ଆଜି ଚୀନ ଯିବେ ଏନଏସଏ ଅଜିତ ଡୋଭାଲ : ବେଞ୍ଜିଂରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ହେବେ ସାମିଲ

27

କନକ ବ୍ୟୁରୋ : ଭାରତ-ଚୀନ ବିବାଦ ମଧ୍ୟରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆଜି ଚୀନ ଯାଉଛନ୍ତି । ଚୀନର ଆୟୋଜିତ ହେଉଥିବା ବ୍ରିକସ ସମ୍ମିଳନୀର ଏନଏସଏସ୍ତରୀୟ ଆଲୋଚନାରେ ଭାଗ ନେବେ ଡୋଭାଲ । ଆଜି ଓ ଆସନ୍ତାକାଲି ଦୁଇଦିନ ସେ ବେଜିଂରେ ରହିବେ । ଦୁଇଦେଶ ମଧ୍ୟରେ ବିବାଦ ବଢୁଥିବା ବେଳେ ଚୀନରେ ଡୋଭାଲଙ୍କ ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି ।