କାହିଁକି ଆପୋଲୋ ହସ୍ପିଟାଲ୍ ଗଲେ ନବୀନ୍ !

36

ଆଜି ସଂଧ୍ୟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହଠାତ୍ ଆପୋଲୋ ହସ୍ପିଟାଲରେ ପହଂଚିଥିଲେ । ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଯୁଗ୍ମ ସଚିବ ସୁରଞ୍ଜନ ଶତପଥୀଙ୍କୁ ନବୀନ ଭେଟିବାକୁ ଯାଇଥିଲେ  । ଗତ କିଛି ମାସ ଧରି ଗୁରୁତର ଅସୁସ୍ଥ ଅବସ୍ଥାରେ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ସୁରଞ୍ଜନ  ।