙ୍କୁ ନେଇ ବିଜେପି ନେତାଙ୍କ ବଡ ବୟାନ ! କହିଲେ, ମୁସଲମାନ ଥିଲେ ‘ହନୁମାନ’, ଦେଖନ୍ତୁ ଭିଡିଓ

ହିନ୍ଦୁ ମାନଙ୍କ ଦେବତା ପ୍ରଭୁ ହନୁମାନଙ୍କୁ କେନ୍ଦ୍ର କରି ପୁଣି ସୃଷ୍ଟି ହୋଇଛି ଏକ ନୂଆ ବିବାଦ। ପୂର୍ବରୁ ହନୁମାନଙ୍କ ଜାତିକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଏବେ ହନୁମାନଙ୍କ ଧର୍ମକୁ ନେଇ ସୃଷ୍ଟି ହୋଇଛି ବିବାଦ। ଭାରତୀୟ ଜନତା ପାର୍ଟି ନେତା ତଥା ଉତ୍ତରପ୍ରଦେଶ ବିଧାନ ପରିଷଦରେ…

ଅପରାଜିତାଙ୍କୁ ରଗାଇଦେଲେ କି ବିଜେପିର ଦୁଇ ଗୋଷ୍ଠୀ ?  ଅପରାଜିତା ରାଗିବାର ଅସଲ କଥା !

କନକ ବ୍ୟୁରୋ : ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ କର୍ମୀ ମାନଙ୍କୁ ତାଗିଦ କରୁଥିବାର ଭିଡିଓ ଗତକାଲି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଗତକାଲି ରାଜ୍ୟ ରାଜନୀତିରେ ଅପରାଜିତାଙ୍କ ଭାଇରାଲ ଭିଡିଓ ହଟ୍ ଟପିକ ପାଲଟିଥିଲା । ବିଜେପି କର୍ମୀ ମାନଙ୍କୁ ଏକାଠି କାମ କର ନହେଲେ ଦଳ ଛାଡ ବୋଲି…

୩ ବର୍ଷର ଶିଶୁକୁ ଅଙ୍ଗନୱାଡି ଆସିବାକୁ ମନା କରିଦେଲେ ଅଙ୍ଗନୱାଡି କର୍ମୀ । ଅଧାରେ ରହିଲା ପାଠ ପଢି ବଡ ମଣିଷ ହେବା…

କନକ ବ୍ୟୁରୋ : ବୟସ ମାତ୍ର ତିନି ବର୍ଷ । ଏଡସ ରୋଗରେ ପୀଡିତ ହୋଇଥିବାରୁ ଏବେ ଏହି ଶିଶୁଟିକୁ ଅଙ୍ଗନୱାଡି କେନ୍ଦକୁ ଆସିବାକୁ ମନା କରାଯାଇଛି । ଫଳରେ ପାଠ ପଢି ଭଲ ମଣିଷ ହେବା ପାଇଁ ସ୍ୱପ୍ନ ଦେଖିଥିବା ଏହି ତିନି ବର୍ଷ ଶିଶୁର ମାଙ୍କ ସବୁ ସ୍ୱପ୍ନ ଏବେ ଭାଙ୍ଗିଯାଇଛି । ଏହି ଘଟଣା କେଉଁ…

ଭାଙ୍ଗି ଯାଇଛି ଆଜବେଷ୍ଟ, ଛାତରୁ ଗଳୁଛି ପାଣି । ୩ଟି ଘରେ ରହୁଛନ୍ତି ୬୦ ଛାତ୍ରୀ, ଅଭିଯୋଗ କଲେ ଅଧ୍ୟକ୍ଷ କହୁଛନ୍ତି…

କନକ ବ୍ୟୁରୋ : ଶିକ୍ଷା ବିଭାଗର ଚରମ ଉଦାସୀନତା ଯୋଗୁଁ ଛାତ୍ରୀ ମାନେ ଗାଈଗୁହାଳ ସଦୃସ ଅଣଓସାରିଆ କୋଠରୀ ମଧ୍ୟରେ ପଶୁପକ୍ଷୀ ଭଳି ରହିବାକୁ ବାଧ୍ୟ ହେଉଛନ୍ତି । ଅନୁଷ୍ଠାନର ମୁଖ୍ୟଙ୍କୁ ଅବସ୍ଥା ସମ୍ପର୍କରେ ଅଭିଯୋଗ କଲେ ଛାତ୍ରୀଙ୍କୁ ଛାତ୍ରୀ ନିବାସ ଛାଡିବାକୁ ଚେତାବନୀ ଦିଆଯାଉଛି । ଏଭଳି…

ରସିକିଆ ହେଡମାଷ୍ଟରଙ୍କ ନଟି କାହାଣୀର ପର୍ଦ୍ଦାଫାଶ ! ଆସିଲା ଦୁଷ୍କର୍ମ ଅଭିଯୋଗ, ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

କନକ ବ୍ୟୁରୋ : ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ । ଏପରି ସାଂଘାତିକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସିରିମସ୍କା ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ । ପ୍ରଧାନଶିକ୍ଷକ ବାଳକୃଷ୍ଣ ମହାପାତ୍ର ଆଦିବାସୀ ଅନ୍ତେବାସୀ ଛାତ୍ରୀଙ୍କୁ ନିର୍ଯାତନା…

ଶାହାଙ୍କୁ କଡା ସ୍ୱରରେ ସମାଲୋଚନା କଲେ ସୁର ! କହିଲେ, ନୀଳ ଆକାଶରେ ପ୍ରଧାନମନ୍ତ୍ରୀ ଭାବେ ଦେଖାଯାଉଛି ରାହୁଲଙ୍କ ମୁହଁ…

କନକ ବ୍ୟୁରୋ : କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ଟାର୍ଗେଟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଶାହାଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ସୁର ରାଉତରାୟ । କହିଛନ୍ତି ବିଜେପି ବିପର୍ଯ୍ୟୟ ଆଡକୁ ଯାଉଛି । ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ବଡ ପରାଜୟ ପରେ ବିଜେପି…