ଉପାସନା ମହାନ୍ତିଙ୍କ ବୟାନ ରେକର୍ଡ କଲା ଲକ୍ଷ୍ମୀସାଗର ପୁଲିସ୍

13

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଉପାସନାଙ୍କ ୧୬୧ ବୟାନ ରେକର୍ଡ କରାଯାଇଛି । ଲଷ୍ମୀସାଗର ଥାନାରେ ଉପାସନାଙ୍କ ୧୬୧ ବୟାନ ରେକର୍ଡ କରିଛି ପୁଲିସ୍ । ପ୍ରଯୋଜକ ରାଜେଶ ପତିଙ୍କ ବିରୋଧରେ କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଛନ୍ତି ଉପାସନା । ଏନେଇ ସେ ଗତକାଲି ରାଜେଶଙ୍କ ବିରୋଧରେ ଏଫଆଇଆର୍ ଦେଇଥିଲେ । ଆଜି ପୁଲିସ୍ ତାଙ୍କ ବୟାନ ରେକର୍ଡ କରୁଛି।