ଆଜି ବିଶ୍ୱ ଏଡସ ଦିବସ : ବାଲୁକା କଳାରେ ୧୦୦ ଟି ରେଡ଼ ରିବନ ତିଆରି କଲେ ବାଲୁକା ଶିଳ୍ପୀ ସୁଦର୍ଶନ

92

କନକ ବ୍ୟୁରୋ : ଆଜି ବିଶ୍ୱ ଏଡସ ଦିବସ । ଏନେଇ ପୁରୀ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ପଦ୍ମଶୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ୧୦୦ ଟି ରେଡ଼ ରିବନ ତିଆରି କରିଥିଲେ । ବାଲୁକା ଶିଳ୍ପୀ ସୁଦର୍ଶନ ଓ ତାଙ୍କ ଇନଷ୍ଟିଚ୍ୟୁଟର ପିଲାମାନେ ମିଳିତ ଭାବେ ଏହò ବାଲୁକା କଳାକୃତି ନିର୍ମାଣ କରିଥିଲେ । ଏଡସ୍ ଭଳି ରୋଗର ନିରାକରଣ ନ ଥିବା ବେଳେ କେବଳ ସଚେତନତା ଓ ସତର୍କତା ହିଁ ମଣିଷକୁ ସୁସ୍ଥ ରଖିପାରିବ । ସେପଟେ ଏହି ବାଲୁକା କଳାକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –