ପୁରୀ ତୃତୀୟ ସମନ୍ୱୟ କମିଟି ବୈଠକ ଆରମ୍ଭ

0

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ପୁରୀ ତୃତୀୟ ସମନ୍ୱୟ କମିଟି ବୈଠକ ଆରମ୍ଭ, ଆଇନମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ବୈଠକ । ଖାଦ୍ୟ ଯୋଗାଣ ମନ୍ତ୍ରୀ ସଂଜୟ ଦାସ ବର୍ମା ବି ଉପସ୍ଥିତ । ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ବି ବୈଠକରେ ସାମିଲ ।

Comments are closed.