Daily Archives

December 20, 2018

ସମ୍ବଲପୁର ବୋର୍ଡ ଅଫିସ ଭଙ୍ଗାରୁଜା ନେଇ ଛାନଭିନ୍ ! ୮ରୁ ୧୦ ଅଜଣା ବ୍ୟକ୍ତିଙ୍କ ନାଁରେ ଏତଲା, କର୍ତ୍ତୃପକ୍ଷ କହିଲେ,…

କନକ ବ୍ୟୁରୋ : ସମ୍ବଲପୁର ମାଧ୍ୟମିକ ଶିକ୍ଷା ପରିଷଦର ବୋର୍ଡ ଅଫିସରେ ନିଆଁ ଲଗାଇଦେବା ଘଟଣାର ଛାନଭିନ ଆରମ୍ଭ ହୋଇଛି । ଆଜି ତଦନ୍ତକାରୀ ଦଳ ଘଟଣାସ୍ଥଳକୁ ଯାଇ ପୋଡାଜଳା ସ୍ଥାନ ଦେଖିବା ସହ ଭିଡିଓଗ୍ରାଫି କରିଛନ୍ତି । ଏ ନେଇ ବୋର୍ଡ ଅଫିସର ଅଧିକାରୀଙ୍କୁ ପଚରାଉଚରା ବି କରାଯାଉଛି । ୮ରୁ ୧୦…

ଆତ୍ମହତ୍ୟା କଲେ କର୍ମଚାରୀ ! ସୁଇସାଇଡ଼୍ ନୋଟରେ ଲେଖିଲେ, ମୋଦି ହିଁ ଦେଶକୁ ରକ୍ଷା କରପାରିବେ

ହାଇଦ୍ରବାଦର ଏକ ବେସରକାରୀ କମ୍ପାନୀର ଜଣେ କର୍ମଚାରୀ ଉପର ଅଫିସରଙ୍କ ନିର୍ଯାତନା ସହ୍ୟ ନକରିପାରି ଆତ୍ମହତ୍ୟା କରିଛନ୍ତି । ମରିବା ପୂର୍ବରୁ ସେ ଏକ ଚିଠି ଛାଡ଼ି ଯାଇଛନ୍ତି । ସୁଇସାଇଡ଼ ନୋଟରେ ଲେଖିଛନ୍ତି କେବଳ ନରେନ୍ଦ୍ର ମୋଦି ହିଁ ଦେଶକୁ ବଂଚାଇପାରିବେ । ଘଟଣା ଘଟିଛି ହାଇଦ୍ରାବଦର…

କୃଷି ଋଣ ଛାଡ଼ ନେଇ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ପ୍ରତିକ୍ରିୟା ! କହିଲେ ଋଣ ଛାଡ ପାଇଁ ଚାଲିଛି ବିଚାର ବିମର୍ଷ

କନକ ବ୍ୟୁରୋ : କଂଗ୍ରେସ ଶାସିତ ୩ଟି ରାଜ୍ୟରେ କୃଷି ଋଣ ଛାଡ଼ ପରେ ଦେଶରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଯାଇଛି । ଏବେ ଦେଶରେ କୃଷି ଋଣ ଛାଡ଼ ନେଇ ରାଜନୈତିକ ପ୍ରତିଯୋଗିତା ଚାଲିଛି । ନିର୍ବାଚନ ପୂର୍ବରୁ ଚାଷ ଓ ଚାଷୀ ପ୍ରସଙ୍ଗର ଗୁରୁତ୍ୱକୁ ବଢ଼ାଇ ଦେଇଛି । କୃଷି ଋଣ ଛାଡକୁ ଅସ୍ତ୍ରକରି କଂଗ୍ରେସ…

ଟେଷ୍ଟ କ୍ରିକେଟର ବାଦଶାହା ବିରାଟ ! ଆଇସିସି ର‌୍ୟାକିଙ୍ଗ ଟପରେ କୋହଲି ।

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପୁଣି ଥରେ ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି । ସେପଟେ ଯୁବ ତାରକା ତଥା ୱିକେଟ କିପର ଋିଷଭ ପନ୍ଥ ଏବଂ ପେସ ବୋଲର ଜସପ୍ରିତ ବୁମରା ନିଜ କ୍ୟାରିଅରରେ ସର୍ବଶ୍ରେଷ୍ଠ ର‌୍ୟାଙ୍କିଙ୍ଗରେ ରହିଛନ୍ତି । ଅଷ୍ଟ୍ରେଲିଆ…

ମହଙ୍ଗା ମାଡରୁ ମିଳିପାରେ ଆଶ୍ୱସ୍ତି ! ଡଲାର ତୁଳନାରେ ଶକ୍ତ ହେଉଛି ଟଙ୍କା, ଆହୁରି ଶସ୍ତା ହେବ ତେଲ ଦର ।

କନକ ବ୍ୟୁରୋ : ନୂଆବର୍ଷରେ ଭାରତୀୟ ଅର୍ଥନୀତି ପାଇଁ ଆସିପାରେ ଭଲ ଖବର । ତଳକୁ ତଳକୁ ଖସିଚାଲିଥିବା ଭାରତୀୟ ମୁଦ୍ରା ପୁଣି ଫେରିପାଇବ ଶକ୍ତି । ସେହିପରି ତେଲ ଦରରେ ମଧ୍ୟ ବଡ଼ ଧରଣର ହ୍ରାସ ଘଟିପାରେ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦରର ମୂଲ୍ୟ ହ୍ରାସ ପରେ ଅର୍ଥନୀତିଜ୍ଞ ଏହା କହିଛନ୍ତି ।…

ସୈତାନ ପ୍ରେମିକର ସାଙ୍ଘାତିକ କାରନାମା ! ଚନ୍ଦକା ଜଙ୍ଗଲକୁ ଆଣି କାଟି ଦେଇଥିଲା ପ୍ରେମିକାର ମୁଣ୍ଡ, ଧରା ପଡିବା ପରେ…

କନବ ବ୍ୟୁରୋ : ପ୍ରେମିକର ସାଙ୍ଘାତିକ କାରନାମା । ପ୍ରେମିକାକୁ ମୁଣ୍ଡ କାଟି ହତ୍ୟା କରିଛି ପ୍ରେମିକ । ଚନ୍ଦକା ଜଙ୍ଗଲରୁ ଉଦ୍ଧାର ହେଲା ଯୁବତୀଙ୍କ ମୁଣ୍ଡକଟା ମୃତଦେହ । ପୁରୀ ଜିଲ୍ଲା ସତ୍ୟବାଦୀ ପୁଲିସ ଓ ଖଣ୍ଡଗିରି ଥାନା ପୁଲିସ ଏହି ମୃତଦେହକୁ ଜବତ କରିଛନ୍ତି । ତେବେ ମୃତ ଯୁବତୀକୁ ତା’ର…