ଇଣ୍ଡିଆ ଟୁଡେ ଗ୍ରୁପର କନସଲଟିଙ୍ଗ ଏଡିଟରଙ୍କ ଟ୍ୱିଟ : ତଥାଗତଙ୍କ ପରେ ରାଜଦୀପଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚା

0

କନକ ବ୍ୟୁରୋ : ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଥିବା ସାଂସଦ ତଥଗତ ସତପଥୀଙ୍କ ଟ୍ୱିଟ୍ ପରେ ଆଜି ଇଣ୍ଡିଆ ଟୁଡେ ଗ୍ରୁପର କନସଲଟିଙ୍ଗ ଏଡିଟର ରାଜଦୀପ ସରଦେଶାଇ ଅନୁରୁପ ଟ୍ୱିଟ୍ କରିଛନ୍ତି । ରାଜଦୀପ କହିଛନ୍ତି, ଭୁବନେଶ୍ୱରରେ ବିଜେପିର କାର୍ଯ୍ୟକାରୀଣି ପୂର୍ବରୁ ବିଜେଡିକୁ ଭାଂଗିବା ପାଇଁ ବିଜେପି ଚେଷ୍ଟା କରୁଛି । କଂଗ୍ରେସ ଭଳି ବିଜେପି ମଧ୍ୟ ଜୋଡ-ତୋଡ ରାଜନୀତିରେ ମାତିଛି ବୋଲି ରାଜଦୀପ ଟ୍ୱିଟ୍ କରିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ – 

Comments are closed.