ପିପିଲି ଟୋଲଗେଟରେ ସାଂସଦଙ୍କୁ ର୍ଦୁବ୍ୟବହାର ଅଭିଯୋଗ ! ମଧ୍ୟପ୍ରଦେଶ ଏମପି ସାବିତ୍ରୀ ଠାକୁରଙ୍କୁ ଟୋଲ ଫି ମାଗିବାକୁ ନେଇ ର୍ଦୁବ୍ୟହାର, ଘଟଣା ସ୍ଥଳରେ ଉତ୍ତେଜନା

39

କନକ ବ୍ୟୁରୋ : ପିପିଲି ଟୋଲ ଗେଟରେ ସାଂସଦଙ୍କୁ ର୍ଦୁବ୍ୟବହାର ଅଭିଯୋଗ । ମଧ୍ୟପ୍ରଦେଶ ସାଂସଦ ସାବିତ୍ରୀ ଠାକୁରଙ୍କୁ ପିପିଲି ଟୋଲ ଗେଟରେ ର୍ଦୁବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଛି । ଫଳରେ ଘଟଣା ସ୍ଥଳରେ ଉତେଜନା ଦେଖାଦେଇଛି । ଟୋଲ ଗେଟ କର୍ମଚାରୀ ଟୋଲ ଫି ମାଗିବା ପରେ ଉତ୍ତେଜନା ଦେଖାଦେଇଥିଲ। ।