ଭାରତ-ପାକିସ୍ତାନ ସୀମାରେ ଗୁଳିବିନିମୟ : ଲାଇନ ଅଫ କଂଟ୍ରୋଲରେ ପୁଣି ଉତେଜନା

37

କନକ ବ୍ୟୁରୋ : ଭାରତ-ପାକିସ୍ତାନ ସୀମାରେ ଗୁଳିବିନିମୟ । ଲାଇନ ଅଫ କଂଟ୍ରୋଲରେ ପୁଣି ଉତେଜନା । ତାଜା ଖବର ଅନୁସାରେ ଲାଇନ ଅଫ କଂଟ୍ରୋଲ ନିକଟରେ ଏହି ଗୁଳିବିନିମୟ ଘଟିଛି । ଏଥିରେ ୨ ପାକିସ୍ତାନୀ ସେନାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏନେଇ ପାକସ୍ତାନୀ  ମିଡିଆରେ ଖବର ପ୍ରକାଶ ପାଇଛି । ଭାରତ ଉପରେ ଦୋଷ ଲଗାଇ ପାକିସ୍ତାନୀ  ମିଡିଆ କହିଛି ଭାରତ ସିଜ ଫାୟାର ବୁଝାମଣାକୁ ଉଂଲଘନ କରିଛି ।