ଉତ୍କଳ ଯୁନିଭରସିଟି ୱେବସାଇଟ ହ୍ୟାକ୍ ଘଟଣା : ପାକିସ୍ତାନର ତାଇଜର ଗ୍ରୁପ୍ ଜର୍ମାନୀ ସର୍ଭର୍ ଦ୍ୱାରା ହ୍ୟାକ୍ କରିଥିବା ସୁଚନା

23

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ :ଉତ୍କଳ ଯୁନିଭରସିଟି ୱେବସାଇଟକୁ ଜର୍ମାନୀର ଏକ ସର୍ଭର ଦ୍ୱାରା ହ୍ୟାକିଂ କରାଯାଇଥିଲା । ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଂଚ ସ୍ପେଶାଲ ଡିଜି ବିକେ ଶର୍ମା । ପାକିସ୍ତାନର ତାଇଜର ଗ୍ରୁପ ହ୍ୟାକିଂରେ ସଂପୃକ୍ତ ଥିବା ସୂଚନା ରହିଛି । ତଥ୍ୟ ସଂଗ୍ରହ ପାଇଁ ଲେଟର ଅଫ ରିକ୍ୱେଷ୍ଟ ପନ୍ଥା ନିଆଯିବ ବୋଲି କହିଛନ୍ତି ବିକେ ଶର୍ମା ।