ବୋଲଗଡରୁ ନୟାଗଡ ! ଗଡିଲା ପରୀକ୍ଷାମୂଳକ ଟ୍ରେନ୍

29

କନକ ବ୍ୟୁରୋ : ଖୋର୍ଦ୍ଧା – ବଲାଙ୍ଗିର ରେଳ ପ୍ରକଳ୍ପ ଅଧୀନରେ ବୋଲଗଡ-ନୟାଗଡ ସେକ୍ସନ ମଧ୍ୟରେ ଆଜି ଗଡିଛି ପରୀକ୍ଷାମୂଳକ ଟ୍ରେନ । ଏହି ରୁଟରେ ଆଜି ରେଳବାଇ ଟ୍ରାଏଲ୍ ଆରମ୍ଭ କରିଛି । ଆଜିର ଟ୍ରାଏଲ୍ ରନ୍ ବେଳେ ରେଳବାଇର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ମେ ୧୧ରେ ଏହି ରୁଟରେ ପରୀକ୍ଷାମୂଳକ ଭାବେ ଦୀର୍ଘ ୧୨ କିଲୋମିଟର ଇଞ୍ଜିନ ଗଡ଼ିଥିଲା। । ପରେ ପରୀକ୍ଷାମୂଳକ ଭାବେ ମାଲବାହୀ ଟ୍ରେନ ଚାଲିଥିଲା ।