କୋରାପୁଟର ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂଗଠନର ଆମରଣ ଅନଶନ

49

କୋରାପୁଟ : କୋରାପୁଟ ଜିଲ୍ଳାର ଏକମାତ୍ର ସର୍ବପୁରାତନ ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟରେ ୧୪ ଦଫା ଦାବିକୁ ନେଇ ଛାତ୍ର ସଂଗଠନର ଆମରଣ ଅନଶନ । ଆଜି ଏହି ଅନଶନ ୬ଷ୍ଠ ଦିନରେ ପହଂଚିଛି । ଦିନରେ ଛାତ୍ରମାନେ ଅନଶନରେ ବସୁଥିବାବେଳେ ଛାତ୍ରୀମାନେ ରାତିରେ ଅନଶନରେ ବସୁଛନ୍ତି ।

ଦେଖନ୍ତୁ ଏହି ରିପୋର୍ଟ :