ବଜେଟ୍ ଉପସ୍ଥାପନ ବେଳେ ଶୁଣିବାକୁ ମିଳିଥିଲା ଅରୁଣ ଜେଟଲୀଙ୍କ ସାୟରୀ

105

କନକ ବ୍ୟୁରୋ : ନିଜର ଗମ୍ଭୀର ବ୍ୟକ୍ତିତ୍ୱ ପାଇଁ ବେଶ ଜଣାଶୁଣା ଅରୁଣ ଜେଟଲୀଙ୍କୁ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଥିଲା । ବଜେଟ ଉପସ୍ଥାପନ ବେଳେ ଶୁଣିବାକୁ ମିଳିଥିଲା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସାୟରୀ । ବଜେଟ ଉପସ୍ଥାପନ ଆରମ୍ଭରେ ଜେଟଲୀ ସାୟରୀ ଶୁଣାଇଥିଲେ । ଏହାସହ ବଜେଟ ଉପସ୍ଥାପନ ମଝିରେ ବି ଜେଟଲୀଙ୍କ ଆଉ ଏକ ସାୟରୀ ଶୁଣିବାକୁ ମିଳିଥିଲା । ଅରୁଣ ଜେଟଲି ତିନୋଟି ସାୟରୀ ଆବୃତ୍ତି କରିଥିଲେ ।

‘ଇସ୍‌ ମୋଡ୍‌ ପର ନା ଘବ୍‌ରାକର ଥମ୍‌ ଯାଏ ଆପ୍‌, ଯୋ ବାତ୍‌ ନୟି ହେ ଉସେ ଆପନାଏ ଆପ୍‌, ଡରତେ ହେ କ୍ୟୁଁ ଆପ୍‌ ନୟି ରାହ ସେ, ହମ୍‌ ଆଗେ ଆଗେ ଚଲତେ ହେଁ ଆୟେ ଆପ୍‌।’

‘ନୟି ଦୁନିୟା ହେ, ନେୟା ଦୌର ହେ , ନୟି ଉମଙ୍ଗ, କୁଛ ଥା ପେହେଲେ କେ ତରିକେ ତୋ କୁଛ ହେ ଆଜ୍‌ କେ ରଙ୍ଗ୍‌ ଢଙ୍ଗ।’

‘ରୋସନି ଆକେ ଅନ୍ଧୋରୋ ସେ ଯୋ ଟକରାୟା ହେ, କାଲେ ଧନ୍‌ କୋ ଭି ବଦଲ ନା ପଡ଼ା ଆପନା ରଙ୍ଗ।’